ରାଜ୍ୟ

୧୧ କି.ମି. ରଥ ଦାଣ୍ଡରେ ଗଡ଼ିବ ଶ୍ରୀଜୀଉଙ୍କ ରଥ

ଚଣ୍ଡିଖୋଲ/ଛତିଆ,୨୦ା୬(ପ୍ରଦୀପ୍ତ କୁମାର ପୃଷ୍ଟି/ସୌମ୍ୟ ରଞ୍ଜନ ସାହୁ): ମଙ୍ଗଳବାର ଶ୍ରୀଜୀଉଙ୍କ ଘୋଷ ଯାତ୍ରା। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ତିନି ରଥରେ ବିଜେ କରି ସର୍ବଜନଙ୍କୁ ଦର୍ଶନ ଦେବେ। ସେଥିପାଇଁ ରଥ ପ୍ରସ୍ତୁତ ହୋଇସାରିଛି। ପ୍ରଶାସନ...

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ : ସ୍ତ୍ରୀ ଗିରଫ

ରସୁଲପୁର,୨୦ା୬(ରଞ୍ଜିତ ରାଉତ): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ବଡ଼ କଇଁଚି ପଞ୍ଚାୟତ ବାଲିସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଅମୂଲ୍ୟ କୁମାର ଗୁରୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ୨୦୦୦ ମସିହାରେ ସେ...

ଲୀଳାକ୍ଷେତ୍ର ଚିଲିକା

ଜଗନ୍ନାଥ ମନ୍ଦିର ଉପରେ ସମୁଦାୟ ୧୮ଥର ଆକ୍ରମଣ ହୋଇଥିଲା। ଶ୍ରୀମହାପ୍ରଭୁ ୨୧ଥର ଶ୍ରୀମନ୍ଦିର ରତ୍ନସିଂହାସନରୁ ସ୍ଥାନାନ୍ତର ହୋଇଥିଲେ। ସେଥିରୁ ଶ୍ରୀକ୍ଷେତ୍ର ମଧ୍ୟରେ ଦୁଇ ଥର ଲୀଳା କରିଥିବା ବେଳେ ଶ୍ରୀକ୍ଷେତ୍ର ବାହାରେ ୧୯ଥର ଲୀଳା କରିଥିଲେ। ଇତିହାସରୁ ଜଣାପଡ଼େ ଯେ,...

ସିଗ୍‌ନାଲ ଜେଇଙ୍କ ପତ୍ତା ମିଳୁନି

ବାହାନଗା/ସୋର, ୨୦ା୬:(ଅରୂପ ଦାସ/ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣାକୁ ୧୯ଦିନ ବିତିଗଲାଣି। ଦୁର୍ଘଟଣାରେ ୨୯୨ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଏହାର ପ୍ରକୃତ କାରଣ ସମ୍ପର୍କରେ ଖୋଳତାଡ ଚଳାଇଛି ସିବିଆଇ। ରେଲଓ୍ବେ ସୋର ସେକ୍ସନର ସିଗ୍‌ନାଲ ଜେଇ (କନିଷ୍ଠ ଯନ୍ତ୍ରୀ)...

ଆଜି ପଥେ ଭକ୍ତ-ଭଗବାନ ଭେଟ

ପୁରୀ, ୨୦।୬(ଅଜିତ୍‌ ମହାନ୍ତି): ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ମଙ୍ଗଳବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ଶ୍ରୀମନ୍ଦିର ରତ୍ନସିଂହାସନ ଛାଡ଼ି ଭକ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ପୁରୀ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମହିମା ସାଧୁସନ୍ଥ: ଯୋରନ୍ଦା ରୂପାନ୍ତର ପାଇଁ ଧନ୍ୟବାଦ ଜଣାଇଲେ

ଭୁବନେଶ୍ୱର,୧୯ା୭ (ଅନିଲଦାସ)- ଯୋରନ୍ଦା ପୀଠର ମହିମା ସାଧୁସନ୍ଥ ଓ ଧର୍ମାବଲମ୍ବୀମାନେ ସୋମବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଯୋରନ୍ଦା ପୀଠର ରୂପାନ୍ତର ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସେମାନେ ସ୍ବାଗତ ଜଣାଇଛନ୍ତି। ଏଥି ପାଇଁ...

ରଥଯାତ୍ରା ପାଇଁ ସ୍ବତନ୍ତ୍ର ମୋ ବସ୍‌ ଚଳାଚଳ -୨୦ରୁ ୩୦ ତାରିଖ ଯାଏ ୩ଟି ରୁଟ୍‌ରେ ସେବା ବାତିଲ୍‌

ଭୁବନେଶ୍ୱର, ୧୯।୬ (ବନ୍ଦନା ସେଠୀ)- କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବସ୍‌ ସେବା ଆରମ୍ଭ କରାଯାଇଛି। ରଥାରୁଢ଼ ବିଗ୍ରହଙ୍କୁ ଦର୍ଶନ କରିବା ପାଇଁ ସମଗ୍ର ଭାରତରୁ ଶ୍ରଦ୍ଧାଳୁମାନେ ପୁରୀ ଆସୁଛନ୍ତି। ସେମାନଙ୍କ ଚିନ୍ତାମୁକ୍ତ...

ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର,୧୯ା୬(ଅନୁରାଧା ମହାରଣା) – ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାସିଂ କୋର୍ସରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଜୁଲାଇ ୪ ରାତି...

ରାତି ପାହିଲେ ରଥଯାତ୍ରା -ଅପରାହ୍ନ ୨.୩୦ରେ ଛେରାପହଁରା, ୪ଟାରେ ରଥଟଣା

ପୁରୀ, ୧୯ା୬(ଅଜିତ୍‌ ମହାନ୍ତି): ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ମଙ୍ଗଳବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ଶ୍ରୀମନ୍ଦିର ରତ୍ନସିଂହାସନ ଛାଡ଼ି ଭକ୍ତଙ୍କୁ ଦର୍ଶନ ଦେବା ନିମନ୍ତେ...

ଦକ୍ଷିଣ ମୋଡ଼ ନେଲେ ୩ ରଥ

ପୁରୀ,୧୯।୬: ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା। ରଥ, ପଥ ପ୍ରସ୍ତୁତ। ଅପେକ୍ଷା ୩ ଠାକୁରଙ୍କୁ। ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ପ୍ରବଳ ଜନ ସମାଗମ ହେଲାଣି। ସୋମବାର ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ ଶେଷ ହୋଇଛି। ପରେ ରଥଯାତ୍ରା ପାଇଁ...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସିଗ୍‌ନାଲ ଜେଇଙ୍କ ଘର ସିଲ୍‌

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ରେଲଓ୍ବେ ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘରକୁ ସୋମବାର ସିଲ୍‌ କରାଯାଇଛି। ସେଠାରେ ଥିବା ତାଙ୍କ ଭଡା ଘର ସିଲ୍‌ କରାଯାଇଛି। ତେବେ କିଏ ସିଲ୍‌ କରିଛିି ତା...

ରିଆମାଳ ବ୍ଲକ କଂଗ୍ରେସ କର୍ମୀଙ୍କ ସମୂହ ଇସ୍ତଫା

ରିଆମାଳ,୧୯ା୬(ନିରଞ୍ଜନ ବେହେରା) ଦେବଗଡ଼ ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ରିଆମାଳ ବ୍ଲକ ନାଉଲିପଡ଼ାଠାରେ ବ୍ଲକ କଂଗ୍ରେସ କମିଟିର ବହୁ କର୍ମୀ ରବିବାର ଏକ ବୈଠକ କରି ଦଳରୁ ସମୂହ ଇସ୍ତଫା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri