ହୋଲି ଉପଲକ୍ଷେ ଭୁବନେଶ୍ୱରର ୟୁନିଟ-୧ ହାଟରେ ରଙ୍ଗ ଦୋକାନ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ୧୪ତମ ରାଜ୍ୟସ୍ତରୀୟ କଳିଙ୍ଗ ହରବାଲ ଫେୟାର
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗ (ମହିଳା)ରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୩-୦ ଗୋଲରେ ଜିତିଲା ଭାରତ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଏଫଆଇଏଚ ପ୍ରୋ ଲିଗ (ମହିଳା)ରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ କଟକ କାଠଗଡ଼ା ସାହିରେ ଚାଲିଛି ପଞ୍ଚୁ ଦୋଳ…
ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ ଭୁବନେଶ୍ୱର ୟୁନିଟ୍- ୩ର ଏକ ପ୍ରାଚୀରରେ ସଚେତନତାଧର୍ମୀ ଚିତ୍ରାଙ୍କନରେ ନିମଗ୍ନ ଶିଳ୍ପୀ ଭୁବନେଶ୍ୱର ଏଜି ଛକରେ ସଡକ ସୁରକ୍ଷା…
ରାଜଧାନୀରେ ପ୍ରବଳ ଖରାରେ ଯୁବତୀମାନେ ମୁଣ୍ଡରେ ଓଢଣୀ ପକାଇ ରାସ୍ତାରେ ଯାଉଛନ୍ତି ଭୁବନେଶ୍ୱର ସ୍ଥିତ ସିପି ଅଫିସ ସମ୍ମୁଖରେ ପତ୍ରଝଡା ଦେଇଥିବା ଗଛ ଭୁବନେଶ୍ୱର କୋର୍ଟ ସମ୍ମୁଖରେ…
କଟକ ଛତ୍ରବଜାରରୁ ମାଲ୍ଗୋଦାମକୁ ସଂଯୋଗ କରୁଥିବା ପୋଲର ଗାର୍ଡ ୱାଲ ଭୁଶୁଡ଼ି ପଡିଛି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି ଶାନ୍ତି…
ଅନ୍ତର୍ଜାତୀୟ ମହିଳା ଦିବସରେ ଭୁବନେଶ୍ୱରରେ ଏବିଭିପି ପକ୍ଷରୁ ଆୟୋଜିତ ମିନି ମାରାଥନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଧରିତ୍ରୀ ଏବଂ ଓଡିଶାପୋଷ୍ଟ କର୍ମଚାରୀଙ୍କ ଗହଣରେ…
ଜାତୀୟ ମହିଳା ଦିବସ ଅବସରରେ ବାଲୁକା ଶିଳ୍ପୀ ସୁବଳ ମହାରଣା ରବୀନ୍ଦ୍ର ମଣ୍ଡପ ସମୁଖରେ ବାଲୁକାକଳା ପ୍ରଦର୍ଶନ କରୁଛନ୍ତି ୟୁକ୍ରେନ ରୁ ଫେରିଥିବା ୭୭ଜଣ ଡାକ୍ତରୀ ଛାତ୍ରୀ…
ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଦୟା ନଦୀରେ ଜଣେ ବ୍ୟକ୍ତି ଖେପାଜାଲ ପକାଉଛନ୍ତି ଫରେଷ୍ଟ ପାର୍କ ରେ ଏକ ଛୋଟ ଶିଶୁ ବଲ ଖେଳୁଥିବାର ଦୃଶ୍ୟ
ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ କଟକରେ ସ୍କୁଲ…