ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ୨୮ ଜୁଲାଇ , ୨୦୨୫ )

  ନରାଜ ଆନିକଟ ଠାରେ ପ୍ରବାହିତ ବନ୍ୟା ଜଳରେ ମାଛ ଧରୁଥିବା ଧିବର   ଶ୍ରାବଣ ମାସର ତୃତୀୟ ସୋମବାର ଦିନ, କଉଡ଼ିଆମାନେ (ଭକ୍ତମାନେ) ଲିଙ୍ଗରାଜ ମନ୍ଦିରରେ ଭଗବାନଙ୍କୁ ଜଳ ଅର୍ପଣ କରିବା ପାଇଁ ଲାଇନରେ ଛିଡା ହୋଇଛନ୍ତି

ଓଡ଼ିଶା: ଆଜିର ଫଟୋ ( ୨୭ ଜୁଲାଇ, ୨୦୨୫ )

ଶ୍ରାବଣ ମାସର ତୃତୀୟ ସୋମବାର ଉପଲକ୍ଷେ, କଟକ ଗଡ଼ଗଡିଆ ଘାଟରେ କାଉଡିଆମାନଙ୍କ ଭିଡ     ରାଜଧାନୀରେ ପ୍ରବଳ ବର୍ଷା     କଟକ କଳା ବିକାଶ କେନ୍ଦ୍ର ଅଡିଟୋରିୟମରେ ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ନବ ଗୁଞ୍ଜନ ଉତ୍ସବ

ଓଡ଼ିଶା: ଆଜିର ଫଟୋ ( ୨୬ ଜୁଲାଇ, ୨୦୨୫ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ଅଜୟ ଉତ୍ସଵରେ ଆୟୋଜିତ ନାଟକ ‘ଝରକା’     ପୁରୀ ଘୋଡା ବଜାର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ଜ୍ଞାନ ବିଜ୍ଞାନ ମେଳାରେ, ଛାତ୍ରୀଛାତ୍ରମାନେ ବିଭିର୍ନ ପ୍ରକଳ୍ପ ପ୍ରଦର୍ଶନ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ ( ୨୫ ଜୁଲାଇ , ୨୦୨୫ )

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁକ୍ରବାର ଭୁବନେଶ୍ୱର ଲୋକସେବା ଭବନରେ ଓଡିଶା ଟେକ୍ସଟ ୨୦୨୫ ର ଉଦ୍‌ଘାଟନ କରିଛନ୍ତି ଓଡିଶା ସାହିତ୍ୟ ଏକାଡେମି ଶୁକ୍ରବାର ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ୬୮ତମ ସ୍ୱର୍ଣ୍ଣକେତ୍ର ଦିବସ ପାଳନ କରିଛି

ଓଡ଼ିଶା: ଆଜିର ଫଟୋ ( ୨୪ ଜୁଲାଇ , ୨୦୨୫ )

ରବିନ୍ଦ୍ର ମଣ୍ଡପରେ ଗୃହ ନଗର ଉନ୍ନୟନ ସଂସ୍କୃତିକ ପରିଷଦର ୪୧ତମ ବାର୍ଷିକ ଉତ୍ସବରେ ମଙ୍ଗଳାଚରଣ ଓଡିଶୀ ନୃତ୍ୟ ପରିବେଷଣ । ଭୁବନେଶ୍ୱର ଜିଜିପି କଲୋନୀ ଛକରେ ରାକ୍ଷୀ ଦୋକାନ ଗରାଖମାନେ ଛିଡା ହୋଇ ରାକ୍ଷୀ ଦେଖୁଛନ୍ତି

ଓଡ଼ିଶା: ଆଜିର ଫଟୋ ( ୨୩ ଜୁଲାଇ, ୨୦୨୫ )

କଟକ କୁମ୍ଭାର ସାହିରେ ପାର୍ବଣ ଋତୁ ଉପଲକ୍ଷେ, କାରିଗରମାନେ ଖୁଦୁରୁକୁଣୀ ଓ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରୁଛନ୍ତି        ଭୁବନେଶ୍ୱର ରସୁଲଗଡ଼ ଛକରେ ବର୍ଷା ପରେ ପ୍ରବଳ ଟ୍ରାଫିକ୍     ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅଭୟ ଆର୍ଟ…

ଓଡ଼ିଶା: ଆଜିର ଫଟୋ ( ୨୨ ଜୁଲାଇ, ୨୦୨୫ )

କଟକ ଚୌଧୁରୀ ବଜାର ନନ୍ଦୀ ସାହି ଅଂଚଳରେ ଖୋଲିଥିବା ରାଖୀ ଦୋକାନରେ ଗ୍ରାହକମାନେ ରାଖୀ ଦେଖୁଛନ୍ତି       ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ କଳାକାରଙ୍କ ଦ୍ୱାରା ପୂଜାରୀ ନାଟକ ପରିବେଷଣ       କଟକ ଗଡଗଡିଆ ଘାଟରୁ ବିଭିନ୍ନ…

ଓଡ଼ିଶା: ଆଜିର ଫଟୋ (୧୭ ଜୁଲାଇ , ୨୦୨୫)

ଭୁବନେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ କଟକରେ ଓଡିଶା ବନ୍ଦର ପ୍ରଭାବ ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅମର ଆତ୍ମାର ସଦଗତି କାମନା କରି ରେଭନଶା ବିଶ୍ୱବିଦ୍ୟାଳୟ ପରିସରରେ କ୍ୟାଣ୍ଡେଲ ଶୋଭାଯାତ୍ରା   ପୁରୀ ସହରରେ ଓଡିଶା ବନ୍ଦର ପ୍ରଭାବ ବ୍ରହ୍ମପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri