କରଞ୍ଜିଆ ଜେଲ୍ରୁ ଫେରାରଥିବା ଆସାମୀ ଗିରଫ
କାଳିଆପାଣି,୨୬|୬(ଡି.ଏନ୍.ଏ.)- କରଞ୍ଜିଆ ଜେଲରୁ ଫେରାର ଥିବା ଆସାମୀଙ୍କୁ ମଙ୍ଗଳବାର କାଳିଆପାଣି ପୋଲିସ କାବୁକରି ଥାନାରେ ଅଟକ ରଖିଛି। ଆସାମୀ ଜଣଙ୍କ କାଳିଆପାଣି ଥାନା ଅନ୍ତର୍ଗତ ଚାତାରସାହି ଗ୍ରାମର ଭଗବାନ ଟୁଡୁ। ଏ ନେଇ କରଞ୍ଜିଆ ଥାନାକୁ ଖବର ଦିଆଯାଇଥିବା ଥାନା...
ଖଣି ଅଞ୍ଚଳରେ ବଢୁଛି ଟ୍ରାଫିକ୍ ସମସ୍ୟା
କାଳିଆପାଣି,୨୬|୬(ଡି.ଏନ୍.ଏ.)- ସୁକିନ୍ଦା ବ୍ଲକ ଖଣି ଅଞ୍ଚଳରେ ଦୈନନ୍ଦିନ ଟ୍ରାଫିକ୍ ସମସ୍ୟା ବଢିବାରେ ଲାଗିଛି। ଖଣିକୁ କ୍ରୋମାଇଟ ଲୋଡିଂ ପାଇଁ ଆସୁଥିବା ଟ୍ରକ୍ଗୁଡିକ ଉପରେ ପ୍ରଶାସନ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏପରି ହେଉଥିବା ଅଭିଯୋଗ...
ଲୁଚକାଳି ଖେଳୁଛି ମୌସୁମୀ: ବର୍ଷାକୁ ଅନାଇ ଚିନ୍ତାରେ ଚାଷୀ
ବିଞ୍ଝାରପୁର,୨୬|୬(ଡି.ଏନ୍.ଏ.)- ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ୭୦ରୁ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକେ ଚାଷ ଉପରେ ନିର୍ଭର କରନ୍ତି। ପ୍ରତିବର୍ଷ ବ୍ଲକର ବିଭିନ୍ନ ରାଜସ୍ବ ମୌଜାରେ ପ୍ରାୟତଃ ୧୪ହଜାର ହେକ୍ଟର ଜମିରେ ଖରିଫ ଫସଲ ହୋଇଥାଏ। କିନ୍ତୁ ଅଧିକାଂଶ ଅଞ୍ଚଳରେ ଜଳସେଚନର ସୁବିଧା...
ସମଲେଶ୍ୱରୀ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା ପ୍ରସଙ୍ଗ: ରେଳମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ରାୟଗଡା ଜିଲାରେ ମଙ୍ଗଳବାର ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। କର୍ତ୍ତବ୍ୟରତ ରେଳ କର୍ମଚାରୀଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖପ୍ରକାଶ କରିଛନ୍ତି। ଏହାସହ ସେ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ ଏ ବିଷୟରେ କଥା...
ଦିବ୍ୟାଙ୍ଗ ଭାଇଭହେନ୍ ଘଟ୍ନା:ସାହାଯ୍ର ହାତ ବଢ଼ାଲା ପରଶାସନ
କୋକସରା, ୨୬ା୬ (ଡି.ଏନ୍.ଏ) : କୋକସରା ବ୍ଲକ କାଉଡ଼ୋଲା ପଁଚେତ୍ କାଉଡ଼ୋଲା ଗଁାର ନିଲାମ୍ବର ରାଉତକଁର ପୁଓ ମକରନ୍ଦ(୧୯) ଆର ଝି’ ଭୂମିସୂତା(୧୭) ଜନ୍ମୁ ଦିବ୍ୟାଙ୍ଗ। ଅଭାବ ଅନାଟନ ଲାଗି ମା’ବାପ୍ ଦିବ୍ୟାଙ୍ଗ ପୁଓ ଝି’କେ ଠିକ୍ସେ ଚିକିସତ୍ା କରେଇ...
ଆଟେଣ୍ଡାଣ୍ଟ ଭରସାରେ କୁଦୋପାଲି ଡାକ୍ତରଖାନା
ସୋହେଲା,୨୬ା୬ (ଡି.ଏନ୍.ଏ):ବରଗଡ଼ ଜିଲା ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ୧୯୮୯ ସାଲେ କୁଦୋପାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଥାପନ ହେଇଥିଲା। ରାଏଜ୍ ସରକାର ଇ ଡାକ୍ତରଖାନାକେ ମାହାଲିଆ ଉଷୋକଷା ସମେତ ଉନିଆ ସାଜୋସାମାନ ଯୁଗେଇ ଦେଇଛନ୍। ହେଲେ ଦୁଖକର...
ବିବାହ ପୂର୍ବରୁ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ
ଛତ୍ରପୁର,୨୬ା୬(ଡି.ଏନ.ଏ)-ଗଞ୍ଜାମ ଜିଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି। ବିବାହ ପୂର୍ବରୁ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ କରାଯିବ ା ଏଥିପାଇଁ ଗ୍ରାମ୍ୟ ସ୍ତରରେ ଏଏନଏମ୍, ଅଙ୍ଗନୱାଡି କର୍ମୀ ଓ ପ୍ରାଥମିକ...
ଡିବିରି ନିଆଁରୁ ଅଗ୍ନିକାଣ୍ଡ, ବାପପୁଅ ଗୁରୁତର
ତୁମୁଡ଼ିବନ୍ଧ,୨୬ା୬(ଡି.ଏନ୍.ଏ)-ତୁମୁଡ଼ିବନ୍ଧ ବ୍ଲକ ବେଲଘର ବଜାରସାହିରେ ସୋମବାର ରାତିରେ ଡିବିରିରୁ ନିଅଁା ବ୍ୟାପି ୨ ବଖରା ଜଳି ଯାଇଥିବାବେଳେ ବାପ ପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ ରଘୁନାଥ ବେହେରା ଓ ପୁଅ ପ୍ରଦୀପ। ବିଜୁଳି ନ ଥିବାରୁ ରାତିରେ ଡିବିରି...
ଦୁଇମାସ ପୂରିନି : ପିଚୁ ଉଠି ଗଲାଣି
ପାଟଣା,୨୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳି ପଶିରୁ ମଲ୍ଲୀପଶି ପଶି ପାର୍ଯ୍ୟନ୍ତ ୪କି.ମି. ରାସ୍ତା କୁ ଗ୍ରାମ ଉନ୍ନୟନ ବିଭାଗ ତରଫରୁ ଦେଢ଼ କୋଟି ଟଙ୍କା ବ୍ୟୟ ଅଟକଳରେ ପିଚୁ କରାଯାଇଥିଲା। ୨ ମାସ ହୋଇନି ରାସ୍ତାରୁ ପିଚୁ ଉଠିଗଲାଣି...
କ୍ୟାନସର ପୀଡିତ ହୀନସ୍ତା: ଦଲାଲ କବଳରେ ରୋଗୀ
କେନ୍ଦୁଝର, ୨୬ା୬ (ସ୍ବ.ପ୍ର.)-ସରକାର ଗରୀବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ କ୍ୟାନସର ରୋଗୀଙ୍କ ଲାଗି ମଧ୍ୟ ମାଗଣା ଚିକିତ୍ସା ବ୍ୟବସ୍ଥା କରିଛନ୍ତି। କିନ୍ତୁ କେନ୍ଦୁଝର ଜିଲାର ସାହାରପଡା ବ୍ଲକର ଖଜିରାପାଟ ପଞ୍ଚାୟତର ଦୁଆଘାଟର କ୍ଷେତ୍ରବାସୀ ଦେହୁରୀ (୫୦) ନାମକ...
ଭିନ୍ନ ଏକ ଧାମ, ଅନ୍ୟ ଏକ ପୀଠ ଅଲାରନାଥ: ଅଷ୍ଟମ ଦିନରେ ଅଣସର ଦର୍ଶନ
ବ୍ରହ୍ମଗିରି, ୨୫।୬(ଡି.ଏନ୍.ଏ.)-ଭିନ୍ନ ଏକ ଧାମ, ଅନ୍ୟ ଏକ ପୀଠ। ଯାହାର ନାମ ବ୍ରହ୍ମଗିରି ଧାମ ଆଉ ଅଲାରନାଥ ପୀଠ। ଏହି ଧାମ ତୀର୍ଥ କ୍ଷେତ୍ରର ମାନ୍ୟତା ନ ପାଇଥିଲେ ବି ଏଠାକୁ ଏବେ ଛୁଟିଆସୁଛନ୍ତି ହଜାର ହଜାର ଭକ୍ତ। ଭକ୍ତିର...
ସୂଚନା ଓ ଲୋକସମ୍ପର୍କ ବିଭାଗ: କୃପାସିନ୍ଧୁ ମିଶ୍ର ନୂତନ ନିର୍ଦ୍ଦେଶକ
ଭୁବନେଶ୍ୱର,୨୫।୬(ବ୍ୟୁରୋ)- କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ଦ୍ୱାରା ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ । ସେଥିପାଇଁ କର୍ମସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକଭାବେ...
Archives


