ରାଜ୍ୟ

ବିବାହ ପୂର୍ବରୁ ଭାଇରାଲ ହେଲା ଭିଡିଓ: କପଲ୍‌ ଡ୍ୟାନ୍ସ କରୁଛନ୍ତି ବହୁଚର୍ଚ୍ଚିତ ଯୋଡ଼ି

ସମ୍ବଲପୁର,୧।୫(ବ୍ୟୁରୋ): ଆଉ କିଛି ସମୟର ଅପେକ୍ଷା ପରେ ବିବାହ ବନ୍ଧରେ ବାନ୍ଧି ହେବେ ସମ୍ବଲପୁର ଜିଲାପାଳ ଅନନ୍ୟା ଦାଶ ଓ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣା । ଆସାମ ଗୁଆହାଟୀରେ ଏକ ବିଳାସମୟ ହୋଟେଲରେ ଉଭୟଙ୍କର ବାହାଘର ହେବ। ହେଲେ...

ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ସୀମାନ୍ତ ଗାଁ ପରିଦର୍ଶନ ପୂର୍ବରୁ ରାସ୍ତା ଅବରୋଧ କଲା ପ୍ରଶାସନ

ପଟ୍ଟାଙ୍ଗି,୧।୫(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ସୀମାନ୍ତ ଗ୍ରାମ ଗସ୍ତ ପୂର୍ବରୁ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ମାଟି ପକାଇ ରାସ୍ତା ଅବରୋଧ କରାଯାଇଛି। ଫଳରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୀମାନ୍ତ ଅଞ୍ଚଳ ଯିବାରେ ସମସ୍ୟା ଉପୁଜିଛି। ମିଳିଥିବା ସୂଚନା ମୁତାବକ, କୋରାପୁଟ...

ଜାହାଜରୁ ଖସିପଡ଼ିଲେ ଋଷୀୟ ନାବିକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ପାରାଦୀପ,୧ା୫(ସ୍ବ.ପ୍ର.): ପାରାଦୀପ ବନ୍ଦର ଏସ୍‌କ୍ୟୁ ବର୍ଥରେ ସୋମବାର ପୂର୍ବାହ୍ନରେ ଲାଗିଥିବା ଏକ ପଣ୍ୟବାହୀ ଜାହାଜରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଋଷୀୟ ନାବିକ ଗୁରୁତର ହୋଇଛନ୍ତି। ତାଙ୍କୁ ବନ୍ଦର ବିଭାଗୀୟ କର୍ମଚାରୀମାନେ ଉଦ୍ଧାର କରି ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।...

ଶିମିଳିପାଳରେ ଦନ୍ତାହାତୀ ଶିକାର

ବାରିପଦା ଅଫିସ,୧ା୫: ଶିମିଳିପାଳ ଅଭୟାରଣ୍ୟରେ ଦନ୍ତାହାତୀ ଶିକାର ଘଟଣାର ଯୁଗ୍ମସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରୁ ଡିସିଏଫ୍‌ ଯୁଗ୍ମ ଟାସ୍କଫୋର୍ସ ସହିତ ଘଟଣାସ୍ଥଳକୁ ଯାଇଛନ୍ତି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ...

‘ଦେଶ ନିର୍ମାଣରେ ଶ୍ରମିକମାନଙ୍କ କଠିନ ପରିଶ୍ରମ ଅତୁଳନୀୟ’

ଭୁବନେଶ୍ୱର,୧ା୫(ବ୍ୟୁରୋ): ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଶ୍ରମିକ ଭଉଣୀଭାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରମିକ ଦିବସ ଅବସରରେ ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।...

ଟ୍ରେନ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ଜୀବନ ଗଲା, ନ୍ୟାୟ ଦାବିରେ ରେଳରୋକୋ

ବାରିପଦା ଅଫିସ,୧ା୫: ସୋମବାର ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ କଷ୍ଣଚନ୍ଦ୍ରପୁର ରେଳଧାରଣା ପାର ବେଳେ ଟ୍ରେନ୍‌ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମତ୍ୟୁ ଘଟିଛି। ବ୍ୟକ୍ତି ଜଣକ ବାଇକ୍‌ରେ ରେଳ ଧାରଣା ଉପରେ ପାର୍‌ ହେବା ବେଳେ କୋଲକାତାରୁ ବାରିପଦା...

ଡିବିରି ଆଲୁଅରେ ଦିନକାଟୁଛନ୍ତି ଗ୍ରାମବାସୀ

ଭବାନୀପାଟଣା,୧ା୫(ସ୍ବ.ପ୍ର): ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଲାଣି। ଏହା ଭିତରେ ସରକାରଙ୍କ ମାଳ ମାଳ ଯୋଜନା ହୋଇଛି। ହେଲେ ଏବେ ବି ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛି ଓଡ଼ିଶାର ଅନେକ ଗାଁ। ଡିବିରି ଆଲୁଅରେ ଦିନ...

ବାଇକ୍‌ ମେକାନିକ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର,୧।୫ (ବ୍ୟୁରୋ): ରାଜଧାନୀରେ କିଛି ମାସ ହେଲା ବାଇକ ଚୋରି ଘଟଣାରେ ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ ଏକ ଗ୍ୟାଙ୍ଗକୁ ଧରିଛି। କ୍ୟାପିଟାଲ ଥାନା ପୋଲିସ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ତଥା ମେକାନିକଙ୍କ ସହ ୩ଜଣ କବାଡିଆଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ...

ଭୁବନେଶ୍ୱରରେ ୩ ନୂଆ ଅଗ୍ନିଶମ କେନ୍ଦ୍ର ଖୋଲିଲା

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା,୧।୫(ଡି.ଏନ୍‌.ଏ.): ଭୁବନେଶ୍ୱରର ପାହାଳ, ମଞ୍ଚେଶ୍ୱର ଓ ତମାଣ୍ଡୋଠାରେ ୩ଟି ନୂଆ ଅଗ୍ନିଶମ ଓ ଜରୁରିକାଳୀନ ସେବା କେନ୍ଦ୍ର ଖୋଲିଛି। ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ଯୋଗଦେଇ ଏହି କେନ୍ଦ୍ରଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି। ତେବେ ଷ୍ଟେଶନଗୁଡ଼ିକ ଏବେ...

କୁକୁର କାମୁଡ଼ିଲେ, ବାହାରେ ମଳତ୍ୟାଗ କଲେ ଜରିମାନା ଦେବେ ମାଲିକ

ଭୁବନେଶ୍ୱର,୧ା୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ କୁକୁର ପାଳନ ନେଇ ସ୍ବତନ୍ତ୍ର ନିୟମ କରାଯାଇଛି। ଶନିବାର କର୍ପୋରେଶନ ବୈଠକରେ ବିଧିବଦ୍ଧ ଭାବେ ପ୍ରସ୍ତୁତ ହୋଇଥିବା ଡଗ୍‌ ବାଇ-ଲ’ ପାରିତ ହୋଇଛି। ଏବେ ଦେଶୀ ହେଉକି ବିଦେଶୀ କୁକୁର ଘରେ...

ଗୋଇନ୍ଦା ଚିଠିକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ବର,୧ା୫(ବ୍ୟୁରୋ): ହନୁମାନ ଜୟନ୍ତୀରେ ହିଂସା ଉପୁଜିପାରେ ବୋଲି ଗୋଇନ୍ଦା ବିଭାଗ ପୂର୍ବରୁ ରିପୋର୍ଟ ଦେଇଥିବା ଜଣାପଡ଼ିବା ପରେ ଏବେ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ତେବେ ଏହାର ଦିନକ ପୂର୍ବରୁ ଅର୍ଥାତ୍‌...

ମେଡିକାଲରେ ମୃତ ଘୋଷିତ ଶିଶୁ ଘରେ ଜିଇଉଠିଲା

ଢେଙ୍କାନାଳ ଅଫିସ,୧।୫: ଡାକ୍ତରଖାନାରେ ମୃତ ଘୋଷିତ ନବଜାତକ ଘରେ ଜିଇଉଠିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ପୌରାଞ୍ଚଳରେ। ବଞ୍ଚତ୍ଥିବା ଶିଶୁକୁ ମୃତ ଘୋଷଣା କରିବା ଡାକ୍ତରଙ୍କ ଚରମ ଅବହେଳା ବୋଲି ପରିବାର ଲୋକେ କହୁଥିବା ବେଳେ ଅଭିଯୋଗକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri