ଆତ୍ମସମର୍ପଣ କରିଥିବା ମାଓବାଦୀ ଦେଇଥିଲେ ବଡ଼ ତଥ୍ୟ, ଏବେ ଗନ୍ଧମାର୍ଦ୍ଦନରୁ ମିଳିଲା..
ବରଗଡ଼, ୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ପୋଲିସ ଵିପୁଳ ପରିମାଣରେ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ସେଥିରେ ଡିଟୋନେଟର, ଟିଫିନ, ଛତା, ପୋଷକ ଆଦି ଜବତ ହୋଇଛି। ମାଓବାଦୀମାନେ ସେଠାରେ ଏହି ସାମଗ୍ରୀ…
ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ: ଗାଡ଼ି ଭଙ୍ଗାରୁଜା
ଉଦଳା,୨।୬(ସନ୍ତୋଷ କୁମାର ବାଛିନି): ପୁଣି ମାତିଲେଣି ମାଫିଆ। ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ କରି ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସମ୍ମୁଖରେ। କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ବେଆଇନ ବାଲି ଚାଲାଣ…
ଖୁବଶୀଘ୍ର ନୂଆ ମଦ ନୀତି ଆଣିବେ ସରକାର
ଭୁବନେଶ୍ୱର,୨।୬: ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ନୂଆ ମଦ ନୀତି ରାଜ୍ୟରେ ଲାଗୁ ହେବ ବୋଲି…
ପ୍ରେସ୍ କାଉନସିଲ ନାଁ ବ୍ୟବହାର ଉପରେ ନିଷେଧାଦେଶ
କେନ୍ଦୁଝର,୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏକ ବୈଧାନିକ ସଂସ୍ଥା ହୋଇଥିବାରୁ କୌଣସି ଗଣମାଧ୍ୟମ ସଂସ୍ଥା ପ୍ରେସ୍ କାଉନସିଲ ନାମ ବ୍ୟବହାର କରିବା ଉପରେ ନିଷେଧାଦେଶ ରହିଛି। ଜିଲାରେ କୌଣସି…
ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ ବ୍ୟକ୍ତି, ୪ ଲକ୍ଷ ଟଙ୍କା ଝାମ୍ପିନେଲେ ଲୁଟେରା
ବଲାଙ୍ଗୀର,୨ା୬: ବଲାଙ୍ଗୀରର ପାଟଣାଗଡ଼ ଅଂଚଳରେ ଦିବାଲୋକରେ ଏକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ ସୋମବାର ରାମଜୀ ଛକ ନିକଟରେ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ସୂଚନା ଅନୁଯାୟୀ ବ୍ୟକ୍ତିଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ…
୫ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ,୨ା୬(ବିଦ୍ୟାଧର ସାହୁ): ଚଳିତ ମାସ ଆସନ୍ତା ୫ ତାରିଖରେ ଗଞ୍ଜାମ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରମ୍ଭାରେ ନିର୍ମିତ ହୋଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର…
ବିଜାଘାଟିରେ ଓଲଟିଲା ବସ୍, ଜୀବନ ବିକଳରେ କିଏ ଝରକା ପଟେ ତ କିଏ ଉପର ପଟେ…
ମାଲକାନଗିରି,୨ା୬(ଦୁର୍ଯ୍ୟୋଧନ ପାତ୍ର): ଜୟପୁର ମାଲକାନଗିରି ୩୨୬ ନଂ ଜାତୀୟ ରାଜପଥ ବିଜାଘାଟିରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ଛି ଯାତ୍ରୀବାହୀ ବସ୍। ବସ୍ଟି ହାଇଦ୍ରାବାଦରୁ ଭବାନୀପାଟଣା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୬ ଜଣ…
+୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି
ଭୁବନେଶ୍ୱର,୨।୬: ଛାତ୍ରୀଛାତ୍ରଙ୍କ ପାଇଁ ଉଚ୍ଚ ଶିକ୍ଷା ବିଭାଗ ସୋମବାର ଏକ ବଡ଼ ପଦକ୍ଷେପ ନେଇଛି। +୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି କରାଯାଇଛି। ଫଳରେ ଛାତ୍ରୀଛାତ୍ରମାନେ ଜୁନ ୪ ତାରିଖ ରାତି ୧୧ଟା ୪୫ ଯାଏ ଫର୍ମ ଦାଖଲ…
ସ୍ଥାନାନ୍ତର, ରିଲିଫ ଯୋଗାଣରେ ସୀମିତ ପରିଚାଳନା
କେନ୍ଦ୍ରାପଡ଼ା,୨ା୬ (ଜଗନ୍ନାଥ ଧଳ): ୧୯୯୯ ମହାବାତ୍ୟାକୁ ଇତିମଧ୍ୟରେ ୨୫ ବର୍ଷ ବିତିଛି। ପ୍ରତିବର୍ଷ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା କେନ୍ଦ୍ରାପଡ଼ା ଜିଲାବାସୀ ଏହି ମହାବାତ୍ୟାରେ ଧନଜୀବନ ହରାଇଛନ୍ତି। ଏହା ସତ୍ତ୍ୱେ ଏପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ପ୍ରଶାସକ…
ନନ୍ଦନକାନନରେ କମିଲା ବାଘ ସଂଖ୍ୟା: ଆଖି ବୁଜିଲା ରୂପା-କୃଷ୍ଣାଙ୍କ ଗର୍ଭରୁ ଜନ୍ମିତ ଧଳା ଶାବକ
ଭୁବନେଶ୍ୱର,୨ା୬: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ସନ୍ଧ୍ୟାରେ ଏକ ଧଳା ବାଘଛୁଆଙ୍କର ମୃତ୍ୟୁ ହୋଇଛି। ଗତ ବର୍ଷ ନଭେମ୍ବର ୨ରେ ମେଲାନିଷ୍ଟିକ ବାଘ କୃଷ୍ଣା ଏବଂ ଧଳା ବାଘ ରୂପାଙ୍କ ଗର୍ଭରେ ଜନ୍ମ ହୋଇଥିବା ତିନୋଟି ମଧ୍ୟରୁ ଏହି ଛୁଆଟି ଗୋଟିଏ।…
ସାପ୍ତାହିକ ହାଟର ଶୁଭାରମ୍ଭ କଲେ ଏନ୍ଏସି ଅଧ୍ୟକ୍ଷା, ଏମ୍ପି-ବିଧାୟକ ଅଲୋଡ଼ା ହେବା ନେଇ ଜୋର୍ ଧରିଛି ରାଜନୀତି
ଗଞ୍ଜାମ,୨ା୬(ବିଦ୍ୟାଧର ସାହୁ): ଶନିବାର ସାପ୍ତାହିକ ହାଟର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଏନ୍ଏସି ଅଧକ୍ଷା ଏହାର ଶୁଭାରମ୍ଭ କରିଥିଲେ। କିନ୍ତୁ ସ୍ଥାନୀୟ ବିଧାୟକ, ଏମ୍ପିଙ୍କୁ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଏବଂ ଫଳକରେ ନାମ ଥିବା ସହରରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନରୁ ଲୋକଙ୍କ…
ଲଣ୍ଡା ପାହାଡ଼ ପାଲଟିଲା ସବୁଜ ବନାନୀ, ବଢ଼ିଲାଣି କାଠଚୋରି
ଭଞ୍ଜନଗର,୨ା୬(ବାବୁଲା ପ୍ରଧାନ): ସରକାର ଜନସାଧାରଣଙ୍କ ହିତକୁ ଦେଖି ଯୋଜନା କରିଥାନ୍ତି। କିନ୍ତୁ ତଳସ୍ତରରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ଯୋଜନାର ସୁଫଳ ନିର୍ଭର କରୁଛି। କିଛି ଯୋଜନା ସଫଳ ହେଉଥିବା ବେଳେ ଆଉ କିଛି ଯୋଜନା ବିଫଳ ମଧ୍ୟ ହେଉଛି।…
Archives


