ରାଜ୍ୟ

ଅଜଣା ରୋଗରେ ପରିବାରର ଦୁଇ ଶିଶୁ ମୃତ

ଭେଡ଼େନ,୨୧।୯(ଡି.ଏନ.ଏ.): ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମ ପଞ୍ଚାୟତର ଚମାର ପଡ଼ାର ଗୋଟିଏ ପରିବାରର ଦୁଇ ଜଣ ଶିଶୁଙ୍କ ଅଜଣା ରୋଗରେ ଶୁକ୍ରବାର ମୃତ୍ୟୁ ହୋଇଛି। ଚମାର ପଡ଼ାର ଫକିର ମିରିଗ ଓ ପୂର୍ଣ୍ଣିମା ମିରିଗଙ୍କ ବଡ଼ ଝିଅ…

ଭୁବନେଶ୍ୱରରେ ଇସ୍ରୋ ଅଧ୍ୟକ୍ଷ କେ.ଶିବନ: କହିଲେ ‘ଚନ୍ଦ୍ରାୟନ-୨’ରେ ମିଳିଛି ୯୮% ସଫଳତା

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। କିଛି ସମୟ ପରେ ସେ ଭୁବନେଶ୍ୱର ଆଇଆଇଟି ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ସେଠାରେ ସେ ମୁଖ୍ୟଅତିଥି ଭାବେ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଚନ୍ଦ୍ରାୟନ-୨ ମିଶନ…

ଶହେ କିଲୋମିଟର ବେଳାଭୂମିକୁ ସଫା କଲେ ୧୦ହଜାର ସ୍ବେଚ୍ଛାସେବୀ

ପୁରୀ ଅଫିସ,୨୧।୯: ପୁରୀରେ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ ହୋଇଛି। ଶନିବାର ଜିଲାର ପ୍ରାୟ ଶହେ କିଲୋମିଟର ପର୍ଯ୍ୟନ୍ତ ବେଳାଭୂମିକୁ ଏକାସାଙ୍ଗରେ ୧୦ହଜାର ସ୍ବେଚ୍ଛାସେବୀ ସଫେଇ କରିଥିବା ଦେଖିବାକୁ ମିଳିଛି। ସକାଳ ୬ରୁ ସାଢେ ୭ଟା ପର୍ଯ୍ୟନ୍ତ ଅରଖକୁଦାଠାରୁ ଅସ୍ତରଙ୍ଗ…

ଗାନ୍ଧୀ ଜୟନ୍ତୀରୁ ରେଳଷ୍ଟେଶନରେ ‘ପର୍ଯ୍ୟଟନ ପର୍ବ’

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଭାରତୀୟ ରେଳପଥ ପକ୍ଷରୁ ବିଶେଷ ପଦକ୍ଷେପମାନ ନିଆଯାଉଛି। ଏବେ ‘ସ୍ବଚ୍ଛତା ପଖଓ୍ବାଡ଼ା’ ଚାଲିଛି। ଏହାପରେ ଅକ୍ଟୋବର ୨ରୁ ୧୩ତାରିଖ ପର୍ଯ୍ୟନ୍ତ ଦେଶର ସବୁ ରେଳଷ୍ଟେଶନରେ ‘ପର୍ଯ୍ୟଟନ ପର୍ବ’ ଆରମ୍ଭ…

ଜେଲ୍‌ରେ ଅସୁସ୍ଥ: ଆଶୀର୍ବାଦଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଅର୍ଥତତ୍ତ୍ୱ ଲିଙ୍କ୍‌ ଅଭିଯୋଗରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗୁଡୁଛି। ତେଣୁ ଜେଲ୍‌ ପରିସରସ୍ଥ ଡାକ୍ତରଖାନାରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି। ଡାକ୍ତରମାନେ ନିୟମିତ…

ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ ଭବନରେ ଅଗ୍ନିକାଣ୍ଡ

କଟକ ଅଫିସ, ୨୧ା୯: କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ଭାରତୀୟ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଭବନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୋଟିଏ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁ କଟକ, ଯାଜପୁର, ଜଗତ୍‌ସିଂହପୁର ଓ…

ଅକ୍ଟୋବର ୩୧ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାର

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଚଳିବ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶା ସଚିବାଳୟ ସେବା ସଂଘ(ଓସା) ନିର୍ବାଚନ ପ୍ରକ୍ରିୟା ସମାପ୍ତ କରାଯାଉ। ଏହି ପ୍ରକ୍ରିୟା ଆରମ୍ଭ ସମ୍ପର୍କିତ ଏବ ସବିଶେଷ ବିବରଣୀ ୧୦ ଦିନ ମଧ୍ୟରେ ପ୍ରଦାନ କରାଯାଉ। ଏହି ମର୍ମରେ ଗୃହ ବିଭାଗ…

ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଧର୍ମେନ୍ଦ୍ର: ‘ଦ୍ୱିପାକ୍ଷିକ ସହଯୋଗ ଅର୍ଥନୀତିକୁ ମଜଭୁତ କରିବ’

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗୋଲିଆ ଗସ୍ତ ପରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହୋଇଛି। ଏହି ସମ୍ପର୍କ ଦୁଇ ଦେଶର ଅର୍ଥନୀତିକୁ ମଧ୍ୟ ଭବିଷ୍ୟତରେ ମଜଭୁତ କରିବ ବୋଲି ନୂଆଦିଲ୍ଲୀଠାରେ ଏଫ୍‌ଆଇସିସିଆଇ ପକ୍ଷରୁ…

ଖବରଦାତା-ଆଇନଜୀବୀ ମୁହଁ।ମୁହିଁ ଭିଡିଓ ଭାଇରାଲ ଘଟଣା: ଥାନାରେ ମାମଲା ରୁଜୁ

ନୟାଗଡ଼ ଅଫିସ,୨୧ା୯: ନୟାଗଡ଼ ଜିଲା ଖଣ୍ଡପଡ଼ା କୋର୍ଟ ପରିସରରେ ଗୁରୁବାର ଜଣେ ଖବରଦାତା ଓ ଜଣେ ଆଇନଜୀବୀଙ୍କ ମଧ୍ୟରେ ମୁହଁ।ମୁହିଁ ହୋଇଥିବାର ଭିଡିଓ ଭାଇରାଲ୍‌ ହୋଇଛି। ଉକ୍ତ ଭିଡିଓରେ କୌଣସି ଏକ ଘଟଣାକୁ କେନ୍ଦ୍ର କରି ଆଇନଜୀବୀ ଓ ଖବରଦାତାଙ୍କ ମଧ୍ୟରେ…

ଚାଷ ପାଇଁ ଚାଷୀ ଚିନ୍ତିତ

ପୁରୁଣା ଭୁବନେଶ୍ୱର,୨୧ା୯(ଡି.ଏନ.ଏ.): ରାଜଧାନୀର ବିଭିନ୍ନ ମଠ ମନ୍ଦିର, ଆଦି ସରକାରୀ ଜାଗାକୁ ଜବରଦଖଲ କରିସାରିବା ପରେ ଏବେ ରାଜଧାନୀର ଉପକଣ୍ଠରେ ଜବରଦଖଲକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ଗ୍ରୀନ୍‌କୁ ୟଲୋ ଜୋନରେ ବିଡିଏରୁ ମିଛ ପ୍ରମାଣପତ୍ର ଦାଖଲ କରାଇ ଏସବୁ ଅଞ୍ଚଳରେ ୟଲୋ…

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ: ବର୍ଷସାରା ନାଇଟ୍‌, ଫୁଟ୍‌ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ତତ୍ପର ହୋଇଛି ବନ ବିଭାଗ। ବର୍ଷ ସାରା ଏହି ଅଭୟାରଣ୍ୟରେ ନାଇଟ୍‌ ପାଟ୍ରୋଲିଂ ଏବଂ ଫୁଟ୍‌ ପାଟ୍ରୋଲିଂ ନିୟମିତ ଭାବେ କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ…

ଏଥର ପ୍ରଦୂଷଣମୁକ୍ତ ଦଶହରା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଭୁବନେଶ୍ୱରରେ ଏଥର ଦେଖିବାକୁ ମିଳିବ ପ୍ଲାଷ୍ଟିକ୍‌ ଓ ଶବ୍ଦ ପ୍ରଦୂଷଣମୁକ୍ତ ଦଶହରା। ସହରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ପୂଜାକୁ ଶବ୍ଦ, ବାୟୁ ଓ ପରିବେଶ ପ୍ରଦୂଷଣରୁ ମୁକ୍ତ ରଖିବାକୁ ପ୍ରଚେଷ୍ଟା କରାଯିବ। ଗତବର୍ଷ ଭଳି ଏଥର ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?