ରାଜ୍ୟ

୨୦ ଫୁଟ ତଳକୁ ଖସିଲା ଆଲୁମିନିୟମ ପାଉଡର ଲୋଡିଂ ଟ୍ୟାଙ୍କର: ଡ୍ରାଇଭର ମୃତ

ରାୟଗଡ଼ା ଅଫିସ, ୨।୧: ୩୨୬ ନଂ. ଜାତୀୟ ରାଜପଥର ଗୁମ୍ମା ଘାଟିରୁ ଗୁରୁବାର ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର ଖସିପଡ଼ିଛି। ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ରାଘବେନ୍ଦ୍ର ସିଂ(୨୪)ଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପର ପୁଷ୍ପେନ୍ଦ୍ର ସିଂ ଗୁରୁତର...

ଗୋରେଖନାଥ ପୀଠ: ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ପ୍ରସାଦ ସେବନ ବ୍ୟବସ୍ଥା ବନ୍ଦ

ରଘୁନାଥପୁର,୨। ୧ (ଡି.ଏନ.ଏ.)- ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରେଖନାଥ ପୀଠରେ ନୂଆବର୍ଷ ସନ୍ଧ୍ୟାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ପ୍ରସାଦ ସେବନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି। ତେବେ ପ୍ରଭୁଙ୍କ ନୀତି ପ୍ରସାଦକୁ ଛାଡି ଦେଲେ ଅନ୍ୟ କୌଣସି ଅନ୍ନପ୍ରସାଦ...

ଫେରିଯିବ ସୁନ୍ଦରୀ, ଏନ୍‌ଟିସିଏକୁ ରାଜ୍ୟ ସରକାର ଲେଖିଲେ ଚିଠି

ଭୁବନେଶ୍ୱର,୨।୧(ବ୍ୟୁରୋ): ଏନ୍‌ଟିସିଏର ନିର୍ଦ୍ଦେଶ ପରେ ବାଘୁଣୀ ସୁନ୍ଦରୀ ଏବେ ଫେରିଯିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖାଯାଇଛି। ସୁବିଧା ଦେଖି ଯେକୌଣସି ସମୟରେ ମଧ୍ୟପ୍ରଦେଶ ସରକାର ସୁନ୍ଦରୀକୁ ଫେରାଇ ନେବେ ବୋଲି ଚିଫ୍‌ ଓ୍ବାଇଲ୍ଡ ଲାଇଫ୍‌...

ମୋବାଇଲରେ ଗପି ଗାଡ଼ି ଚଳାଇଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର,୨।୧(ବ୍ୟୁରୋ): ଏଣିକି ମୋବାଇଲରେ ଗପି ଗାଡ଼ି ଚଲାଇଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ। ସଡ଼କ ନିରାପତ୍ତାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ କମିଶନର ବୁଧବାର ସମସ୍ତ ଆର୍‌ଟିଓଙ୍କୁ...

ଜାତୀୟ ରାଜପଥରେ ଲାଗିବ ସିସିଟିଭି

ଭୁବନେଶ୍ୱର,୨।୧(ବ୍ୟୁରୋ): ଜାତୀୟ ରାଜପଥରେ ଲଗାଯିବ ସିସିଟିଭି। ରାଜ୍ୟରେ ବଢ଼ିବାରେ ଲାଗିଥିବା ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଗିରିସୋଲାରୁ ପୁଇଁତଲା ଯାଏ ସିସିଟିଭିି ଲାଗିବ। ଜାତୀୟ ରାଜପଥର ୫୨ କିମି ପର୍ଯ୍ୟନ୍ତ ସିସିଟିଭି...

ପୁଣି ଚର୍ଚ୍ଚାରେ ମଙ୍ଗୁ ମଠ

ପୁରୀ ଅଫିସ,୨।୧: ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ଥିବା ମଙ୍ଗୁମଠ ଉଚ୍ଛେଦକୁ ନେଇ ଆରମ୍ଭରୁ ବହୁ ବିବାଦ ଉପୁଜିଥିଲା। ମଠର ବ୍ୟବସାୟିକ କୋଠା ଉଚ୍ଛେଦ ପରେ ପୁଣି ଏବେ ଚର୍ଚ୍ଚାକୁ ଆସିଛି ମଙ୍ଗୁ ମଠ। ଗୁରୁବାର ମଠର ଗାଦି ଘର...

ବରିଷ୍ଠ ଅଫିସରସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଫିସରସ୍ତରରେ ଗୁରୁବାର ଅଦଳବଦଳ କରାଯାଇଛି। ୧୯୮୮ ବ୍ୟାଚ୍‌ ଆଇଏଏସ୍‌ ଅଫିସର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ରାଜସ୍ବ ସଚିବ ଥିବା ୧୯୯୩ ବ୍ୟାଚ୍‌...

ମୃତଦେହକୁ ଝୁଣି ଖାଉଛନ୍ତି ବୁଲା କୁକୁର, କାହାରି ନିଘା ନାହିଁ

ନବରଙ୍ଗପୁର,୨।୧(ବି.ପ୍ର.): ନବରଙ୍ଗପୁର ଜିଲା ସଦର ମହକୁମା ଗାବ୍ରିଆଲଗୁଡ଼ା ନିକଟରେ ଥିବା କୁସୁମଝର ଡ୍ୟାମ୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିନେ କି ଦୁଇଦିନ ନୁହେଁ, ବରଂ ଦୀର୍ଘ ଦିନ ଧରି ଡ୍ୟାମ୍‌ରେ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ପଡ଼ି...

ଗଠନ ହେଲା କମିଶନରେଟ୍‌ ପୋଲିସର ଏସ୍‌ପିଓ ଟିମ୍‌: ପୋଲିସଙ୍କ ଭଳି ମିଳିବ କ୍ଷମତା, ଅଭିଯୁକ୍ତଙ୍କୁ ଗିରଫ କରିପାରିବେ

ଭୁବନେଶ୍ୱର,୨।୧(ବ୍ୟୁରୋ): ଦିନକୁ ଦିନ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ଅତ୍ୟାଚାର, ବଳାତ୍କାରକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ମହିଳା ସ୍ପେଶାଲ ପୋଲିସ ଅଫିସର(ଏସ୍‌ପିଓ) ୟୁନିଟର ଶୁଭାରମ୍ଭ କରାଯାଇଛି। ଗୁରୁବାର କମିଶନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ...

କମିଶନରେଟ୍‌ ପୋଲିସ ମୁଖ୍ୟାଳୟ ହେବ ‘ପୋଲିସ ସେବା ଭବନ’: ଏବେଠୁ ‘ଆମ ପୋଲିସ-ଆମ ସୁରକ୍ଷା’

ଭୁବନେଶ୍ୱର,୨।୧(ବ୍ୟୁରୋ): କମିଶନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ଗୁରୁବାର ଓଏସ୍‌ଏସ୍‌ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ପାଳନ କରାଯାଉଛି। ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବଡ଼ ଘୋଷଣା କରିଛନ୍ତି। କମିଶନରେଟ ପୋଲିସ ମୁଖ୍ୟାଳୟର ନାମ ବଦଳି ପୋଲିସ ସେବା...

ଓଡ଼ିଶାର ଇ-ଗେଜେଟ୍‌ ପୋର୍ଟାଲ ଉଦ୍‌ଘାଟିତ: ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨ା୧(ବ୍ୟୁରୋ): ରାଜ୍ୟରେ ୫ମ ଥର ପାଇଁ ବିଜେଡି ନେତୃତ୍ୱାଧୀନ ସରକାର ଶାସନ କ୍ଷମତାକୁ ଫେରିବାପରେ ବିଭିନ୍ନ ପ୍ରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁର୍ନୀତି ବିରୋଧରେ ସରକାର ଏକ ପ୍ରକାର ମିଶନ ଆରମ୍ଭ କରିଦେଇଛନ୍ତି। ସେହିକ୍ରମରେ ବର୍ତ୍ତମାନ...

ଦୁହୁରିଆରେ ସଡ଼କ ଦୁର୍ଘଟଣା: ୨ମୃତ, ୩ଗୁରୁତର

କେନ୍ଦ୍ରାପଡା ଅଫିସ,୨।୧: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାଜ୍ୟ ରାଜପଥର ଦୁହୁରିଆ ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ କାର୍‌ ଧକ୍କାଦେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri