ରାଜ୍ୟ

ମିଳିଲା ଦଣ୍ଡ: ବଦଳିଲେ ଥାନାଧିକାରୀ, ତଦନ୍ତ ଅଧିକାରୀ ନିଲମ୍ବିତ: ଧରିତ୍ରୀକୁ ଧନ୍ୟବାଦ ଦେଲେ ଦୃଷ୍ଟିହୀନ ଦମ୍ପତିି

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ପୋଲିସର ନିଷ୍କ୍ରିୟତା ଯୋଗୁ ନୟାଗଡ଼ର ଏକ ଦୃଷ୍ଟିହୀନ ଦମ୍ପତି ଦୀର୍ଘଦିନ ହେଲା ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ଘଟଣାର ତଦନ୍ତକାରୀ ଅଧିକାରୀ ଶରତ ଚନ୍ଦ୍ର ମିଶ୍ରଙ୍କୁ…

ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଯୁବବର୍ଗ

କଟକ ଅଫିସ, ୩ା୧୦: କଟକ ସ୍ବରାଜ ଆଶ୍ରମରେ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏମ୍‌ପି ଭର୍ତ୍ତୃହରି ମହତାବ,…

୨୧ଜଣଙ୍କୁ ଆଦର୍ଶ ସମ୍ମାନ ୨୦୧୯

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ମହାତ୍ମା ଗାନ୍ଧୀ ଅହିଂସାର ମୂଳମନ୍ତ୍ର ଥିଲେ। ତାଙ୍କର ତ୍ୟାଗ ଆଜି ଦେଶକୁ ସ୍ବତନ୍ତ୍ର ପରିଚୟ ଦେଇଛି। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ତାହା ହିଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଏଠାରେ ମତପ୍ରକାଶ…

ଆସାମରେ ନୂଆଁଖାଇ

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ଆସାମର ବିଶ୍ୱନାଥ ଚାରିଅଲ୍ଲୀ ଅନ୍ତର୍ଗତ ବାଘମାରି ଚା’ ବାଗାନରେ ‘ଓଡ଼ିଆ ମହାସଭା’ ଏବଂ ‘ଓଡ଼ିଆ ଛାତ୍ର ପରିଷଦ’ର ମିଳିତ ଆନୁକୂଲ୍ୟରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗତ ସୋମବାର ନୂଆଁଖାଇ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଆସାମର ଅର୍ଥମନ୍ତ୍ରୀ…

କେନ୍ଦ୍ରାପଡ଼ାରୁ ହଟିବେ ଅନୁପ୍ରବେଶକାରୀ

ଭୁବନେଶ୍ୱର,୩ା୧୦(ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ: କେନ୍ଦ୍ରାପଡ଼ା ଜିଲାରୁ ଅନୁପ୍ରବେଶକାରୀଙ୍କୁ ତଡ଼ାଯିବ। ଖୁବ୍‌ଶୀଘ୍ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏନେଇ ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ(ଆରଜିଆଇ)ଙ୍କୁ ଚିଠି ଲେଖି ଜଣାଇଛନ୍ତି। ୨୦୧୮ ନଭେମ୍ବର ୨୬ ତାରିଖରେ ଆଇନଜୀବୀ ମୋହିତ ଅଗ୍ରଓ୍ବାଲ ଏନେଇ…

ପୁଣି ବଢ଼ିଲା ଡ୍ୟାନ୍ସ ବାର୍‌ ଅଡ଼ୁଆ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ଭୁବନେଶ୍ୱରରେ ପୁଣି ଖୋଲିବାକୁ ଆଶା ବାନ୍ଧିଥିବା ଡ୍ୟାନ୍ସ ବାର୍‌ ପାଇଁ ଏକ ବଡ଼ ଝଟକା ଲାଗିଛି। ବାର୍‌ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ନ ଥିବା କାରଣରୁ ସେଗୁଡ଼ିକୁ ବନ୍ଦ କରିବା ଲାଗି ପୋଲିସ୍‌ ଡିଜି ବିଜୟ କୁମାର ଶର୍ମା…

କଳାଗ୍ରାମ ‘କୁଞ୍ଜବନଗଡ’ ଲୋକାର୍ପିତ

ଦଶପଲ୍ଲା,୩ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲାର କୁଞ୍ଜବନଗଡକୁ ରାଜ୍ୟ ସରକାର ଲୋକକଳା ଗ୍ରାମର ମାନ୍ୟତା ଦେବା ପରେ ବୁଧବାର ଏକ ଉତ୍ସବରେ ଏହା ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଛି। ଉଦ୍‌ଘାଟକ ଭାବେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ। ଜିଲାପାଳ…

ଆବାସ ଗୃହ ବଣ୍ଟନରେ ଅନିୟମିତତା: ଜଣେ ହିତାଧିକାରୀ ହାତୋଉଛନ୍ତି ୨ ଗୃହ

ନୂଆଗାଁ, ୩ା୧୦ (ଡି.ଏନ.ଏ.): ଝାଟିମାଟି ଘରେ ରହୁଥିବା ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ଚାତକ ପରି ଚାହିଁ ରହିଛନ୍ତି। ଏପରିସ୍ଥଳେ ଥରେ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ଆଉ ଥରେ ଆବାସ ଗୃହ ପ୍ରଦାନ କରାଯାଉଛି। ନୟାଗଡ଼…

କର୍ତଙ୍ଗକୁ ଲୋକକଳା ଗ୍ରାମ ମାନ୍ୟତା

ବିନିକା, ୨ା୧୦(ଡି.ଏନ.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ମହାଦେବପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କର୍ତଙ୍ଗ ଗ୍ରାମକୁ ଲୋକକଳା ଗ୍ରାମ୍ୟ ମାନ୍ୟତା ମିଳିଛି ା ରାଜ୍ୟ ସରକାରଙ୍କ ମଞ୍ଜୁରୀ ପରେ ବୁଧବାର ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତ ବିଭାଗ ତରଫରୁ…

ସୁନ୍ଦର ବର ପାଇଁ ସେବାୟତ ଘର କୁମାରୀଙ୍କ ନେତ ପୂଜା

ପୁରୀ ଅଫିସ,୨ା୧୦:ବଳିରେ ବଳି ନ କର କଳି… କାଲି ଆଣି ଦେବୀ ସରୁ ଚକୁଳି…ଏହି ଗୀତରେ ବୁଧବାର ଝଙ୍କୁରିତ ହୋଇଥିଲା ମାର୍କଣ୍ଡ ପୁଷ୍କରିଣୀ କୂଳ। ସେବାୟତ ପରିବାରର କୁମାରୀମାନେ ନେତ ବେଶରେ ସଜେଇ ହୋଇ ଏହି ଗୀତ ବୋଲି ହରପାର୍ବତୀଙ୍କୁ ଆରାଧନା…

ଆରମ୍ଭ ହେଲା ‘ମୋ ସରକାର’ ଯୋଜନା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବାକୁ ନେଇ ସର୍ବଦା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ରହୁଛି। ଅନେକ ସମୟରେ ଡାକ୍ତରଖାନା ଓ ଥାନାର କର୍ମଚାରୀମାନେ ଜନସାଧାରଣଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇ ଆସୁଛି। ଏହି ଦୁଇଟି ବ୍ୟବସ୍ଥାକୁ ସଜାଡିବାକୁ ରାଜ୍ୟ ସରକାର…

ସାପ କାମୁଡ଼ାରେ ମହିଳାଙ୍କ ଜୀବନ ଗଲା

ବଡସାହି,୨ା୧୦(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଧୋବାଧୋବଣୀ ଗ୍ରାମରେ ସାପ କାମୁଡାରେ ଜନୈକା ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର ଜିତରାୟ ସିଂଙ୍କ ସ୍ତ୍ରୀ କାଲ (୩୮) । ଏଥିନେଇ ପୋଲିସ ଏକ ଅପମୃତ୍ୟୁ ମାମଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri