ରାଜ୍ୟ

ବଡ଼ଖବର: ବଦଳିଲା କ୍ୟାବିନେଟ ଢ଼ାଞ୍ଚା, ସଚିବଙ୍କ କ୍ଷମତା ସଙ୍କୁଚିତ 

ଭୁବନେଶ୍ୱର,୨୦।୫: ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ ଢ଼ାଞ୍ଚା। କ୍ୟାବିନେଟ ବୈଠକରେ ସଚିବଙ୍କ କ୍ଷମତା ସଙ୍କୁଚିତ  କରାଯାଇଛି। ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏ ନେଇ  ସବୁ ବିଭାଗକ…

ସାମ୍ନାକୁ ଆସିଲା ଜ୍ୟୋତି, ପ୍ରିୟଙ୍କାଙ୍କ ପୁରୀ ହୋଟେଲର ଭିଡିଓ: କରୁଥିଲେ…

ପୁରୀ,୨୦।୫:ପୁରୀ ବୁଲିବାକୁ ଆସିଥିବା ସମୟରେ ଏକ ହୋଟେଲ୍‌ରେ ରହୁଥିଲେ ପକ୍‌-ସ୍ପାଏ ଜ୍ୟୋତି ମାଲହୋତ୍ରା। ଏବେ ସାମ୍ନାକୁ ଆସିଲା ଭିଡିଓ। ହୋଟେଲରେ କଣ କରୁଥିଲେ ଜ୍ୟୋତି ତାହା ମଧ୍ୟ ଦେଖିବାକୁ ମିଳିଛି। ଜ୍ୟୋତି ଓ ପ୍ରୟଙ୍କା ଏକ ହୋଟେଲ୍‌ରେ ରହିଥିଲେ। ହୋଟେଲ୍‌ରେ ଶୋଇ…

ପ୍ରିୟଙ୍କାକୁ ନେଇ ଏମିତି ବଡ଼ କଥା କହିଲେ ପୁରୀ ଏସ୍‌ପି: ଏବେ ପୂରା …

ପୁରୀ,୨୦।୫: ପାକ୍‌ ସ୍ପାଏ ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ସହ ପୁରୀର ପ୍ରିୟଙ୍କା ସେନାପତିଙ୍କ ଲିଙ୍କ ପ୍ରସଙ୍ଗକୁ ନେଇ ବଡ଼ ଖବର ଦେଇଛନ୍ତି ପୁରୀ ଏସ୍‌ପି।ପୁରୀ ଏସ୍‌ପି କହିଛନ୍ତି, ତଦନ୍ତରେ ପ୍ରିୟଙ୍କା ପୂରା ସହଯୋଗ କରୁଛନ୍ତି।ଆମେ ଏଯାବତ କୌଣସି ସିଦ୍ଧାନ୍ତରେ ପହଞ୍ଚି ସାରିନୁ,…

୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌: ଖଣିଜ ପାଣ୍ଠିର କରିବେ ସମୀକ୍ଷା

ଭୁବନେଶ୍ୱର,୨୦।୫: ପିଏମ୍‌ ଅର୍ଥନୈତିକ ପରାମର୍ଶଦାତା ପରିଷଦର ୨ ଜଣିଆ ଟିମ୍‌ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୨ ଜଣିଆ କେନ୍ଦ୍ରୀୟ ଟିମ୍‌ ମଙ୍ଗଳବାରଠାରୁ ୨୩ ତାରିଖ ଯାଏ କେନ୍ଦୁଝର ଜିଲା ଗସ୍ତରେ ଯିବେ। କେନ୍ଦ୍ରୀୟ ଟିମ୍‌ କେନ୍ଦୁଝର ଜିଲା ଖଣିଜ…

ଏହିଦିନ ଆସିବ ଯୁକ୍ତ ୨ ରେଜଲ୍ଟ, ବଢିଲା +୩ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର,୨୦।୫: ଯୁକ୍ତ ୩ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ମେ’ ୨୦ ଥିବା ବେଳେ ଏହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଛାତୀଛାତ୍ର। କାରଣ ଏବେ ପର୍ଯ୍ୟନ୍ତ +୨ ପରୀକ୍ଷା ଦେଇଥିବା ପିଲାମାନଙ୍କର ଫଳାଫଳ ପ୍ରକାଶ ପାଇ ନାହିଁ। ତେବେ ସ୍କୁଲ…

୨୩ରୁ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଯୋଗଦେବେ ୧୦ ଦେଶ, ୨୨ ରାଜ୍ୟର ବ୍ୟବସାୟୀ

ଭୁବନେଶ୍ୱର,୨୦ା୫(ଅନୁରାଧା ମହାରଣା): ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆସନ୍ତା ୨୩ ତାରିଖରୁ ୧୧ତମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୫ ଆରମ୍ଭ ହେବ। ଜୁନ୍‌ ୨ ଯାଏ ଏହି ମେଳା ଚାଲିବ। ରେଡକ୍ରସ୍‌ ଭବନରେ…

ଏଥିର ଜଳଖିଆରେ ରହିବ ‘ପାଳୁଅ ଲଡୁ’: ସରକାରୀ ଅଧିକାରୀଙ୍କୁ କଡ଼ାକଡ଼ି ନିର୍ଦ୍ଦେଶ

ଭଦ୍ରକ/ଭୁବନେଶ୍ୱର,୨୦।୫(ସନାତନ ରାଉତ/ରବି ନାରାୟଣ ଜେନା): ଭଦ୍ରକ ଜିଲାରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଓ ବୈଠକରେ ବଣ୍ଟନ କରାଯାଉଥିବା ଜଳଖିଆରେ ରହିବ ‘ପାଳୁଅ ଲଡୁ’। ଏନେଇ ଜିଲାପାଳ ଦିଲୀପ ରାଉତରାଏ ସୋମବାର ଜିଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରୁ…

ଆମ୍ବ ତୋଟାରେ ବୃଦ୍ଧାଙ୍କୁ ଦଳିଦେଲା ହାତୀ

ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା କପିଳାସ ରେଞ୍ଜ ଆମ୍ବନାଳି ଗାଁ ନିକଟରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଆମ୍ବ ତୋଟାରେ ଜଣେ ବୃଦ୍ଧାଙ୍କୁ ଏକ ଦନ୍ତାହାତୀ ଦଳି ଦେଇଛି। ଫଳରେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ବନ ବିଭାଗ କର୍ମଚାରୀ…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଲୋକଙ୍କ ଆସ୍ଥା ବଢ଼ିଛି: ମୋହନ

ଭୁବନେଶ୍ୱର, ୧୯ା୫(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୧ତମ ପାଳି  ଶେଷହୋଇଛି। ଭୁବନେଶ୍ୱର ୟୁନିଟ୍‌-୨ସ୍ଥିତ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା, ଦୁଃଖ ଶୁଣିବା ସହ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍କାଳ…

କାଳ ବୈଶାଖୀକୁ ନେଇ ସତର୍କ ସୂଚନା ଜାରି କଲାପାଣିପାଗ ବିଭାଗ

ଭୁବନେଶ୍ୱର, ୨୦ା୫ (ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ୫ ଦିନ ଅର୍ଥାତ୍‌ ୨୩ ତାରିଖ ଯାଏ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି। ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ବାଇକ୍‌ ଆରୋହୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌: ପୋଡ଼ିଦେଲେ ବାଇକ୍‌

ଦଶପଲ୍ଲା,୨୦।୫: ନୟାଗଡ଼ ଜିଲା ଦଶପଲ୍ଲା-ଭଞ୍ଜନଗର ରାସ୍ତା ସାକେଣୀ ଗାଁରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଜଣେ ବାଇକ୍‌ ଆରୋହୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଲୁଟ କରିବା ସହ ବାଇକ୍‌ ପୋଡ଼ି ଫେରାର ହୋଇଯାଇଛି। ଏହି ଘଟଣା ଜିଲାରେ ଚାଞ୍ଚଲ୍ୟ…

ଦୀର୍ଘ ୩୦ ବର୍ଷ ପରେ ନୂଆ ଅଭିଯୋଗ ପ୍ରକୋଷ୍ଠ: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର,୧୯।୫: ଭୁବନେଶ୍ୱର ୟୁନିଟ-୨ ଠାରେ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ  ଅଭିଯୋଗ ଶୁଣିଛନ୍ତି। ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ପଦକ୍ଷେପ ନେଇଛନ୍ତି। ସୋମବାର  ୧ ହଜାର ଅଭିଯୋଗକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri