ଓଡ଼ିଶା: ଆଜିର ଫଟୋ (ଜୁନ୍ ୬, ୨୦୨୦)
ରାଜଧାନୀ ଭୁବନେଶ୍ୱରରେ ଶଟ୍ଡାଉନ୍ କଟକରେ ଶଟ୍ଡାଉନ୍ ପ୍ରଭାବ ଶ୍ରୀମନ୍ଦିରରେ ପଟ୍ଟଦିଅଁ ପୂଜା ପାଉଛନ୍ତି
ଆଜିର ଫଟୋ (ଜୁନ୍ ୫, ୨୦୨୦)
ରାଜମହଲ ଛକରେ ରଙ୍ଗ୍ ସାଇଡ୍ରୁ ଆସୁଥିବା ବାଇକ୍ଠାରୁ ଟ୍ରାଫିକ ପୋଲିସ ଜରିମାନା ଆଦାୟ କରୁଛି। ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଦେବ ସ୍ନାନ ପୂର୍ଣ୍ଣମୀ ଅବସରରେ ଚାନ୍ଦନୀଛକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ଗଜ ବେଶ। ବାଦାମବାଡ଼ି ବସ୍ଷ୍ଟାଣ୍ଡରୁ ଅଳ୍ପସଂଖ୍ୟକ ବସ୍ ଚଳାଚଳ…
ଆଜିର ଫଟୋ (ଜୁନ୍ ୪, ୨୦୨୦)
ରସୁଲଗଡ଼ ଛକରେ ମଞ୍ଚେଶ୍ୱର ପୋଲିସ ପକ୍ଷରୁ କଡା ଚେକିଂ ଚାଲିଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି ଡିଆଜି ଆଶିଷ ସିଂଙ୍କ ସମେତ ପୋଲିସ କର୍ମଚାରୀମାନେ। ମହାନଦୀ ତଟରେ ଧୀବରମାନେ ମାଛ ଧରୁଛନ୍ତି। କଟକସ୍ଥିତ ଛତ୍ର…
ଓଡ଼ିଶା: ଆଜିର ଫଟୋ (ଜୁନ୍ ୩, ୨୦୨୦)
ପଙ୍ଗପାଳ ଆକ୍ରମଣ ପ୍ରତିହତ ଲାଗି ଅଭ୍ୟାସ କରୁଛନ୍ତି ଅଗ୍ନିଶମ କର୍ମଚାରୀ ମଣିପୁରରୁ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଫେରିଥିବା ପ୍ରବାସୀ ସ୍ନାନଯାତ୍ରା ଅବ୍ୟବହିତ ପୂର୍ବରୁ ପୁରୀ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଦଇତା ସେବକ କଟକ ମଧୁପାଟଣାରେ ଜଣେ…
ଓଡ଼ିଶା: ଆଜିର ଫଟୋ (ଜୁନ୍ ୨, ୨୦୨୦)
ଭୁବନେଶ୍ୱରର ମେଘାଛନ୍ନ ଆକାଶ ମୋବାଇଲରେ ଅନଲାଇନ ପାଠ ପଢୁଛନ୍ତି କଟକ ବିଡାନାସୀର ଜଣେ ଶିଶୁ କଟକ ଦୋଳମୁଣ୍ଡାଇରେ ଆଗେଇ ଚାଲିଛି ରଥ ପ୍ରସ୍ତୁତି ନିଜ ଖାଦ୍ୟ ସଂଗ୍ରହ କରୁଛି ଗୁଣ୍ଡୁଚି କଟକ ଯୋବ୍ରା ନିକଟ…
ଓଡ଼ିଶା: ଆଜିର ଫଟୋ (ଜୁନ୍ ୧ , ୨୦୨୦)
ରାଜଧାନୀରେ ଅନ୍ଲକ୍ ୧ ର ପ୍ରଭାବ ଅଚାର୍ଯ୍ୟବିହାର ଠାରୁ ଜୟଦେବବିହାର ଜାତୀୟ ରାଜପଥର ଦୃଶ୍ୟ ରାଜଧାନୀରେ ଅନ୍ଲକ୍ ୧ ଖୋଲିଲା କୋଚିଲେଇ ହାଟ , ହେଲେ ଶୂନଶାନ ରାଜଧାନୀ ଆକାଶରେ ମେଘର ଦୃଶ୍ୟ ଚନ୍ଦ୍ରଶେଖରପୁର କେୟାର ହସ୍ପିଟାଲ ପାଖରେ ଥିବା ନୀଳମାଧବ…
ଓଡ଼ିଶା: ଆଜିର ଫଟୋ (ମେ ୩୧, ୨୦୨୦)
ପୁରୀରେ ଆଗେଇ ଚାଲିଛି ରଥ କାମ ଭୁବନେଶ୍ୱରରେ ହେଲମେଟ ପିନ୍ଧି ନ ଥିବା ଲୋକଙ୍କୁ ଯାଞ୍ଚ କରୁଛନ୍ତି ପୋଲିସ ରାସ୍ତା କଡ଼ରେ ଜୀବନ: ପ୍ରବଳ ଖରା ଯୋଗୁ କଟକ ରେଳଷ୍ଟେଶନ ନିକଟ ଗଛ ଛାଇରେ ବିଶ୍ରାମ ନେଉଛନ୍ତି ମହିଳା…
ଓଡ଼ିଶା: ଆଜିର ଫଟୋ (ମେ ୩୦, ୨୦୨୦)
ରାଜଧାନୀରେ ଟାଣ ଖରା ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ସଭିଏଁ ବୋଲିଲେ ‘ବନ୍ଦେ ଉତ୍କଳ ଜନନୀ’ ବ୍ରହ୍ମପୁର ସହରରେ ପିପିଇ କିଟ ପିନ୍ଧିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଜମୁଛି ମାସ୍କ ବେପାର ପୁରୀ ରଥଖଳାରେ ଆଗେଇ ଚାଲିଛି…
ଆଜିର ଫଟୋ
ବିଡିଏ ପକ୍ଷରୁ ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଥିବା ଜବରଦଖଲ ଉଚ୍ଛେଦ କରାଯାଉଛି। ରାଜଧାନୀରେ ୨ ଜଣ ଯୁବତୀ ମୁହିଁରେ ମାସ୍କ ପିନ୍ଧି ସାଇକେଲରେ ଯାଉଛନ୍ତି। ଓଡିଶାରେ ରହୁଥିବା କଲକୋତା ଶ୍ରମିକମାନେ କଲୋକତା ଯିବା ପୂର୍ବରୁ ରସୁଲଗଡସ୍ଥିତ ଆଶ୍ରମ ସ୍କୁଲରେ ନାମ…
ଓଡ଼ିଶା: ଆଜିର ଫଟୋ
କମିଶନରେଟ୍ ପୋଲିସ(ସିପି) ଅଫିସରେ ସିପି ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ୱରରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନିୟମକୁ କାର୍ଯ୍ୟକାରୀ କରିବା ନିମନ୍ତେ ଡ୍ରୋନ୍ ବ୍ୟବହାରର ଶୁଭାରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀମାନେ ଗୁରୁବାର ଭୁବନେଶ୍ୱରର ଜୟଦେବ ବିହାରରୁ ନିଜର ଗନ୍ତବ୍ୟସ୍ଥଳକୁ…
ଓଡ଼ିଶା: ଆଜିର ଫଟୋ
କଟକ ଅମରେଶ୍ୱର ମନ୍ଦିରରେ ଅନୁଷ୍ଠିତ ହର-ପାର୍ବତୀ ବିବାହ ଉତ୍ସବ ଲକ୍ଡାଉନ ୪.୦ର ୧୦ମ ଦିନରେ ଭୁବନେଶ୍ୱର ନିଜ ଗ୍ରାମ ଅଭିମୁଖେ ତାମିଲନାଡୁରୁ ଫେରିଥିବା କେତେକ ପ୍ରବାସୀ
ଓଡ଼ିଶା: ଆଜିର ଫଟୋ
୨ୟ ପର୍ଯ୍ୟାୟ ମ୍ୟାଟ୍ରିକ ଖାତାଦେଖା ଆରମ୍ଭ: ସୁରକ୍ଷା ବ୍ୟବସ୍ଥାକୁ ଦିଆଯାଉଛି ଗୁରୁତ୍ୱ ରାଜଧାନୀରେ ‘ମୋ ବସ’କୁ ବିଶୋଧନ କରାଯାଉଛି ବଜାରରେ ମିଳୁଛି ରଙ୍ଗବେରଙ୍ଗ କପଡ଼ା ତିଆରି ମାସ୍କ କଟକ ପ୍ରଫେସର ପଡାର ନର୍ଦ୍ଦମା ପାଣିରେ ପିଲା ଖେଳୁଛନ୍ତି…
Archives


