ଆଜି ଦିଲ୍ଲୀରେ ବସିବ ଓଡ଼ିଶା କଂଗ୍ରେସର ବଡ଼ ବୈଠକ, ସଦସ୍ୟଙ୍କୁ ରାହୁଲ ଦେବେ…
ଭୁବନେଶ୍ୱର,୨୫ା୮: ଆଜି ଅର୍ଥାତ୍ ସୋମବାର ଓଡ଼ିଶା କଂଗ୍ରେସ ପାଇଁ ନୂଆଦିଲ୍ଲୀରେ ଏକ ବଡ଼ ବୈଠକ ଅନୁଷ୍ଠିତ ହେବ। ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ଅଜୟ ଲଲୁ ଓ…
ରାଜନୀତିରେ ହଇଚଇ: ବିଜେଡି ନେତାଙ୍କ ସହ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କରୁଛନ୍ତି ଗୁପ୍ତ ମନ୍ତ୍ରଣା, ନବୀନଙ୍କ ପାଇଁ…
ଭୁବନେଶ୍ୱର,୨୫ା୮(ରବିନାରାୟଣ ଜେନା): ବରିଷ୍ଠ ପ୍ରଶାସନିକ ଅଧିକାରୀ ପଦରୁ ସ୍ବେଚ୍ଛାକୃତ ଅବସର ନେଇଥିବା ସୁଜାତା କାର୍ତ୍ତିକେୟନ ରାଉତ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିର ମଙ୍ଗ ଧରିବା ନେଇ ଚର୍ଚ୍ଚା ଲାଗି ରହିଛି। ରବିବାର ସୁଜାତାଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ…
ନୂଆପଡ଼ା ଜିଲାରେ ବାଘ ଆତଙ୍କ: ୨ଟି ଛେଳିକୁ ମାରି ଖାଇଲା
ନୂଆପଡ଼ା,୨୫।୮(ମକାରୁ ବେମାଲ): ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟରେ କିଛି ମାସ ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ବାଘ ୨ଟି ଛେଳିକୁ ଖାଇଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଶନିବାର ଅପରାହ୍ନରେ ବୋଡେନ ବ୍ଲକ ନାଗପଡା ପଞ୍ଚାୟତ ଖୋଲିଭିତର ଗଁାର…
ଏହି ଜିଲାରେ ବନ୍ୟା ସ୍ଥିତି: ୨ ଦିନ ପାଇଁ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ
ଭଦ୍ରକ,୨୪।୮: ଲଗାଣ ବର୍ଷା ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଭଦ୍ରକ ଜିଲାର ଧାମନଗର ବ୍ଲକରେ ସୃଷ୍ଟି ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଧାମନଗରର ୪ଟି ପଞ୍ଚାୟତ—ସୋହଡ଼ା, ପଧାନୀ, ଅର୍ଜୁନପୁର…
ଆଖିବୁଜିଲା ଅସୁସ୍ଥ ଓଟ
କୁତ୍ରା,୨୪ା୮(ଦେବାଶିଷ ସାହୁ): ବହୁ ବର୍ଷ ଧରି ମାଲିକଙ୍କୁ ରୋଜଗାର ଯୋଗାଉଥିଲା ଓଟ। ଯେତେବେଳେ ଓଟ ଅସୁସ୍ଥ ହେଲା ସେତେବେଳେ ମାଲିକ ତାକୁ ଛାଡ଼ିଦେଇ ଚାଲିଗଲେ। ବର୍ଷାରେ ଭିଜି ଭିଜି ଖାଇବା ନ ମିଳିବାରୁ ଭୋକ ସହି ନ ପାରି ରୋଗିଣା ଓଟ…
ସ୍ତ୍ରୀଙ୍କୁ ବାପଘରୁ ଆଣିବାକୁ ଯାଇଥିଲେ ଜ୍ୱାଇଁ, ଶ୍ୱଶୁର ଆକ୍ରମଣ କରିବାରୁ…
ବଲାଙ୍ଗୀର,୨୪ା୮(ସୁନୀଲ କୁମାର ମହାନ୍ତି): ଶ୍ୱଶୁରଙ୍କ ଆକ୍ରମଣରେ ଜ୍ୱାଇଁ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲା ଦେଓଁ ଗାଁ ବ୍ଲକ ଶିବତଲା ଗାଁରେ। ଆଠଗାଁର ସମୀର କୁଅଁରଙ୍କ ସ୍ତ୍ରୀ ବାପଘର ଶିିବତଲା ଗାଁରେ ରହୁଥିବାବେଳେ ସ୍ତ୍ରୀକୁ ଆଣିବାକୁ ଗାଁକୁ ଯାଇଥିଲେ।…
ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର: ପ୍ରସୂତି-ନବଜାତକଙ୍କ ମୃତ୍ୟୁ ନେଇ ଜେଲ୍ ଗଲେ ନର୍ସିଂହୋମ୍ ମାଲିକ
ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ସାହାରା ନର୍ସିଂହୋମ୍ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଗତ ମେ’ ୧୧ରେ ଜଣେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଫେରାର…
ବୋମା ଫୁଟାଇ ସୁନା ଦୋକାନରୁ ଅଳଙ୍କାର ଲୁଟ୍, ଗୁଳି ବାଜି…
ନିରାକାରପୁର,୨୪ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିଠାରେ ଥିବା ସାଇ ସୋନୁ ଅଳଙ୍କାର ଦୋକାନରୁ ରବିବାର ମଧ୍ୟାହ୍ନରେ ଲୁଟେରାମାନେ ଆସି ଦୋକାନରୁ ସର୍ବସ୍ବ ଲୁଟି ଥିବା ଜଣାପଡ଼ିଛି। ୪ଟି ପଲସର ବାଇକ୍ରେ ୮ ଜଣ ଦୁର୍ବୃତ୍ତ ପିସ୍ତଲ…
କୃଷିମନ୍ତ୍ରୀଙ୍କ ବଡ଼ ଘୋଷଣା: ସମ୍ବଲପୁରରେ ହେବ ଓୟୁଏଟି କ୍ୟାମ୍ପସ
ଭୁବନେଶ୍ୱର,୨୪ା୮: ସମ୍ବଲପୁରରେ ହେବ ଓୟୁଏଟିର ଆଉ ଏକ କ୍ୟାମ୍ପସ। ଏନେଇ କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଘୋଷଣା କରିଛନ୍ତି। ସେଠାକୁ ଖୁବଶୀଘ୍ର ଏକ ଟିମ୍ ପରିଦର୍ଶନ କରିବାକୁ ଯିବ। ମୟୂରଭଞ୍ଜ, ବ୍ରହ୍ମପୁରରେ ବି କୃଷି କଲେଜ ଖୋଲାଯିବ।…
ରାଜ୍ୟର ସବୁ ଜିଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନ, ୪୮ ଘଣ୍ଟା ଭିତରେ…
ଭୁବନେଶ୍ୱର,୨୪ା୮: ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୫ରୁ ୨୮ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟାରେ ଏହା ଘନୀଭୂତ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପ୍ରାୟ ସବୁ ଜିଲାରେ…
ବଲାଙ୍ଗୀରରେ କୁକୁର ଆତଙ୍କ: ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା
ବଲାଙ୍ଗୀର,୨୪ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରାଠାରେ କୁକୁର ଆତଙ୍କ ଦେଖାଦେଇଛି। ଏକ ପାଗଳା କୁକୁର ଆକ୍ରମଣରେ ତିନିଜଣ ଗୁରୁତର ହୋଇଛନ୍ତି। ଜଣେ ଗୁରୁତରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇ ଭର୍ତ୍ତି କରାଯାଇଛି। ଦୁଇଜଣ ତୁଷୁରା ହସ୍ପିଟାଲରେ…
ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ, ଜମି ଯୋଗାଇବେ ସରକାର
ଭୁବନେଶ୍ୱର,୨୪ା୮: ଓଡ଼ିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ। ଏନେଇ ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସରକାର ଜମି ଓ ବର୍ଜ୍ୟ ଯୋଗାଇବେ, କମ୍ପାନୀ ତା’ର ପ୍ଲାଣ୍ଟ ତିଆରି କରିବ। ଟ୍ବିନ୍ ସିଟିରେ ପ୍ରାଥମିକ…
Archives


