ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା,ଟମାଟୋ ମାଡ଼
ଭୁବନେଶ୍ୱର,୨୫ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ ବେଳେ କଂଗ୍ରେସ କର୍ମୀମାନେ ବୁଧବାର ଅଣ୍ଡା, ଟମାଟୋ ମାଡ଼ କରିଥିବା ଅଭିଯୋଗ ହୋଇଛି। ଫଳରେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି। ନାରୀ ନିର୍ଯାତନା ଅଭିଯୋଗ ଆଣିବା ସହ ଓଡ଼ିଆ…
ଜଙ୍ଗଲି ଛତୁ ଖାଇବା ପରେ ଗୋଟିଏ ପରିବାରର ୪ ଅସୁସ୍ଥ
ଆନନ୍ଦପୁର,୨୫ା୬(ସୁଶାନ୍ତ କୁମାର ସାହୁ): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ବାଲିଡାହି ଗାଁର ଗୋଟିଏ ପରିବାର ଜଙ୍ଗଲି ଛତୁ ଖାଇ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହେଇଛନ୍ତି। ଶନିବାର ଜଙ୍ଗଲରୁ ଆଣିଥିବା ଛତୁ ଖାଇବା ପରେ ପରିବାରର ୪…
କାର୍ ସହ ପିଟି ହେଲା ଆଉ ଏକ କାର୍, ରାସ୍ତା ମଝିରେ…
ଗଞ୍ଜାମ,୨୫ା୬: ଗଞ୍ଜାମ ଚମାଖଣ୍ଡି ଥାନା ଆଗରେ ବୁଧବାର ଗୋଟିଏ କାରକୁ ଆଉ ଗୋଟିଏ କାର୍ ଧକ୍କା ଦେବାରୁ ହୁତୁହୁତୁ ହୋଇ ଜଳିଗଲା। ଜଳି ଯାଇଥିବା ୨ଟି କାର୍ରୁ ୨ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ଏଣିକି ଆଉ ଦୌଡ଼ିବାକୁ ପଡ଼ିବନି ଆର୍ଆଇ ଅଫିସ, ଘରେ ବସି ଲୋକେ ପାଇବେ ରାଜସ୍ବ ସଂକ୍ରାନ୍ତ ସମସ୍ତ ସୁବିଧା
ଭୁବନେଶ୍ୱର,୨୫ା୬: ଏଣିକି ସୁବିଧା ହେବ ଜମିଜମା ପଞ୍ଜୀକରଣ। ଛୋଟମୋଟ କାମ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ଆର୍ଆଇ ଅଫିସ ବା ରାଜସ୍ବ କାର୍ଯ୍ୟାଳୟ। ମୋବାଇଲ ଆପରେ ମିଳିବ ସମସ୍ତ ରାଜସ୍ବ ସେବା ମିଳିଯିବ। ଏନେଇ ଇ-ରେଜିଷ୍ଟ୍ରେଶନ ଆପ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ…
ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ
ଭୋଗରାଇ,୨୫ା୬(ପ୍ରଦୀପ ଦାସ): ସରକାର ଚାଷୀଙ୍କଠାରୁ ଟାର୍ଗେଟ୍ ଅନୁଯାୟୀ ରବିଧାନ କିଣୁ ନ ଥିବାରୁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାଉଁଶଡିହା ସେବାସମବାୟ ସମିତିର ହଜାର ହଜାର ଧାନ ଚାଷୀ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ବାଉଁଶଡିହା ଛକରେ ସକାଳ ସାଢ଼େ…
ଗୋପାଳପୁର ଛାତ୍ରୀ ଗଣବଳାତ୍କାର ବିରୋଧରେ ଧାରଣା
ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମ୍ପାଟଣାରେ ବୁଧବାର ବିଜୁ ଯୁବ – ଛାତ୍ର ଜନତା ତରଫରୁ ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଛାତ୍ର ଆନ୍ଦୋଳନ ଗୋପାଳପୁର ଛାତ୍ରୀ ଗଣବଳାତ୍କାର ଏବଂ କ୍ରମ ବର୍ଦ୍ଧିଷ୍ଣୁ ମହିଳା ନିର୍ଯାତନା…
ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତାରେ ସ୍ବାଭାବିକ ହେଲା ଭାରୀଯାନ ଚଳାଚଳ
ଦାରିଙ୍ଗବାଡ଼ି,୨୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତା ବିଚ୍ଛିନ୍ନ ଘଟଣାରେ ଆସିଛି ସୁଧାର। ବୁଧବାର ସକାଳଠାରୁ ସମସ୍ତ ପ୍ରକାର ଗାଡ଼ିମୋଟର ଚଳାଚଳ ଆରମ୍ଭ ହୋଇଛି। ଗୁମା ନଦୀର ଉକ୍ତ ଡାଇଭର୍ସନ ଉପରେ ହ୍ୟୁମ୍ ପାଇପ୍ ପକାଯାଇ ମରାମତି କରାଯାଇଛି।…
ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି: ହେଲେ ବିଧିର ବିଧାନ ଥିଲା କିଛି ଅଲଗା,ଭଉଣୀକୁ ଆଣିବାକୁ ଯାଇ….
ନୀଳଗିରି, ୨୫।୬:(ପ୍ରଶାନ୍ତ କୁମାର ବିଶ୍ବାଳ): ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି । ଶେଷ ହୋଇଥିଲା ସବୁ ପ୍ରସ୍ତୁତି, ବାହାଘର ପାଇଁ ଭଉଣୀଙ୍କୁ ଆଣିବାକୁ ଯିବାବେଳେ ଦୁର୍ଘଟଣାରେ ଚାଲିଗଲା ବରଙ୍କ ଜୀବନ। ବାଲେଶ୍ବର ଜିଲା ନୀଳଗିରିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।…
ପ୍ରେମିକାଙ୍କ ମୃତ୍ୟୁପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ: କହୁକହୁ କହିଦେଲେ …
ଭୁବନେଶ୍ୱର,୨୫।୬: ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିଲେ। ବିପାଦ ପରେ ପ୍ରଥମ ଥର ସେ ମୁହଁ ଖୋଲିଛନ୍ତି। । ସୋସିଆଲ ମିଡିଆରେ ଭିଡିଓ ଜାରିକରି ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଧୀରେଧୀରେ…
ବାସହୀନଙ୍କୁ ଜମି ଦେବେ ସରକାର: ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୫ା୬ (ରବିନାରାୟଣ ଜେନା):ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ ସରକାର ବାସହୀନଙ୍କୁ ନେଇ ଯେଉଁ ସର୍ଭେ କରିଥିଲା ତାହାର ସଂଜ୍ଞା…
ଆଜିଠୁ ପ୍ରବଳ ବର୍ଷା, ବଜ୍ରପାତ ସହ ବହିବ ଝଟ୍କା ପବନ, ଓ୍ବାର୍ନିଂ ଜାରି କଲା…
ଭୁବନେଶ୍ୱର,୨୫।୬(ଅନୁରାଧା ମହାରଣା): ରାଜ୍ୟରେ ବୁଧବାରଠାରୁ ବର୍ଷା ପରିମାଣ ବଢ଼ିବ। ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ବଜ୍ରପାତ ଓ ଝଟକା ପବନ ବୋହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଆସନ୍ତା ୨ଦିନ କେତେକ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ…
ସରିଛି ନବୀନଙ୍କ ଅସ୍ତ୍ରୋପଚାର: ବିଜେଡିର ବହୁ ନେତା…
ଭୁବନେଶ୍ୱର,୨୪ା୬(ସୁନିତ୍ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଦେଖାକରିବା ଲାଗି ବିଜେଡିର ବହୁ ନେତା ମଙ୍ଗଳବାର ମୁମ୍ବାଇ ଗସ୍ତରେ ଯାଇଛନ୍ତି। ଆଉ କେତେଜଣ ନେତା ବୁଧବାର ସକାଳୁ ମୁମ୍ବାଇ ଯିବେ ବୋଲି ଜଣାପଡ଼ିଛି। ଏହି ନେତାମାନେ ବୁଧବାର ପୂର୍ବାହ୍ନରେ ନବୀନଙ୍କୁ…
Archives


