କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପ୍ରାଚୀର ରଙ୍ଗତୂଳୀରେ ଚିତ୍ରିତ କରୁଛନ୍ତି ଶିଳ୍ପୀ କଟକ ଗୌରୀଶଙ୍କର ପାର୍କ ରାସ୍ତାରେ କୃତ୍ରିମ ଫୁଲ ସଜେଇ ରଖିଛନ୍ତି ବ୍ୟବସାୟୀ…
୯ ମାସ ପରେ ବିଦ୍ୟାଳୟ ଖୋଲିବା ପରେ ଛାତ୍ରୀମାନେ ଭୁବନେଶ୍ୱରର ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରବେଶ କରୁଛନ୍ତି ଭୁବନେଶ୍ୱରରେ ସିନେମା ହଲ ଖୋଲିବା ପରେ ଦର୍ଶକମାନେ…
ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବା ପରେ ଭକ୍ତମାନେ କଟକ ସ୍ଥିତ ମା କଟକଚଣ୍ଡୀ ଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି କଟକସ୍ଥିତ ଚାନ୍ଦିନୀଚୋୖକ ଅଞ୍ଚଳରେ ଶ୍ରୀ ଜଗନ୍ନାଥ ମନ୍ଦିର…
ସର୍ବସାଧାରଣଙ୍କ ପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲାଯିବା ପରେ ଭକ୍ତମାନେ ଦର୍ଶନ କରିବାକୁ ଯାଉଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଚାଲିଛି ବିଶୋଧନ କାର୍ଯ୍ୟ ଭୁବନେଶ୍ୱର ରସୁଲଗଡ ଛକରେ ବେଲୁନ…
ବିଏମ୍ସି ପକ୍ଷରୁ ଭୁବନେଶ୍ୱରରେ ଉଠାଦୋକାନ ଉଚ୍ଛେଦ କରାଯାଉଛି ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ଥିବା ଔଷଧ ଦୋକାନ ଉଚ୍ଛେଦ କରାଯାଉଛି
ସିଆରପି ରେ ଆଦିବାସୀ କଳା ଏବଂ ହସ୍ତଶିଳ୍ପ ସଂଗ୍ରହାଳୟର ଲୋକମାନେ ବୁଲି ଦେଖୁ ଥିବାର ଦୃଶ୍ୟ | କଟକର ନରାଜ ନିକଟସ୍ଥ ମହାନଦୀରେ ବହୁ ସଂଖ୍ୟାରେ ବତକ…
ଭୁବନେଶ୍ୱରର ରାମ ମନ୍ଦିର ଖୋଲା ହେବା ପରେ ଭକ୍ତମାନେ ଦର୍ଶନ କରୁଛନ୍ତି ଭୁବନେଶ୍ୱରର ଏକ ରାସ୍ତା କଡ଼ରେ ଲୋକମାନେ ହେଲମେଟ କିଣିବା ପାଇଁ ଲମ୍ବା ଲାଇନ କରିଛନ୍ତି…
କଟକ ସିଟି ହସ୍ପିଟାଲ ପ୍ରାଚୀରକୁ ରଙ୍ଗତୂଳୀରେ ଚିତ୍ରିତ କରୁଛନ୍ତି ଶିଳ୍ପୀ ଭୁବନେଶ୍ୱର କଳ୍ପନା ଛକରେ ଡବଲ ହେଲମେଟ୍ ଚେକିଂ କଟକ ଯୋବ୍ରା ଆନିକଟସ୍ଥିତ ମହାନଦୀ ଜଳରାଶିରେ…
ନୂତନ ବର୍ଷର ପ୍ରଥମ ଦିନରେ ଖଣ୍ଡଗିରି ଏବଂ ଉଦୟଗିରି ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ପର୍ଯ୍ୟଟକମାନେ ନୂତନ ବର୍ଷ ଉପଲକ୍ଷେ ପାତାଲେଶ୍ୱର ମନ୍ଦିରରେ ମାଙ୍କ ଫୁଲ ବେଶ…
ଭୁବନେଶ୍ୱରର ଧଉଳି ନିକଟରେ ଏକ ଦମ୍ପତି ଖଜୁରୀ ପତ୍ର ବୁଣୁଛନ୍ତି ରାଜ୍ୟ ସରକାର ସିନେମା ହଲ ଖୋଲିବା ନେଇ ଅନୁମତି ଦେବା ପରେ ଏକ ସିନେମା ହଲ୍…