ଓଏଏସ୍ ସ୍ତରରେ ଅଦଳବଦଳ: ୪୧ ଜଣଙ୍କୁ ବଦଳି
ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଉପଜିଲାପାଳ ସ୍ତରରେ ମୋଟ ୪୧ ଜଣ ଅଫିସରଙ୍କୁ ବଦଳି କରାଯାଇଛି। ଏ...
ଆଜି ୯ ଜିଲାରେ ବର୍ଷା
ଭୁବନେଶ୍ୱର, ୯।୭(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଝାଡ଼ଖଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ସୋମବାର ଉତ୍ତର ଓଡ଼ିଶା ଜିଲାଗୁଡ଼ିକରେ ଭଲ ବର୍ଷା ହୋଇଛି। ୧୧ ତାରିଖଠାରୁ ଉପକୂଳ ଓ ଉତ୍ତର...
ସହର ମଝିରେ ପଥର ଖଣି: ଦିନ ଦ୍ୱିପ୍ରହରରେ ହେଲା ବ୍ଲାଷ୍ଟିଂ
ନୟାଗଡ଼ ଅଫିସ,୯।୭-ନୟାଗଡ଼ ସହର ମଝିରେ ରହିଛି ପଥର ଖଣି। ଜଣେ ବ୍ୟକ୍ତିଙ୍କର ଏହା ଘରୋଇ ଖଣି ହୋଇଥିବା ବେଳେ ଉକ୍ତ ଖଣିରୁ ସୋମବାର ଦିନଦ୍ୱିପ୍ରହରରେ ବେଆଇନ ଭାବେ ବ୍ଲାଷ୍ଟିଂ ହୋଇଛି। ଏହାର ଶବ୍ଦ ଏତେ ଜୋର୍ ଥିଲା ଯେ କିଛି...
‘ଜଳସମ୍ପଦ ସୁରକ୍ଷା ଲାଗି ସମ୍ମିଳିତ ଲଢ଼େଇ ଲୋଡ଼ା’
ବଡବିଲ,୯।୭(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିଭିନ୍ନ କଳକାରଖାନା ନଦୀରୁ ସ୍ବଚ୍ଛଜଳ ନେଇ ଏହା ମଧ୍ୟକୁ ଦୂଷିତ ଜଳ ଛାଡୁଛନ୍ତି। ଏଭଳି କାର୍ଯ୍ୟ କରି ସେମାନେ ମଣିଷ ଜୀବନ ସହ ଖେଳ ଖେଳୁଛନ୍ତି। ଏହାକୁ ରୋକାଯିବା ଜରୁରୀ। ଜଳସମ୍ପଦର ସୁରକ୍ଷା ଲାଗି ସମସ୍ତେ ଏକାଠି...
ଆଧାର ନ ଥିଲେ ଚାଉଳ ନାହିଁ
ଭୁବନେଶ୍ୱର,୯ା୭(ବ୍ୟୁରୋ): ବ୍ୟକ୍ତିର ସମସ୍ତ ବ୍ୟକ୍ତିଗତ ପଞ୍ଜିକା ଆଧାର କାର୍ଡରେ ଲିପିବଦ୍ଧ ହୋଇ ରହିଛି। ଏହାକୁ କୌଣସି ପରିସ୍ଥିତିରେ କୌଣସି ଜନକଲ୍ୟାଣକାରୀ ଯୋଜନାରେ ଦେବାକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ। ଏ କଥା ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ୱେ ଆଧାର କାର୍ଡକୁ...
ଆନ୍ଦୋଳନକାରୀଙ୍କୁ ମନାଇ ପାରିଲାନି ପ୍ରଶାସନ: ଆଲୋଚନା ଫେଲ୍ ମାରିଲା
ଚମ୍ପୁଆ,୯ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ଖଣି ଖାଦାନଭରା ଚମ୍ପୁଆ ଅଞ୍ଚଳରେ ପାରିପାର୍ଶ୍ୱିକ ଉନ୍ନତି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବି କରି ବଡକାଳିମାଟି ଗ୍ରାମବାସୀ ଦୀର୍ଘ ୨୨ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଆଗରେ...
ଜୀବନ ଗଲା ପରେ ପ୍ରଶାସନର ଚେତା ପଶିଲା:ଭାରିଯାନ ଚଳାଚଳ ଉପରେ ଅଙ୍କୁଶ
ବନ୍ତ, ୯।୭ (ସ୍ବ.ପ୍ର.) – ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥରେ ରବିବାର ରାତିରେ ହାଇୱା ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିଛି। ଲୋକଙ୍କ ଦୀର୍ଘଦିନର ଦାବିକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ଓ ପୋଲିସ...
ସ୍ବପ୍ନ ଦେଇଛି ଜିଇବାର ସାହାରା:ନିଆରା ବ୍ୟକ୍ତିତ୍ୱ ଚନ୍ଦ୍ରଶେଖର
ସିମୁଳିଆ, ୯।୭(ଡି.ଏନ.ଏ.)-ବିଭିନ୍ନ ଅଞ୍ଚଳରେ ଖାଦ୍ୟରୁଚିରେ ଭିନ୍ନତା ପରିଲକ୍ଷିତ ହୁଏ। କେଉର୍ଁଠି ଘୁଗୁନି ଓ ଆଳୁଦମ ତ ଆଉ କେଉଁଠି ଦହିବରା ଭଳି ନାନା ଖାଦ୍ୟର ଅଧିକ ଚାହିଦା ରହିଥାଏ। ବର୍ତ୍ତମାନ ସମୟରେ ଫାଷ୍ଟଫୁଡ୍ର ଚାହିଦା ବଢିଥିଲେ ବି ଅନେକ ବ୍ୟକ୍ତ...
୫ଦିନରେ ଦୋକାନ ବନ୍ଦ ପାଇଁ ପ୍ରତିଶ୍ରୁତି
ହାତିଓଟ,୯ା୭-ପୋଲସରା ବ୍ଲକ ଜକର ପଞ୍ଚାୟତ ଜକର ଗ୍ରାମରେ ଚାଲିଥିବା ମଦବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଶନିବାର ୨୭ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମଦ ବନ୍ଦ ପାଇଁ ପୋଲସରା ବିଡିଓଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ରବିବାର ଗ୍ରାମର ଗୋପିନାଥ ମନ୍ଦିରଠାରେ...
ସ୍କୁଲକୁ ସିଗାରେଟ୍, ପାନ ନେଲେ କାର୍ଯ୍ୟାନୁଷ୍ଠାନ
ଛତ୍ରପୁର,୯ା୭(ଡି.ଏନ.ଏ.)-କୌଣସି ସରକାରୀ କିମ୍ବା ସେସରକାରୀ ସ୍କଲ ପରିସରକୁ ଶିକ୍ଷକ ଓ ଛାତ୍ରୀଛାତ୍ର ସିଗାରେଟ୍, ଗୁଟଖା ଆଦି ନେବା ଉପରେ ନିଷେଧ କରାଯାଇଛି ା ଏଥିପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଟବାକୋ...
ବକେୟା ବେତନ ପ୍ରଦାନ ଦାବିରେ ଗଣଧାରଣା
ବ୍ରହ୍ମପୁର ଅଫିସ୍,୯ା୭-ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ବକେୟା ବେତନ ପ୍ରଦାନ ଦାବିରେ ସାଉଥ୍କୋ କର୍ପୋରେଟ୍ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଗଣଧାରଣା ଦିଆଯାଇଥିଲା। ଏଥିରେ ଅନ୍ୟ ସଂଗଠନଗୁଡ଼ିକ ମଧ୍ୟ ସାମିଲ୍ ହୋଇଥିଲେ । ଶକ୍ତି ବିଭାଗ ବରିଷ୍ଠ...
ଶହେ ପରତିଶତ ଅକ୍ଷମ ଯୋଗେଶ୍ୱର:ଭତାରେ ସୀମିତ ସରକାରୀ ସାହାଯ୍
ଡୁଙ୍ଗୁରିପାଲି, ୯ । ୭ (ଡି.ଏନ୍.ଏ.): ଦିବ୍ୟାଙ୍ଗମାନେ କେନ୍ଥେଇ ସମାଜର ମୁଖିଆ ଧାରରେ ସାମିଲ ହେଇପାରବେ ସେଥିରଲାଗି ଉଭଏ କେନ୍ଦ୍ର ଆର ରାଏଜ୍ ସରକାର ଯୋଜନା ଉପରେ ଯୋଜନା ତିଆର କରୁଛନ୍। ହେଲେ ଅନେକ ଜାଗାରେ ସରକାରୀ ଅଧ୍କାରୀ, କରମଚାରୀକର...
Archives


