ରାଜ୍ୟ

ନୂତନ ମତଦାତାଙ୍କ ମଧ୍ୟରେ ଉତ୍ସାହ

ଘଣ୍ଟାପଡ଼ା,୧୮ା୪(ଡି.ଏନ୍‌.ଏ) : ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୧ ନଂ ଜିଲାପରିଷଦ ଜୋନ୍‌ର ଅନେକ ସ୍ଥାନରେ ଇଭିଏମ ଅଚଳ ହୋଇପଡ଼ିଥିଲା। ଫଳରେ ୧ ଘଣ୍ଟା ବିଳମ୍ବରେ ମତଦାନ କରିଥିଲେ ଭୋଟର। ଖବର ଅନୁଯାୟୀ, ଖୁଣ୍ଟିଗୋରା ୨୧୬ ନଂ ବୁଥ୍‌, ଉମାର…

ଜନ୍ମନେଲେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଶାବକ

ରାଜନଗର,୧୮ା୪(ଡି.ଏନ.ଏ): କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ଏବେ ଚଳଚଞ୍ଚଳ ହୋଇଉଠିଛି। ଗତମାସରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ ବାବୁବାଲି ଦ୍ୱୀପରେ ସମୂହ ଅଣ୍ଡାଦାନ କରିଥିଲେ। ଏବେ ଅଣ୍ଡାରୁ ଛୁଆ ଫୁଟିବାରେ ଲାଗିଛନ୍ତି। ଗୁରୁବାର ଲକ୍ଷାଧିକ ଛୁଆ ଫୁଟିଥିବା ଦେଖିବାକୁ ମିଳିଛି।…

ଇଭିଏମ୍‌ରେ ତ୍ରୁଟି : ବିଳମ୍ବରେ ମତଦାନ

ସୁନ୍ଦରଗଡ଼,୧୮ା୪(ଡି.ଏନ୍‌.ଏ) : ସୁନ୍ଦରଗଡ଼ ଜିଲାରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି। ଜିଲାର ଲୋକ ସଭା ଓ ଏହା ଅଧୀନ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ୧୮୪୬ଟି ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁନ୍ଦରଗଡ଼ ମ୍ୟୁନିସପାଲିଟିର…

ଜି.ଉଦୟଗିରି ଏନ୍‌ଏସିର ବିଭିନ୍ନ ବୁଥରେ ବିଳମ୍ବରେ ମତଦାନ

ଜି.ଉଦୟଗିରି,୧୮ା୪(ଡି.ଏନ୍‌.ଏ.) : ଜି. ଉଦୟଗିରି ଓ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହେବାକୁ ଥିବାବେଳେ ବିଳମ୍ବରେ ମତଦାନ ହୋଇଛି। ଜି.ଉଦୟଗିରି ଏନଏସିର ହାଟପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୬ ନଂ ମଡେଲ ବୁଥ୍‌ରେ…

ଭାଜପା ପ୍ରାର୍ଥୀଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ

ହିନ୍ଦୋଳ,୧୮।୪(ଡି.ଏନ.ଏ): ଢ଼େଙ୍କାନାଳ ଜିଲା ହିନ୍ଦୋଳର ମଙ୍ଗଳପୁରରୁ ଗୁରୁବାର ଭାଜପା ପ୍ରାର୍ଥୀଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି। ଭାଜପା ପ୍ରାର୍ଥୀ ଆଶୋକ ନାୟକଙ୍କ ଗାଡ଼ିରୁ ଷ୍ଟାଟିକ୍‌ ସର୍ଭେଲାନ୍ସ ସ୍କ୍ବାଡ୍‌ ୪ଲକ୍ଷ ଟଙ୍କା ଜବତ କରିଛି। ଟଙ୍କା ମିଳିବା ପରେ ଏ ସମ୍ପର୍କରେ…

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୫ ଲୋକ ସଭା, ୩୫ ବିଧାନସଭା ଆସନ ଲାଗି ମତଦାନ ଜାରି; ଜାଣନ୍ତୁ LIVE UPDATES

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ଏହି ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୫ ଲୋକ ସଭା ଓ ୩୫ ବିଧାନସଭା ଆସନ ଲାଗି ୭୭ ଲକ୍ଷ ଭୋଟର…

ପୋଖରୀ ସଫେଇ ଦାବିରେ ସ୍କୁଲ ସମ୍ମୁଖରେ ଧାରଣା

କଣ୍ଟାପଡା, ୧୮।୪(ଡି.ଏନ୍‌.ଏ.): କଟକର କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ନାହଳପୁର ଗ୍ରାମପଞ୍ଚାୟତର ଗୁଣାଦୋଳ କେ.ଏନ. ନୋଡାଲ ସ୍କୁଲ ସମ୍ମୁଖରେ ଧାରଣା ଦିଆଯାଇଛି। ସ୍କୁଲ ଅଧିନରେ ଥିବା ଠାକୁରା ପୋଖରୀ ସଫେଇ ଦାବିରେ ଗଁ। ର ଶତାଧିକ ମହିଳା ଓ ପୁରଷମାନେ ଉକ୍ତ ବିଦ୍ୟାଳୟରେ…

୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ୭୧ବର୍ଷୀୟ ବୃଦ୍ଧ ଗିରଫ

ଲୁଇସିୟାନା, ୧୮।୪: ବଳାତ୍କାର ଅଭିଯୋଗରେ ଜଣେ ୭୧ବର୍ଷୀୟ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାଁରେ ୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସେଥିମଧ୍ୟରୁ ଅଧିକାଂଶ ନାବାଳିକା। ସୂଚନାଯୋଗ୍ୟ, ଆମେରିକାର ଲୁଇସିୟାନା ସହରରେ ବାସ କରୁଥିବା ଫାଉଣ୍ଟେନ ନାମକ…

ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୧୮।୪(ଡି.ଏନ.ଏ): ଭଞ୍ଜନଗର ଥାନା ଅନ୍ତର୍ଗତ ଅଗଝୋଳରେ ବୁଧବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଉକ୍ତ ଗଁ।ର ସଦାଶିବ ପ୍ରଧାନଙ୍କ (୨୪) ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସଦାଶିବ ରାତି ପ୍ରାୟ ୩ଟାରେ ନିଜ ଘର ନିକଟରେ ବୁଲୁଥିଲେ। ସେହି…

ତାତି ଯାଉଛି ମହାନଦୀ ଜଳ, ଡହଳବିକଳ ଜଳଚର

ଖଣ୍ଡପଡ଼ା,୧୮ା୪(ସ୍ବ.ପ୍ର.): ସମ୍ପ୍ରତି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିିଛି। ଏଥିଯୋଗୁ ମହାନଦୀର ଜଳ ତାତିଯାଉଛି । ଅସହ୍ୟ ଖରା ଯୋଗୁ କିଛିଦିନ ହେଲା ସକାଳ ୯ଟାଠାରୁ ଲୋକେ ଘରୁ ପଦାକୁ ବାହାରି ପାରୁ ନାହାନ୍ତି । ଗ୍ରୀଷ୍ମ ପ୍ରବାହ…

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ,୧୮ା୪(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ନବ ଦିନ ବ୍ୟାପୀ ଶ୍ରୀରାମନବମୀ ଯାତ୍ରା ଅନୁଷ୍ଠିତ ହେଉଛି। ଉତ୍ସବର ପଞ୍ଚମ ସନ୍ଧ୍ୟା ଅବସରରେ ଚୈତ୍ର ଶୁକ୍ଳ ଅନଙ୍ଗ ତ୍ରୟୋଦଶୀ ତିଥି, ବୁଧବାର ପ୍ରଭୁ ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ଜନକନନ୍ଦିନୀ ସୀତାଙ୍କ ସହିତ ବିବାହ…

ତାତିରେ ସିଝୁଛି ସାରା ଓଡ଼ିଶା: ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ

ଭୁବନେଶ୍ୱର,(ବ୍ୟୁରୋ)/ଧାମନଗର,୧୮।୪(ଡି.ଏନ୍‌.ଏ.): ଡହଡହ ଖରାରେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ବେଳୁ ଖରାର ପ୍ରଭାବ ଦେଖିବାକୁ ମିଳୁଛି। ଲୋକେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ଯାଏ ତାତିରେ ଛଟପଟ ହେଉଛନ୍ତି। ଅଧା ଓଡ଼ିଶାର ସ୍ଥିତି ଅଳ୍ପ ବହୁତେ ଏହିଭଳି ରହୁଛି। ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri