ଅନ୍ତର୍ଜାତୀୟ ମାତୃଭାଷା ଦିବସ: ସବୁ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର,୨୧।୨(ବ୍ୟୁରୋ): ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଅନ୍ତର୍ଜାତୀୟ ମାତୃଭାଷା ଦିବସର ଶୁଭେଚ୍ଛା। ଆମ ମାତୃଭାଷା ଓଡ଼ିଆର ମାଧୁର୍ଯ୍ୟ ହେଉଛି ଆମର ସ୍ବତନ୍ତ୍ର ପରିଚୟ। ଏହାକୁ ସମୃଦ୍ଧ…
କଳ୍ପନା ଦାଶ, ବବ୍ଲି ହତ୍ୟା ଘଟଣା: ମରାଠା ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ
ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଛତିଶଗଡ଼ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ହମିରପୁର ଜଙ୍ଗଲରେ କଳ୍ପନା ଦାଶ ଓ ଝିଅ ବବ୍ଲି ହତ୍ୟା ଘଟଣାରେ ଏବେ ଛତିଶଗଡ଼ ପୋଲିସ ଅଡୁଆରେ ପଡିଛି। ଅଭିଯୁକ୍ତ ଅନୁପ ଏବଂ ଡ୍ରାଇଭର ବର୍ଦ୍ଧନଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ…
କେନ୍ଦ୍ର ପଇସା ସୁଧରେ ଆଦର୍ଶ ବିଦ୍ୟାଳୟ: ବିରୋଧୀ ଦଳ ନେତାଙ୍କ ଅଭିଯୋଗ
ଭୁବନେଶ୍ୱର,୨୧।୨(ବ୍ୟୁରୋ): ଗତ ୨୧ ବର୍ଷରେ ମାତ୍ର ୨୬ ହଜାର ବେକାରିଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଖାଲି ପଦବୀରେ ମାତ୍ର ୧% ନିଯୁକ୍ତି ଦେଇଛନ୍ତି। ସ୍କୁଲ, ଡାକ୍ତରଖାନା ସବୁଠି ପଦବୀ ଖାଲି। ୨୦୦୯ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୨୨ ଲକ୍ଷ ୫୭ ହଜାର…
ମୋ ଭାଷା, ମୋ ପରିଚୟ
ଭୁବନେଶ୍ୱର,୨୧।୨(ବ୍ୟୁରୋ) : ମା’ ଗର୍ଭରୁ ମାଟିରେ ପାଦ ରଖିବା ପରେ ମଣିଷ ଯେଉଁ ଭାଷା ପ୍ରଥମେ ଶିଖେ ଓ କହେ, ତାହା ହେଉଛି ମାତୃଭାଷା। ବ୍ୟକ୍ତିର ସମ୍ମାନ ଓ ସ୍ବାଭିମାନ, ସ୍ବପ୍ନ ଓ ଜୀବନ- ସବୁଠି ପ୍ରତିଧ୍ୱନିତ ହୁଏ ଯେଉଁ ଶବ୍ଦ,…
ବାଙ୍କୀ ଡବଲ୍ ମର୍ଡର ଘଟଣା: ଅଭିଯୁକ୍ତ ଜିତେନ୍ଦ୍ର ଗିରଫ
କଟକ ଅଫିସ/ବାଙ୍କୀ(ସ୍ବ.ପ୍ର)୨୧।୨: ବହୁ ଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣାରେ ସ୍ଥାନୀୟ ପୋଲିସ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ କଟକ ଜିଲା ବୈଦେଶ୍ୱର ଥାନା ଅଧୀନ ଖଜୁରିପଦା ଗ୍ରାମର ଜିତୁ ଓରଫ ଜିତେନ୍ଦ୍ର ସ୍ବାଇଁ…
ପରିବେଶ ପର୍ଯ୍ୟଟନସ୍ଥଳୀରେ ବଢ଼ୁଛନ୍ତି ପର୍ଯ୍ୟଟକ
ଭୁବନେଶ୍ୱର,୨୧।୨(ବ୍ୟୁରୋ): ନୟାଗଡ଼ ଜିଲାର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଛୋଟ ଆଭ୍ୟନ୍ତରୀଣ ଗ୍ରାମ ବଡ଼ମୂଳ ସମ୍ପର୍କରେ ଦିନେ କେହି ଶୁଣି ନ ଥିଲେ କି ଜାଣି ନ ଥିଲେ। ହେଲେ ଆଜି ଏହି ଗାଁ ଦେଶ, ବିଦେଶର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ…
୭ ବର୍ଷରେ ୨୪.୬୧ % ଦାରିଦ୍ର୍ୟ କମିଛି: ମନ୍ତ୍ରୀ
ଭୁବନେଶ୍ୱର,୨୧।୨(ବ୍ୟୁରୋ): ଗତ ୨୦ ବର୍ଷ ମଧ୍ୟରେ ଓଡିଶା ସାମଗ୍ରିକ ଅର୍ଥନୈତିକ ପ୍ରଗତି, ଦାରିଦ୍ର୍ୟ ଦୂରୀକରଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ପ୍ରଶଂସନୀୟ ଅଗ୍ରଗତି ହାସଲ କରିଛି। ଏକ ସ୍ଥିର ଏବଂ ସମ୍ବେଦନଶୀଳ ଶାସନ, ଉତ୍ତମ ଆର୍ଥିକ ପରିଚାଳନା ଯୋଗୁ ରାଜ୍ୟର ସାମାଜିକ,…
ବାଙ୍କୀ ଡବଲ ମର୍ଡର ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ
ଭୁବନେଶ୍ୱର,୨୧।୨(ବ୍ୟୁରୋ): କଟକ ଜିଲା ବାଙ୍କୀଠାରେ କିଛିଦିନ ତଳେ ଘଟିଥିବା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ କଂଗ୍ରେସ ଟାର୍ଗେଟ କରିଛି। ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।…
ମୀନାକ୍ଷୀ ମିଶ୍ର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ଭାଜପା
ଭୁବନେଶ୍ୱର,୨୧।୨(ବ୍ୟୁରୋ): ପୋଲିସଠାରୁ ନ୍ୟାୟ ନ ପାଇ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ରହ୍ମପୁର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମୃତ୍ୟୁ ଘଟିଛି। ଯଦି ସରକାର ଓ ପ୍ରଶାସନ ତାଙ୍କ ଅଭିଯୋଗ ଶୁଣିଥାନ୍ତେ ତେବେ ମୀନାକ୍ଷୀଙ୍କ…
ବିଇଡି, ଏମ୍ଇଡି ଶିକ୍ଷାନୁଷ୍ଠାନକୁ ବନ୍ଦ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ
ଭୁବନେଶ୍ୱର, ୨୧। ୨(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ବିଇଡି ଏବଂ ଏମ୍ଇଡି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାର ହୀନ ଚେଷ୍ଟା ବିରୋଧରେ ଏଆଇଡିଏସଓ ପକ୍ଷରୁ ଦୃଢ ବିରୋଧ କରାଯିବା ସହ ଆନ୍ଦୋଳନ କରିବାକୁ ଆହ୍ବାନ ଦିଆଯାଇଛି। ଗୁରୁବାର ଏକ ପ୍ରେସ…
ସଫଳ ହେଲା ୭୫ତମ ଅସ୍ଥିମଜ୍ଜା ପ୍ରତିରୋପଣ
କଟକ ଅଫିସ,୨୧।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ(ଏସ୍ସିବି)ରେ ଗୁରୁବାର ସଫଳତାର ସହ ୭୫ତମ ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍ମାରୋ ଟ୍ରାନ୍ସପ୍ଲାଣ୍ଟ) କରାଯାଇଛି। ଦେବଗଡ଼ ଜିଲା ଭିତିରିଆ ସାହିର ରାଜେଶ ଅଗ୍ରୱାଲ୍(୫୫)ଙ୍କଠାରେ ଏହି ପ୍ରତିରୋପଣ କରାଯାଇଛି। ହେମାଟୋଲୋଜି ବିଭାଗରେ ଅନୁଷ୍ଠିତ…
ଗୋଲ୍ଡେନ୍ ବାବାଙ୍କ ଠକେଇ ମାମଲାର ତଦନ୍ତ କରିବ ଇଡି
ଭୁବନେଶ୍ୱର,୨୧।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ଗୋଲଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବାବାଙ୍କ ଅମାପ ସମ୍ପତ୍ତି ଖୋଳତାଡ଼ କରିବା ସହ ତାଙ୍କ ଆପରାଧିକ ସାମ୍ରାଜ୍ୟର ଖୁଲାସା ହେବ। ବାବା…
Archives


