ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (୧୬ ଜାନୁଆରୀ ୨୦୨୬)

ଶୁକ୍ରବାର ରାଜରାଣୀ ମନ୍ଦିରରେ ରାଜରାଣୀ ସଙ୍ଗୀତ ଉତ୍ସବର ଉଦଘାଟନୀ ସାରଳା ଭବନରେ Natasutra Research Public Charitable Trust ପକ୍ଷରୁ ଆୟୋଜିତ ନାତସୁତ୍ର ଶାସ୍ତ୍ରୀୟ ନୃତ୍ୟ ଉତ୍ସାପନୀ ସନ୍ଧ୍ୟାରେ ନୃତ୍ୟଶିଳ୍ପୀମାନେ ପରିବେଷିତ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ ଶୁକ୍ରବାର Exhibition Groundରେ…

ଓଡ଼ିଶା: ଆଜିର ଫଟୋ (୧୫ ଜନୁଆରୀ, ୨୦୨୬ )

ଶିଶିର ସରସ ପାଇଁ ଆଲୋକରେ ସଜାହୋଇଛି ଏକ୍ସିବିସନ୍ ଗ୍ରାଉଣ୍ଡ ରୋଡ଼ ସାଲିଆ ସାହି ଅଞ୍ଚଳର ଖୋଲା ନାଳାର ଦୟନୀୟ ଅବସ୍ଥା, ଆଜି ଜଣେ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ ବଲିଉଡ୍ ଚଳଚ୍ଚିତ୍ର ତାରକା ଶିଳ୍ପା ସେଟ୍ଟି ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି

ଓଡ଼ିଶା: ଆଜିର ଫଟୋ (୧୪ ଜାନୁଆରୀ ୨୦୨୬)

ପୁରୀ ରାଧାବଲ୍ଲଭ ମଠରେ ମକର ଚାଉଳ ପ୍ରସ୍ତୁତ କରାଯାଇ ମକର ଉତ୍ସବ ପାଳନ କରାଯାଉଛି       ଗଞ୍ଜାମରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତି, ପୋଙ୍ଗଲ ଅବସରରେ ପୂଜା, ପୋଙ୍ଗଲ ଆଦି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ    …

ଓଡ଼ିଶା: ଆଜିର ଫଟୋ (୧୩ ଜାନୁଆରୀ ୨୦୨୬)

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଜଳସଂପଦ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ବାର୍ଷିକ ଉତ୍ସବରେ ପରିବେସିତ ନାଟକ “ଘୁଙ୍ଗୁର ପିନ୍ଧିବା ମନା”     କଟକ ବିଡାନାସୀ ଚହଟାଠାରୁ ମଧୁସୂଦନ ସେତୁ ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ରାସ୍ତା କାମ ଚାଲିଛି  …

ଓଡ଼ିଶା: ଆଜିର ଫଟୋ (୧୨ ଜନୁଆରୀ, ୨୦୨୬ )

ORMAS ଦ୍ୱାରା ଆୟୋଜିତ ଶିଶିର ସରସ କାର୍ଯ୍ୟକ୍ରମ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି ବନ୍ଦେ ମାତରମ୍ ସଙ୍ଗୀତର ୧୫୦ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ସମୂହ ଗାନ

ଓଡ଼ିଶା: ଆଜିର ଫଟୋ (୧୦ ଜାନୁଆରୀ ୨୦୨୬)

ରବୀନ୍ଦ୍ର ମଣ୍ଡପରେ ଶୁକ୍ରବାର ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମଜୟନ୍ତୀ ଅବସରରେ ଦ୍ୱିତୀୟ ଦିନର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପାଳିତ ହୋଇଥିଲା ଶୁକ୍ରବାର RPRC ରେ ବାର୍ଷିକ ଫୁଲ ପ୍ରଦର୍ଶନୀ କମଳା ନେହେରୁ ୪୭ତମ ବାର୍ଷିକ ଉତ୍ସବରେ ଆମନ୍ତ୍ରିତ ଅତିଥିଙ୍କ ଦ୍ୱାରା ଆୟୋଜିତ ନୃତ୍ୟ…

ଓଡ଼ିଶା: ଆଜିର ଫଟୋ (୮ ଜନୁଆରୀ, ୨୦୨୬ )

ସହରରେ ଚାଲୁଥିବା ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ସତ୍ତ୍ୱେ, CRPF ଫ୍ଲାଇଓଭର୍ ନିକଟରେ ଖୋଲା ଅଞ୍ଚଳରେ ନିଆଁ ଜଳୁଥିବା ଦେଖାଯାଇଛି, ଯାହା BMC ପକ୍ଷରୁ ନିରୀକ୍ଷଣ ଓ ନାଗରିକ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛି ବମ୍ ଧମକ ପରେ ଓଡ଼ିଶା ହାଇକୋର୍ଟ ପରିସରରେ…

ଓଡ଼ିଶା: ଆଜିର ଫଟୋ (୬ ଜାନୁଆରୀ ୨୦୨୬)

କଟକ କଳା ବିକାସ କେନ୍ଦ୍ର ଅଡିଟୋରିୟମରେ କଟକ ମହୋତ୍ସବ ଉଦ୍‌ଯାପନୀ ସମାରୋହରେ ନୃତ୍ୟଶିଳ୍ପୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି         ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ସାଂସ୍କୃତିକ ଏବଂ ଥିଏଟର ଏକାଡେମୀ ପକ୍ଷରୁ ଆୟୋଜିତ ନାଟକ “ସିଦ୍ଧାନ୍ତ”  …

ଓଡ଼ିଶା: ଆଜିର ଫଟୋ (୩ ଜାନୁଆରୀ ୨୦୨୬)

ଭୁବନେଶ୍ୱରରେ ସକାଳେ ଘନ କୁହୁଡ଼ି       ପୁରୀ ବେଳାଭୂମିଠାରେ ମହୋଦଧି ଆଳତୀ ଅନୁଷ୍ଠିତ       ୨୦୨୬ ମସିହାର ପ୍ରଥମ ସୁପର୍‌ମୁନ୍‌ ଭୁବନେଶ୍ୱର ଆକାଶରେ ଦୃଶ୍ୟମାନ   👉 Follow Dharitri – Odisha’s No.1 Trusted…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?