ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୮, ୨୦୨୨)

ଅନ୍ତର୍ଜାତୀୟ ମହିଳା ଦିବସରେ ଭୁବନେଶ୍ୱରରେ ଏବିଭିପି ପକ୍ଷରୁ ଆୟୋଜିତ ମିନି ମାରାଥନ

 

ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଧରିତ୍ରୀ ଏବଂ ଓଡିଶାପୋଷ୍ଟ କର୍ମଚାରୀଙ୍କ ଗହଣରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଆଦ୍ୟାଶା ସତପଥୀ ଓ ସମ୍ପାଦକ ତଥାଗତ ସତପଥୀ

ଭୁବନେଶ୍ୱର ଜନତା ମଇଦାନରେ ଚତୁର୍ଦ୍ଦଶ କଳିଙ୍ଗ ହର୍ବଲ ମେଳା -୨୦୨୨ ଉଦଘାଟିତ