ଭୁବନେଶ୍ୱରରେ ଏତେ ବଢିଗଲା ଗ୍ୟାସଦର, ଆଜି କରନ୍ତୁ ବୁକିଂ, ନହେଲେ ଆଗକୁ ଆହୁରି…
ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରାଚ୍ୟ (ପଶ୍ଚିମ ଏସିଆ)ରେ ବଢ଼ୁଥିବା ଉତ୍ତେଜନାର ତାତି ଏବେ ଆପଣଙ୍କ ରୋଷେଇ ଘରକୁ ପହଞ୍ଚିଛି। ଗତ କିଛି ଦିନ ମଧ୍ୟରେ, ଭାରତରେ ଘରୋଇ ଏବଂ କର୍ମସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ଯଦି ଆପଣ ଭାବୁଛନ୍ତି ଯେ ସମୁଦ୍ର…
ଜଙ୍ଗଲ ସୁରକ୍ଷାରେ ଅବହେଳା, ୩ ବନ କର୍ମଚାରୀ ନିଲମ୍ବିତ
କେନ୍ଦୁଝର,୧୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ) : ମୁଖ୍ୟାଳୟରୁ ଅନଧିକୃତ ଅନୁପସ୍ଥିତି, ପ୍ରଶାସନିକ ଅନୁଶାସନ ଏବଂ ଜଙ୍ଗଲ ଅଗ୍ନିକାଣ୍ଡ ସମେତ ବନ କାର୍ଯ୍ୟର ଭୁଲ ପରିଚାଳନା ଓ ହାତୀ ଫସଲ କ୍ଷୟ କ୍ଷତି ଆକଳନ ରେ ବିଳମ୍ବ ପାଇଁ ତିନି ଜଣ କର୍ମଚାରୀଙ୍କ ବିରୁଦ୍ଧରେ…
viral video: ହାତଯୋଡ଼ି ଚଳନ୍ତା ଟ୍ରେନ ଆଗରେ ଛିଡ଼ା ହେଲେ ଯୁବକ, ପରେ ଘଟିଲା ଏମିତି….
ବରପାଲି,୧୧।୩(ଚିତ୍ତରଞ୍ଜନ ସାହୁ): ହାତଯୋଡ଼ି ଚଳନ୍ତା ଟ୍ରେନ ଆଗକୁ ଯାଇ ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଝୁଛି। ଘଟଣାଟି ବରଗଡ଼ ଜିଲା ବରପାଲି ରେଳ ଷ୍ଟେଶନ ନିକଟର ବୋଲି ଚର୍ଚ୍ଚା ଚାଲିଛି। ସେହିପରି ଯୁବକ…
ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା, ନବୀନଙ୍କୁ ପଠାଇଲେ ଇସ୍ତଫାପତ୍ର
ବାଲେଶ୍ୱର, ୧୧।୩:(ବାଞ୍ଛାନିଧି ଦେ) ବାଲେଶ୍ୱରରେ ଭୁଶୁଡୁଛି ବିଜେଡି ଗଡ଼। ଜଣଙ୍କ ପରେ ଜଣେ ଛାଡୁଛନ୍ତି ଦଳ। ଏବେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ବିଜେଡି ଛାଡ଼ିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ସୁନୀତା ବିଜେଡି…
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ସ୍କୁଲର ଶିକ୍ଷକଙ୍କୁ ପୋଲିସ ଅଟକ ରଖି…
ପଦ୍ମପୁର,୧୧।୩ (ପ୍ରଦୀପ୍ତ ଦାଶ ): ବରଗଡ଼ ଜିଲା ପଦ୍ମପୁରରେ ପ୍ରଶ୍ନ ପତ୍ର ଲିକ୍ ମାମଲାରେ ମଙ୍ଗଳବାର ରାତିରେ ବିଭିନ୍ସ୍କୁଲର ଶିକ୍ଷକମାନଙ୍କୁ ପୋଲିସ ଅଟକ ରଖିଛି। ସେଥିମଧ୍ୟରୁ ବିଳମ୍ବିତ ରାତିରେ ୬ ଜଣ ଶିକ୍ଷକଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିବାବେଳେ ନୂଆପଡା ଜିଲା…
ଭିଜିଲାନ୍ସ ଜାଲରେ ତହସିଲ
କଣ୍ଟାପଡ଼ା,୧୧।୩: ଭିଜିଲାନ୍ସ ଜାଲରେ କଟକ ଜିଲା କଣ୍ଟାପଡ଼ା ତହସିଲ୍ଦାର। ବୁଧବାର ସକାଳୁ ସକାଳୁ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। କଟକ, ଭୁବନେଶ୍ୱର, ପୁରୀ…
ନୂଆ ସ୍ବାଦରେ ରାଜ୍ୟ ସଭା: ଚାଲିଛି ମୂଲଚାଲ୍
ଭୁବନେଶ୍ୱର,୧୧ା୩(ସୁନିତ୍ ମିଶ୍ର):ରାଜ୍ୟ ରାଜନୀତିରେ ରାଜ୍ୟ ସଭା ନିର୍ବାଚନ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ସବୁ ଦଳର ବିଧାୟକମାନେ ସେମାନଙ୍କ ପାର୍ଟିରୁ ରାଜ୍ୟ ସଭା ପାଇଁ ଯିଏ ପ୍ରାର୍ଥୀ ହୋଇଛନ୍ତି ସେମାନେ ଖର୍ଚ୍ଚ ବାବଦକୁ କେତେ ଟଙ୍କା ଦେବେ ତାକୁ ନେଇ ବିଶେଷ…
ଭାଷା ବନ୍ଦନା @ ଗୋଟେ ଟଙ୍କା, ଗୋଟେ ଘଣ୍ଟା
ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ମାଟି। ଆମ ସଂସ୍କୃତି ଯେମିତି ମହାପ୍ରଭୁଙ୍କୁ ନେଇ ଋଦ୍ଧିମନ୍ତ, ଭାଷା ବି ସେମିତି ବିକଶିତ ‘ଚକାଡୋଳା’କୁ ନେଇ। ଅର୍ଥାତ୍ ଆମର ପ୍ରାୟ ପ୍ରତ୍ୟେକ ଲିପି ଚକାଡୋଳା ପରି ଡୋଳାକୃତି(ଗୋଲାକୃତି) ବା ଅର୍ଦ୍ଧ ଗୋଲାକୃତିର ସମାହାର। ମାତ୍ର ୩ଟି ଲିପିଚିତ୍ର…
କନିଷ୍ଠ ଶିକ୍ଷକ ଚୟନ ପ୍ରାର୍ଥୀଙ୍କ ଧାରଣା
ଭୁବନେଶ୍ୱର,୧୧ା୩(ସୁଚିସ୍ମିତା ସାହୁ): ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ରାୟର ୫ ମାସ ପରେ ମଧ୍ୟ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କନିଷ୍ଠ ଶିକ୍ଷକ ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଉନାହିଁ। ପ୍ରତିବାଦରେ କନିଷ୍ଠ ଶିକ୍ଷକ ଆଶାୟୀମାନେ…
ଘଡ଼ଘଡ଼ି, ବିଜୁଳି ସହିତ ୩୦ରୁ ୪୦ କି.ମି. ବେଗରେ ବହିବ ପବନ: ୟେଲୋ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୧୧ା୩ (ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପରିସରରୁ ଏକ ଟ୍ରଫ୍ ଲାଇନ୍ ଆଭ୍ୟନ୍ତରୀଣ ଓଡ଼ିଶା, ଛତିଶଗଡ଼ ଏବଂ ବିଦର୍ଭ ଦେଇ ୦.୯ କିଲୋମିଟର ଉଚ୍ଚତାରେ ବ୍ୟାପି ରହିଛି। ଏହା ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ହାଲୁକାରୁ…
ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗର୍ଭବତୀ ମହିଳା ନିଖୋଜ: ଟାଉନ ଥାନାରେ ଏତଲା
ରାୟଗଡ଼ା, ୧୦।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଗର୍ଭବତୀ ମହିଳା ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ADMO) ରାୟଗଡ଼ା ଟାଉନ ଥାନାରେ…
ବିଜେଡିକୁ ଶକ୍ତ ଝଟ୍କା, ଦଳ ଛାଡିଲେ ବଡ଼ ନେତା
ଭୁବନେଶ୍ୱର,୧୦।୩: ବିଜେଡିକୁ ଶକ୍ତ ଝଟ୍କା। ଦଳରୁ ଇସ୍ତଫା ଦେଲେ ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା । ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ…
Archives


