ମାର୍ଚ୍ଚ ୮ରୁ ପୋଲିସ ଏସ୍ଆଇ ପରୀକ୍ଷା:୧ରୁ ୱେବ୍ସାଇଟ୍ରେ ମିଳିବ ଆଡ୍ମିଟ୍ କାର୍ଡ
କଟକ,୨୬।୨(କାର୍ତ୍ତିକ ସାହୁ)- ଓଡ଼ିଶା ପୋଲିସ ରିକ୍ରୁଟ୍ମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ପୋଲିସ ଏସ୍ଆଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୮ ଓ ୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ଜିଲାରେ ପୋଲିସ ଏସ୍ଆଇ ଓ ତତୁଲ୍ୟ ପଦବୀ…
କୁଜଙ୍ଗ ଥାନା IIC ତପନ କୁମାର ନାହାକ ଗିରଫ: ପ୍ରତାରଣା ଅଭିଯୋଗ ଆଣିଛନ୍ତି ମହିଳା ହୋମଗାର୍ଡ
ଜଗତସିଂହପୁର,୨୬ା୨: ବୁଧବାର କୁଜଙ୍ଗ ଥାନାର ପୂର୍ବତନ ଇନସପେକ୍ଟର-ଇନଚାର୍ଜ (ଆଇଆଇସି) ତପନ ନାହାକଙ୍କୁ ଅସଦାଚରଣ ଏବଂ ସରକାରୀ ପଦବୀର ଅପବ୍ୟବହାର ଅଭିଯୋଗ ପରେ ନିଲମ୍ବନ କରାଯାଇଛି।ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳା ହୋମଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ତପନ…
‘ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସରକାର’
ଭୁବନେଶ୍ୱର,୨୬ା୨: ହରିଜନ ଆଦିବାସୀ କେତେ ସୁରକ୍ଷିତ ତାହା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଘଟଣାରୁ ସ୍ପଷ୍ଟ। ସାମାଜିକ ବିଧି ବ୍ୟବସ୍ଥା କେତେ ନିମ୍ନଗାମୀ ହେଉଛି ତାହା ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରୁ ଜଣାପଡ଼ୁଛି। ଆଦିବାସୀଙ୍କ ପାଇଁ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି…
ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଗୁମ୍ଫା ଟ୍ରେକ୍ ପ୍ୟାକେଜ୍ ଆରମ୍ଭ
ସମ୍ବଲପୁର,୨୬।୨: ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର କର୍ତ୍ତୃପକ୍ଷ ପର୍ଯ୍ୟଟକମାନଙ୍କ ପାଇଁ ଭୀମମଣ୍ଡଳୀରେ ଏକ ଗୁମ୍ଫା ଟ୍ରେକ୍ ପ୍ୟାକେଜ୍ ଆରମ୍ଭ କରିଛନ୍ତି। ଭୀମମଣ୍ଡଳୀ ହେଉଛି ପ୍ରାଚୀନ ପଥର ଖୋଦିତ ଏବଂ ଚିତ୍ରକଳା ସହିତ ଘନ ଜଙ୍ଗଲରେ ଆଚ୍ଛାଦିତ। ଏଠାରେ ଚାରୋଟିରୁ…
ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ: ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର,୨୬।୨(ସୁନୀଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାରେ ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଦେଓଗାଁ ଥାନା ମହଲେଇ ଗାଁର ସୁଶାନ୍ତ ବିଶ୍ବାଳ । ସୁଶାନ୍ତଙ୍କୁ କଳାହାଣ୍ଡି ଜିଲାର ମୋହନଗିରିରୁ ଦେଓଗାଁ ପୋଲିସ…
ହାଇଭୋଲ୍ଟେଜ୍ ବିଦ୍ୟୁତ୍ ଟାଓ୍ବାରରେ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ, ପ୍ରଶାସନକୁ କଲେ ନାକେଦମ୍
ବଲାଙ୍ଗୀର,୨୬ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅର୍ନ୍ତଗତ ଖମାରମୁଣ୍ଡା ଗାଁ ନିକଟ ଏକ ହାଇଭୋଲ୍ଟେଜ୍ ବିଦ୍ୟୁତ୍ ଟାଓ୍ବାର ଉପରକୁ ଗାଁର ସିଦ୍ଧେଶ୍ୱର ଭୋଇ (୩୨) ସକାଳ ୮ ରେ ଚଢ଼ି ଯାଇଥିଲେ। ଗାଁ ଲୋକେ ପୋଲିସକୁ ଖବର ଦେବା ପରେ…
ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ନନା
ଭୁବନେଶ୍ୱର,୨୬ା୨: ପବିତ୍ର ମହାକୁମ୍ଭରେ ବୁଡ଼ ପକାଇଲେ ଭାଜପା ଏମ୍ପି ପ୍ରତାପ ଷଡଙ୍ଗୀ । ତ୍ରିବେଣୀ ସଙ୍ଗମରେ ପୂଜାର୍ଚ୍ଚନା କରି ବୁଡ଼ ପକାଇଲେ ନନା। ବୁଧବାର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ସେ…
ଛିଣ୍ଡୁନି ଭାଜପା ରାଜ୍ୟ ସଭାପତି ଅଙ୍କ: ରେସରେ ମନମୋହନଙ୍କ ସହ ରହିଛି ଏହିମାନଙ୍କ ନାମ
ଭୁବନେଶ୍ୱର,୨୬।୨: ଛିଣ୍ଡୁନି ଭାଜପା ରାଜ୍ୟ ସଭାପତି ଅଙ୍କ। ଭାଜପା ରାଜ୍ୟ ସଭାପତି ଚୟନରେ କାହିଁକି ହେଉଛି ବିଳମ୍ବ। ପୁଣି ମନମୋହନଙ୍କ ଉପରେ ଆସ୍ଥାପ୍ରକଟ କରିବ କି ଭାଜପା। ପଦ୍ମ ଘୁଞ୍ଚିଘୁଞ୍ଚି ଗଲାପରି ଭାଜପା ସଭାପତି ନା ଘୋଷଣାରେ ବିଳମ୍ବ ହେଉଛି। ବିଜେପିର କେନ୍ଦ୍ରୀୟ…
କେଭି ସିଂହଦେଓଙ୍କ ଘରେBJPର ଗୁରୁତ୍ୱପୂର୍ଣ୍ଣ ବୈଠକ: କାମ ଦେବ ନାହିଁ କୌଣସି ଲବି
ଭୁବନେଶ୍ୱର,୨୬।୨: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଘରେBJPର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଥିବା ବେଳେ ଭାଜପା ରାଜ୍ୟ ସଭାପତି ମନମୋହନ ମଧ୍ୟ ଉପସ୍ଥିତ ଥିଲେ। ଏହା ସହ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ…
ମହାଶିବରାତ୍ରୀରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆରଡି ପୀଠକୁ ୧୦କୋଟି ଟଙ୍କା
ଭଦ୍ରକ,୨୬।୨: ଆରଡ଼ି ପୀଠ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମହାଶିବରାତ୍ରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ୧୦ କୋଟି ଘୋଷଣା କରିଛନ୍ତି। ଭଦ୍ରକ ଆଖଣ୍ଡଳମଣି ପୀଠ ଉନ୍ନତିକରଣ ପାଇଁ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା…
KIIT: କିଟ୍ରେ ପ୍ଲେସମେଣ୍ଟ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ପୂର୍ବତନ ଛାତ୍ରୀ
ଭୁବନେଶ୍ୱର,୨୬।୨(ସତ୍ୟଜିତ୍ ରାଉତ)- କିଟ୍ ବିଶ୍ୱ ବିଦ୍ୟାଳୟକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ। ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସୁଥିବା ବେଳେ ଏହାକୁ ନେଇ ନାନା ଚର୍ଚ୍ଚା ସୃଷ୍ଟି ହେଉଛି। ଏଭଳିସ୍ଥିତିରେ କିଟ୍ ବିରୋଧରେ ଆଉ…
ମହାଶିବରାତ୍ରି ପାଇଁ ଲିଙ୍ଗରାଜରେ ପ୍ରବଳ ଭିଡ଼, ଦଳାଚକଟାରେ ୨ ମହିଳା ଭକ୍ତ ଆହତ
ଭୁବନେଶ୍ୱର,୨୬।୨: ଆଜି ଜାଗର। ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ। ଓମ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ଶିବାଳୟ। ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ। ପବିତ୍ର ମହା ଶିବରାତ୍ରି ପାଇଁ ଉତ୍ସବ ମୁଖର ଲିଙ୍ଗରାଜ ମନ୍ଦିର। ଶ୍ରୀଲିଙ୍ଗରାଜଙ୍କ ପୀଠରେ…
Archives


