ଓଡ଼ିଶା: ଆଜିର ଫଟୋ ( ୨୭ ଜୁଲାଇ, ୨୦୨୫ )
ଶ୍ରାବଣ ମାସର ତୃତୀୟ ସୋମବାର ଉପଲକ୍ଷେ, କଟକ ଗଡ଼ଗଡିଆ ଘାଟରେ କାଉଡିଆମାନଙ୍କ ଭିଡ ରାଜଧାନୀରେ ପ୍ରବଳ ବର୍ଷା କଟକ କଳା ବିକାଶ କେନ୍ଦ୍ର ଅଡିଟୋରିୟମରେ ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ନବ ଗୁଞ୍ଜନ...
ଓଡ଼ିଶା: ଆଜିର ଫଟୋ ( ୨୬ ଜୁଲାଇ, ୨୦୨୫ )
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ଅଜୟ ଉତ୍ସଵରେ ଆୟୋଜିତ ନାଟକ ‘ଝରକା’ ପୁରୀ ଘୋଡା ବଜାର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ଜ୍ଞାନ ବିଜ୍ଞାନ ମେଳାରେ, ଛାତ୍ରୀଛାତ୍ରମାନେ ବିଭିର୍ନ ପ୍ରକଳ୍ପ ପ୍ରଦର୍ଶନ କରୁଛନ୍ତି
ଓଡ଼ିଶା: ଆଜିର ଫଟୋ ( ୨୫ ଜୁଲାଇ , ୨୦୨୫ )
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁକ୍ରବାର ଭୁବନେଶ୍ୱର ଲୋକସେବା ଭବନରେ ଓଡିଶା ଟେକ୍ସଟ ୨୦୨୫ ର ଉଦ୍ଘାଟନ କରିଛନ୍ତି ଓଡିଶା ସାହିତ୍ୟ ଏକାଡେମି ଶୁକ୍ରବାର ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ୬୮ତମ ସ୍ୱର୍ଣ୍ଣକେତ୍ର ଦିବସ ପାଳନ କରିଛି
ଓଡ଼ିଶା: ଆଜିର ଫଟୋ ( ୨୪ ଜୁଲାଇ , ୨୦୨୫ )
ରବିନ୍ଦ୍ର ମଣ୍ଡପରେ ଗୃହ ନଗର ଉନ୍ନୟନ ସଂସ୍କୃତିକ ପରିଷଦର ୪୧ତମ ବାର୍ଷିକ ଉତ୍ସବରେ ମଙ୍ଗଳାଚରଣ ଓଡିଶୀ ନୃତ୍ୟ ପରିବେଷଣ । ଭୁବନେଶ୍ୱର ଜିଜିପି କଲୋନୀ ଛକରେ ରାକ୍ଷୀ ଦୋକାନ ଗରାଖମାନେ ଛିଡା ହୋଇ ରାକ୍ଷୀ ଦେଖୁଛନ୍ତି
ଓଡ଼ିଶା: ଆଜିର ଫଟୋ ( ୨୩ ଜୁଲାଇ, ୨୦୨୫ )
କଟକ କୁମ୍ଭାର ସାହିରେ ପାର୍ବଣ ଋତୁ ଉପଲକ୍ଷେ, କାରିଗରମାନେ ଖୁଦୁରୁକୁଣୀ ଓ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରୁଛନ୍ତି ଭୁବନେଶ୍ୱର ରସୁଲଗଡ଼ ଛକରେ ବର୍ଷା ପରେ ପ୍ରବଳ ଟ୍ରାଫିକ୍ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅଭୟ...
ଓଡ଼ିଶା: ଆଜିର ଫଟୋ ( ୨୨ ଜୁଲାଇ, ୨୦୨୫ )
କଟକ ଚୌଧୁରୀ ବଜାର ନନ୍ଦୀ ସାହି ଅଂଚଳରେ ଖୋଲିଥିବା ରାଖୀ ଦୋକାନରେ ଗ୍ରାହକମାନେ ରାଖୀ ଦେଖୁଛନ୍ତି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ କଳାକାରଙ୍କ ଦ୍ୱାରା ପୂଜାରୀ ନାଟକ ପରିବେଷଣ କଟକ ଗଡଗଡିଆ ଘାଟରୁ...
ଓଡ଼ିଶା: ଆଜିର ଫଟୋ ( ୨୧ ଜୁଲାଇ , ୨୦୨୫ )
ସୋମବାର ସନ୍ଧ୍ୟାରେ ରସୁଲଗଡ଼ ଫ୍ଲାଏଓଭରରୁ ମନୋରମ ସୂର୍ଯ୍ୟାସ୍ତ ଦୃଶ୍ୟ
ଓଡ଼ିଶା: ଆଜିର ଫଟୋ ( ୨୦ ଜୁଲାଇ , ୨୦୨୫ )
ଶୈବପୀଠରେ ଜଳ ଲାଗି ନେଇ ଯିବା ପାଇଁ ରବିବାର ଗଡ଼ଗଡ଼ିଆ ଘାଟ ମହାନଦୀ ତଟ ଠାରେ କାଉଡିଆଙ୍କ ପ୍ରବଳ ଗହଳି
ଓଡ଼ିଶା: ଆଜିର ଫଟୋ ( ୧୯ ଜୁଲାଇ, ୨୦୨୫ )
ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶୀ ନୃତ୍ୟ ମହୋତ୍ସବ
ଓଡ଼ିଶା: ଆଜିର ଫଟୋ (୧୭ ଜୁଲାଇ , ୨୦୨୫)
ଭୁବନେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ କଟକରେ ଓଡିଶା ବନ୍ଦର ପ୍ରଭାବ ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅମର ଆତ୍ମାର ସଦଗତି କାମନା କରି ରେଭନଶା ବିଶ୍ୱବିଦ୍ୟାଳୟ ପରିସରରେ କ୍ୟାଣ୍ଡେଲ ଶୋଭାଯାତ୍ରା ପୁରୀ ସହରରେ ଓଡିଶା ବନ୍ଦର ପ୍ରଭାବ...
ଓଡ଼ିଶା: ଆଜିର ଫଟୋ ( ୧୬ ଜୁଲାଇ, ୨୦୨୫ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ତ୍ରିଧାରା ପକ୍ଷରୁ ୩୯ତମ ଶ୍ରଦ୍ଧାଞ୍ଜଳି ସମାରୋହ ଭୁବନେଶ୍ୱର ଲୋକସେବା ଭବନ ନିକଟରେ ପ୍ରତିବାଦ କରୁଥିବା ବିଜେଡି କର୍ମୀଙ୍କ ଉପରେ ପୋଲିସର ପାଣି ପ୍ରୟୋଗ
ଓଡ଼ିଶା: ଆଜିର ଫଟୋ ( ୧୫ ଜୁଲାଇ, ୨୦୨୫ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସଙ୍କ ୩୯ତମ ପୂଣ୍ୟତିଥୀ ଅବସରରେ ଶ୍ରଦ୍ଧାଞ୍ଜଳି ସମାରୋହରେ ଆୟୋଜିତ ଓଡିଶୀ ନୃତ୍ୟ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବକୁ ମହାମହିମ ରାଷ୍ଟ୍ରପତିଙ୍କ ଯିବା ସମୟରେ ରାସ୍ତା ପାର୍ଶ୍ୱରେ ରାଷ୍ଟ୍ରପତିଙ୍କୁ...
Archives


