ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୭, ୨୦୨୧)
କଟକ ମହାନଦୀ ଜଳରାଶିରେ ମାଛ ଧରୁଛନ୍ତି ଧୀବର ଭୁବନେଶ୍ୱର ରାଜମହଲ ଛକ ନିକଟରେ ଜଣେ ମହିଳା ଝୁଡି ତିଆରି କରୁଛନ୍ତି ଭୁବନେଶ୍ୱରରେ ପ୍ରବଳ ଖରା ଯୋଗୁଁ ଛତା ଧରି ଯାଉଛନ୍ତି ଛାତ୍ରୀ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ଲାଷ୍ଟିକ…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୬, ୨୦୨୧)
ଚୈତ୍ର ମାସ ଦ୍ଵିତୀୟ ମଙ୍ଗଳବାରରେ ଭୁବନେଶ୍ୱର ନୂଆପଲ୍ଲୀରେ ମହିଳା କରୁଛନ୍ତି ପୂଜାର୍ଚ୍ଚନା କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ କୁଲିଙ୍କ ଅବସର ସମୟ
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୫, ୨୦୨୧)
ହୋଲି ପରେ ମାରୱାଡି ମହିଳା ଙ୍କ ଦ୍ୱାରା ହେବାକୁ ଥିବା ପାରମ୍ପରିକ ପୂଜା ପାଇଁ ନୟାସଡ଼କ ଅଂଚଳ ରାସ୍ତା ପାର୍ଶ୍ୱରେ ବିକ୍ରୟ ପାଇଁ ରଖାଯାଇଥିବା ଗଙ୍ଗାଗୋଉର ମୂର୍ତି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ବିଏମସି ର ମୋ…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୪, ୨୦୨୧)
ରାଜଧାନୀ ଭୁବନେଶ୍ୱରରେ ବର୍ଷା ସମୟର ଦୃଶ୍ୟ ଭୁବନେଶ୍ୱରର ୟୁନିଟ୍ ୧ ରେ ଥିବା ଏସବିଆଇ ମୁଖ୍ୟ ଶାଖାକୁ କୋଭିଡ ପାଇଁ ୪୮ ଘଣ୍ଟା ପର୍ଯ୍ୟନ୍ତ ସିଲ୍ କରାଯାଇଛି
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୩, ୨୦୨୧)
ଭୁବନେଶ୍ୱର ବରମୁଣ୍ଡାସ୍ଥିତ ପୋଖରୀରେ ପିଲାମାନେ ଗାଧୋଉଛନ୍ତି ଉତ୍କଳ ୟୁନିଭର୍ସିଟିର ୫୦ତମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି କଟକ ରିଂ ବନ୍ଧ ରାସ୍ତା ପାର୍ଶ୍ବରେ ବିକ୍ରି ହେଉଛି ଆମ୍ବ କଟକରେ ଏକ ଶୁଖିଲା ଡାଳରେ ବସିଛି କଙ୍କି କଟକରେ…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨, ୨୦୨୧)
ଗୁଡ୍ ଫ୍ରାଇଡେ ଅବସରରେ ଭୁବନେଶ୍ୱରର ସତ୍ୟ ନଗର ଚର୍ଚ୍ଚ ଅସ୍ତକାଲିନ ସୂର୍ଯ୍ୟଙ୍କ ରଙ୍ଗୀନ ଆଭାରେ ପୁରୀ ଶ୍ରୀ ମନ୍ଦିରର ଦୃଶ୍ୟ ଭୁବନେଶ୍ୱରରେ ଆୟୋଜିତ ସୁପର ବାଇକ ରାଲି ଭୁବନେଶ୍ୱର ରାମମନ୍ଦିର ସମ୍ମୁଖରେ ଖାଦ୍ୟ ଅନ୍ୱେଷଣରେ ପାରାମାନେ
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧, ୨୦୨୧)
ରାଜଧାନୀରେ ପ୍ରବଳ ଖରା ହେତୁ ଶୋଷ ମେଣ୍ଟାଇବା ପାଇଁ ପକ୍ଷୀମାନେ ରାମମନ୍ଦିର ସମୁଖରେ ଥିବା ପାଣିକୁ ପିଉଛନ୍ତି ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ରାଜଧାନୀରେ ପ୍ରବଳ ଖରା ହେତୁ ଲୋକମାନେ ଖରା ସହି ନପାରି ମୁଣ୍ଡରେ ଗାମୁଛା ପକାଇ ଆସୁଛନ୍ତି
ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୩୧, ୨୦୨୧)
ମହାନଦୀରେ ବୋଟିଂ ଭୁବନେଶ୍ୱରରେ ପ୍ରବଳ ଖରା ଯୋଗୁଁ ଛତା ନେଇଯାଉଛନ୍ତି ଯୁବତୀ ଭୁବନେଶ୍ୱରରେ ପାଣି ପାଇପରୁ ନିଜ ତୃଷ୍ଣା ମେଣ୍ଟାଉଛନ୍ତି ଯୁବକ ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକୀ ପାଳନ ଅବସରରେ ବାଲୁକା କଳା …
ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୩୦, ୨୦୨୧)
ନିମପୁର ଗ୍ରାଉଣ୍ଡ ସନ୍ନିକଟ ଫକୀରପୁରରେ ଅନୁଷ୍ଠିତ ଦୋଳ ମେଳଣ କଟକ ଯୋବ୍ରା ଆନିକଟ ମହାନଦୀରେ ଖାଦ୍ୟ ପାଇଁ ଘୁରି ବୁଲୁଛନ୍ତି ବଗ ଭୁବନେଶ୍ୱର ୟୁନିଟ-୮ ଗୋପବନ୍ଧୁ ନଗରରେ ଚୈତ୍ରମାସର ପ୍ରଥମ ମଙ୍ଗଳବାର ପୂଜା
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୯, ୨୦୨୧)
ଅଲିଶା ବଜ଼ାର ଅଂଚଳ ରେ ହୋଲି ପର୍ବ ପାଳନ ଅବସର ରେ ପରସ୍ପର କୁ ଅଭିର ଲଗାଇ ଦେଉଥିବା ପିଲାମାନେ ହୋଲି ପର୍ବ ପାଳନ କୁ ନେଇ ପୋଲିସ କମିଶନର ସ୍ଥିତି କୁ ଅନୁଧ୍ୟାନ କରୁଛନ୍ତି ଡିସିପି ପ୍ରତୀକ ସିଂ ହୋଲିପର୍ବ…
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୮, ୨୦୨୧)
କଟକର ନୟା ସଡକ ଛକ ସ୍କୋୟାରରେ ମାରୱାରୀ ସମ୍ପ୍ରଦାୟ ପକ୍ଷ୍ୟରୁ ଅନୁଷ୍ଠିତ ହୋଲି କା ଡାହାଣ ପୂଜା କଟକସ୍ଥିତ ବକ୍ସି ବଜାର ବଢ଼େଇ ସାହିରେ ଦୋଳ ଉତ୍ସବ
ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୭, ୨୦୨୧)
ହୋଲି ପାଇଁ ଭୁବନେଶ୍ୱର ବିଗ ବଜାର ଛକରେ ବିକ୍ରି ହେଉଛି ରଙ୍ଗ ମହାତ୍ମା ଗାନ୍ଧୀଙ୍କ ଶ୍ରୀକ୍ଷେତ୍ର ଆଗମନର ଶତବାର୍ଷିକି ଅବସରରେ ପୁରୀ ରେଳଷ୍ଟେସନରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ପଦଯାତ୍ରା ଓଡିଶା ମହିଳା ଫୁଟବଲ ଲିଗ ଫାଇନାଲ: ରାଇଜିଙ୍ଗ କ୍ଳବ ଟୁର୍ନାମେଣ୍ଟ…
Archives


