ଯୌତୁକ ନିର୍ଯାତନା ଦେବା ପଡ଼ିଲା ମହଙ୍ଗା: ସ୍ବାମୀ, ଯା’ଙ୍କୁ ୨ ବର୍ଷ ଜେଲ
ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମ୍ଏଫସି) ରାଜଶ୍ରୀ ଆରିୟବାଳା ତ୍ରିପାଠୀ ଗୁରୁବାର ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ଆଧାରରେ ମାଜିଷ୍ଟ୍ରେଟ ନିର୍ଯାତିତା ମହିଳାଙ୍କ ସ୍ବାମୀ ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠି…
ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ
ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ଅଭିଯୁକ୍ତ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଞ୍ଚଳର ମାଧବ ସ୍ବାଇଁ(୬୨)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨୦…
ହାଇକୋର୍ଟଙ୍କ ତୋରଣ କଟକଣା
କଟକ,୨୧।୮: କଟକ ଦୁର୍ଗାପୂଜା ପ୍ରସଙ୍ଗ ଉପରେ ହାଇକୋର୍ଟ ଗୁରୁବାର ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟଙ୍କ କଟକଣା ଲଗାଇଛନ୍ତି। ଏପରିକି ଇଲେକ୍ର୍ଟିକ ଗେଟ୍ ନିର୍ମାଣ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି…
ବିଭିନ୍ନ ଦାବି ନେଇ ଗର୍ଜିଲେ ଅଙ୍ଗନଓ୍ବାଡ଼ି ଦିଦି, ଦାବି ପୂରଣ ନ ହେଲେ…
କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଗାଁରୁ ସହର ସବୁଠି ସରକାରଙ୍କ ସମସ୍ତ ଜନହିତକର ଯୋଜନାକୁ ସଫଳ ରୂପାୟନ କରିଥାଆନ୍ତି ଅଙ୍ଗନଓ୍ବାଡ଼ିକର୍ମୀମାନେ। କିନ୍ତୁ ସରକାର ସବୁବେଳେ ଏହିମାନଙ୍କୁ ହତାଦର କରୁଥିବା ଅଭିଯୋଗ କରିଛନ୍ତି ଅଙ୍ଗନଓ୍ବାଡ଼ି କର୍ମୀ। ଏନେଇ ଗୁରୁବାର ଜିଲାର ୩ ହଜାରରୁ ଊର୍ଦ୍ଧ୍ୱ…
ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଅଲ୍ ଓଡ଼ିଶା ଅଙ୍ଗନଓ୍ବାଡ଼ି ଓ୍ବାର୍କର ଆସୋସିଏଶନ
ବଲାଙ୍ଗୀର,୨୧ା୮(ସୁନୀଲ ମହାନ୍ତି): ଭାରତୀୟ ମଜଦୂର ସଂଘ ଅଲ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ୍ ଓ୍ବାର୍କର୍ସ ଆସୋସିଏଶନ ରାଜ୍ୟ ସଂଘ ବଲାଙ୍ଗୀର ଶାଖା ତରଫରୁ ୧୨ ଦଫା ଦାବି ନେଇ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପୋଷଣ ଟ୍ରାକର ତଥା ଏଫ୍ଆର୍ଏସ୍ରେ ହେଉଥିବା…
ଆବାସିକ ସ୍କୁଲରେ ଛାତ୍ରୀମାନଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନଶିକ୍ଷକ ଥାନାରେ ଅଟକ
ଝାରସୁଗୁଡ଼ା,୨୧ା୮: ଝାରସୁଗୁଡ଼ା ଆବାସିକ ସ୍କୁଲରେ ଛାତ୍ରୀମାନଙ୍କୁ ଅସଦାଚରଣ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ବନହରପାଲ୍ଲୀ ଥାନାରେ ଲିଖିତ ଅଭିଯୋଗ ପରେ ଏକ ରୁଜୁ ମାମଲା ହୋଇଥିବାବେଳେ ଆବାସିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଥାନାରେ ଅଟକ ରହିଛନ୍ତି।
ଏବେ ବି ଦଳରେ ରାଜ୍ କରୁଛନ୍ତି ପାଣ୍ଡିଆନ! ବିଜେଡି ନେତାଙ୍କ ବଡ଼ ଖୁଲାସା, ରାଜ୍ୟରେ ଚହଳ
ଭୁବନେଶ୍ୱର,୨୧।୮: ବିଜେଡିରେ ଭି କାର୍ତ୍ତିକେୟନ ପାଣ୍ଡିଆନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ। କିନ୍ତୁ ବିଜେଡି ଗତ ନିର୍ବାଚନ ହାରିବା ପରେ ପରେ ପାଣ୍ଡିଆନଙ୍କୁ ବିଜେଡି ସମର୍ଥକ ଦୋଷ ଦେବାରୁ ପ୍ରାୟୋଜିତ ଭାବେ ରାଜନୀତିରୁ ସନ୍ୟାସ ନେଇଥିଲେ ପାଣ୍ଡିଆନ।…
ସ୍ପେଶାଲ OTET ପୁଣି ସ୍ଥଗିତ: ଖୁବ୍ଶୀଘ୍ର ପ୍ରକାଶ ପାଇବ…
ଭୁବନେଶ୍ୱର,୨୧।୮: ସ୍ପେଶାଲ OTET ପୁଣି ସ୍ଥଗିତ ରଖାଯାଇଛି। ଆସନ୍ତା ୩୧ରେ ହେବାକୁ ଥିବା ଏହି ପରୀକ୍ଷାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ଥଗିତ କରାଯାଇଛି। ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଖୁବଶୀଘ୍ର OTET…
ବୃଦ୍ଧ ବାପାଙ୍କୁ ନିର୍ମମ ଭାବେ ହତ୍ୟା କରି ଗାତରେ ଫିଙ୍ଗିଦେଲେ ପୁଅ, ଦୁଇଦିନ ପରେ…
ଦେବଗଡ଼,୨୧ା୮(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଲା ଥାନା ଗୋହଡ଼ା ଜାମୁନାଳୀ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଚି। ଜଣେ ବୃଦ୍ଧ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସଇତାନ ପୁଅ। ଘର ପଛ ପଟେ ଥିବା ଏକ ଗାତରୁ ଗୁରୁବାର ମୃତଦେହ…
ବେଙ୍ଗାଲୁରୁରୁ ଫେରୁଥିଲେ ଯୁବତୀ, ଭୁଲ୍ ବଶତଃ ଆଉ ଏକ ଟ୍ରେନ୍ରେ ଉଠିଯିବା ପରେ ନାହିଁ ଖୋଜଖବର
ବୈଶିଙ୍ଗା,୨୧ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ପଦ୍ମନାଭପୁର ଗ୍ରାମର ଯୁବତୀ ବେଙ୍ଗାଲୁରୁରୁ ଫେରୁଥିବାବେଳେ ଭୁଲ ବଶତଃ ଅନ୍ୟ ଏକ ଟ୍ରେନ୍ରେ ଉଠିଯିବା ପରେ ତାଙ୍କର ଆଉ କୌଣସି ଖୋଜଖବର ମିଳୁ ନ ଥିବା ପରିସ୍ଥିତିରେ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି…
ଘୋଷଣା ହେବ ଆଉ ୯ ନୂଆ NAC, ନଗର ଉନ୍ନୟନ ମନ୍ତ୍ରୀ କହିଲେ…
ଭୁବନେଶ୍ୱର,୨୧ା୮: ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ NAC। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗତ ୧୬ ତାରିଖରେ ୧୨ଟି NAC ଘୋଷଣା ହୋଇଥିଲା। ଅନ୍ୟ ଯେଉଁ ଜିଲାରେ NAC ପାଇଁ…
କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ
ଖୋର୍ଦ୍ଧା,୨୧ା୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା-ଅବକାରୀ ବିଭାଗର ଚଣ୍ଡେଶ୍ବର ଛକ ନିକଟରେ ଚଢ଼ାଉ କରାଯାଇ ୧୦ କୁଇଣ୍ଟାଲ ୫୦କେଜି ଗଞ୍ଜେଇ ସହ ପିକଅପ୍ ଜବତ ହୋଇଥିବାବେଳେ ଜଣେ ଗିରଫ ହୋଇଛନ୍ତି। ସେ ହେଲେ ଖୋର୍ଦ୍ଧା ଗୁଡୁମ ଅଞ୍ଚଳର ପ୍ରିୟରଞ୍ଜନ ପଣ୍ଡା। ଜବତ ଗଞ୍ଜେଇର ଆନୁମାନିକ…
Archives


