ରାଜ୍ୟ

Subhadra Scheme: ସୁଭଦ୍ରା ନିୟମରେ ହେଲା ବଡ଼ ପରିବର୍ତ୍ତନ! ବଡ଼ ଅପଡେଟ୍‌ ଦେଲେ ସରକାର

ଭୁବନେଶ୍ୱର,୫।୩: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ୩ ଦିନରେ ଦୁଇ ଦୁଇ ଥର ମିଳିବ ଟଙ୍କା । ଡବଲ କିସ୍ତି ପାଇବେ ହିତାଧିକାରୀ । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୬…

ଶଙ୍ଖଭବନରେ ଗର୍ଜିଲେ ନବୀନ, ମୋହନଙ୍କୁ ସିଧା ଶୁଣାଇଦେଲେ…

ଭୁବନେଶ୍ୱର,୫।୩: ବିଜୁ ଜୟନ୍ତୀ ପାଳନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ। ଶଙ୍ଖଭବନରେ ମୋହନ ସରକାରଙ୍କ ଉପରେ ଗର୍ଜନ କରିଛନ୍ତି ବିଜେଡି ସୁପ୍ରିମୋ। ସେ କହିଛନ୍ତି, ବିଜୁ କ୍ରୀଡା ପୁରସ୍କାର ନାଁ ପରିବର୍ତ୍ତନ ନେଇ ଉଦ୍ୟମ ହୋଇଥିଲା। ବିମାନ ବନ୍ଦର…

ବିଜୁ ପଟ୍ଟନାୟକଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ ଏମିତି କଥା

ଭୁବନେଶ୍ୱର,୫।୩: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଆଜି ରାଜ୍ୟରେ ପାଳନ କରାଯାଉଛି। ଏହି ଅବସରରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ୍‌ ଯୋଗେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି…

ଧରିତ୍ରୀ ପ୍ରଭାବ: ପ୍ରଭାବିତ ଫସଲ ବୁଲି ଦେଖିଲେ କୃଷି ବିଭାଗ ଟିମ୍

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଧାନ ଫସଲରେ ରୋଗପୋକ ଉପଦ୍ରବ ହୋଇଛି। ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ସମେତ ବିଭିନ୍ନ ଗ୍ରାମର ଧାନ ଫସଲେ କାଣ୍ଡବିନ୍ଧା ପୋକ (ଗଣ୍ଠିପୋକ) ବ୍ୟାପି ବସିଛନ୍ତି। କୀଟନାଶକ ପ୍ରୟୋଗ ସତ୍ତ୍ବେ କିଛି ସୁଫଳ ମିଳୁ ନଥିବା…

ଶେଷରେ ମିଳିଲା ବିଜୁବାବୁଙ୍କ ଭଙ୍ଗା ପ୍ରତିମୂର୍ତ୍ତି: ମୁଣ୍ଡଜୋଡିଲେ ବିଜୁପ୍ରେମୀ

ନିଶ୍ଚିନ୍ତକୋଇଲି, ୫।୩(ଅଶୋକ କୁମାର ମହାପାତ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପୂର୍ବରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ଭିତରେ କଟକ ଜିଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଉମର ପଞ୍ଚାୟତ ହନୁମାନ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରୁ କୌଣସି ଦୁର୍ବୃତ୍ତ ମଙ୍ଗଳବାର…

କଥାକଟା କଟିହେଲେ ମେୟର-ବିଧାୟକ: ୪ ବର୍ଷରେ ଯାହା…

ଭୁବନେଶ୍ୱର,୫।୩: ଭାଜପା ଦେଉଥିବା ସୁଭଦ୍ରା ଯୋଜନାକୁ କଟାକ୍ଷ କଲେ ମେୟର ସୁଲୋଚନା ଦାସ। ତେବେ ମେୟରଙ୍କ ବୟାନର ଉତ୍ତର ରଖିଛନ୍ତି ବିଧାୟକ ବାବୁ ସିଂ। ସେ କହିଛନ୍ତି, ୨୪ ବର୍ଷରେ ଯାହା କରି ନ ଥିଲେ ତାହା ଆମେ କରିଛୁ। ଭୋଟ…

ସୁଭଦ୍ରା ଯୋଜନାକୁ କଟାକ୍ଷ କଲେ ମେୟର କହିଲେ….

ଭୁବନେଶ୍ୱର,୫।୩: ଭାଜପା ଦେଉଥିବା ସୁଭଦ୍ରା ଯୋଜନାକୁ କଟାକ୍ଷ କଲେ ମେୟର ସୁଲୋଚନା ଦାସ। ସେ କହିଛନ୍ତି , ୫ ହଜାରରେ ମହିଳା କିଭଳି ସଶକ୍ତ ହେବ। ଏବେ ସୁଦ୍ଧା କେତେ ମହିଳା ସଶକ୍ତ ହୋଇଛନ୍ତି ବୋଲି ମେୟର ପ୍ରଶ୍ନ କରିଛନ୍ତି। ବିଜେଡି…

ପୁଣି ଲଜ୍ଜ୍ୟା: ନାବାଳିକାଙ୍କୁ ଗର୍ଭବତୀ କଲେ ନାବାଳକ, ଚାରିଆଡେ ଚର୍ଚ୍ଚା…

ଭଦ୍ରକ,୫।୩(କାଳୀପଦ ରାୟ): ନାବାଳିକାଙ୍କୁ ଗର୍ଭବତୀ ଅଭିଯୋଗରେ ନାବାଳକ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ନୟାକଣୀଡ଼ିହି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଭଲପାଇ ଶାରୀରିକ ସମ୍ପର୍କ ରଖିଥିଲେ ସେହି ଗ୍ରାମରେ ଜଣେ ନାବାଳକ। ନାବାଳିକା ଜଣଙ୍କ ଆଠ ମାସର ଗର୍ଭବତୀ ଥିବାର ଜଣାପଡିଛି। ଏନେଇ…

ଜୟନ୍ତୀ ପୂର୍ବରୁ ବିଜୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ ଭାଙ୍ଗି ନେଲେ

ନିଶ୍ଚିନ୍ତକୋଇଲି, ୫।୩(ଅଶୋକ କୁମାର ମହାପାତ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପୂର୍ବରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏଭଳିସ୍ଥିତିରେ କଟକ ଜିଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଉମର ପଞ୍ଚାୟତ ହନୁମାନ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରୁ କୌଣସି ଦୁର୍ବୃତ୍ତ…

ପଞ୍ଚାୟତିରାଜ ଦିବସ: ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର,୫ା୩(ସୁନିତ୍‌ ମିଶ୍ର):ବିଜୁବାବୁଙ୍କ ଜୟନ୍ତୀ ଅର୍ଥାତ୍‌ ମାର୍ଚ୍ଚ ୫କୁ ପ୍ରତ୍ୟେକ ବର୍ଷ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିଆସୁଥିଲେ। ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଶାସନରୁ ହଟଛି। ପ୍ରଥମ ଥର ଲାଗି ଭାଜପା କ୍ଷମତାକୁ ଆସିବା ପରେ…

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ

ନୂଆପଡ଼ା,୫।୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ୧୧ ଜଣ ୱାର୍ଡମେମ୍ବର ଫେବୃଆରୀ ୧ରେ ସରପଞ୍ଚ ବିଜୟ ଲକ୍ଷ୍ମୀ ବରାଳ ବିଭିନ୍ନ ଦୁର୍ନୀତିରେ ଲିପ୍ତଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ…

ଆଜି ଖୋଲାରହିବ ସ୍କୁଲ, କଲେଜ

ଭୁବନେଶ୍ୱର,୫।୩(ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତବର୍ଷ ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ପୂର୍ବରୁ ମାର୍ଚ୍ଚ ୫ରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ରହୁଥିଲା। ତେବେ ଏବର୍ଷ ମାର୍ଚ୍ଚ ୫ ବୁଧବାର ଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri