ଉଚ୍ଛେଦ ଯୋଗୁ ଫାଟୁଛି ପାଖ ଘର
ପୁରୀ ଅଫିସ, ୩୦ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଭଙ୍ଗାଯାଉଛି। ତେବେ ଏହି ଉଚ୍ଛେଦକୁ ନେଇ ନୂଆ ଏକ ଘଟଣା ସାମ୍ନାକୁ ଆସିଛି।...
ପୁରୀ ଜିଲାର ୧୦୦୮ କୁକୁଡ଼ାଙ୍କ ରକ୍ତ ନମୁନା ସଂଗ୍ରହ
ପୁରୀ ଅଫିସ, ୩୦ା୧: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲାର ବିଭିନ୍ନ ସ୍ଥାନରୁ ବାର୍ଡଫ୍ଲୁ ଆଶଙ୍କା କରି ୧୦୦୮ କୁକୁଡ଼ାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି। ୧୧ ବ୍ଲକରେ ଥିବା ୨୦୪୦ କୁକୁଡ଼ା ଫାର୍ମ...
‘ଏନ୍ଆର୍ସି ନୁହେଁ ଏନ୍ଆର୍ୟୁ ଆବଶ୍ୟକ’
ପୁରୀ ଅଫିସ, ୩୦ା୧: ଦେଶର ଭବିଷ୍ୟତ କୁହାଯାଉଥିବା ଯୁବଶକ୍ତିି ଆଜି ଦିଶାହୀନ ହୋଇ ବୁଲୁଛନ୍ତି। ଦେଶରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବଢି ଚାଲିଛି। ଗତ ୪୫ବର୍ଷ ତୁଳନାରେ ବେକାରୀ ହାର ସର୍ବାଧିକ ରହିଛି। ପ୍ରତିବର୍ଷ ୨ଲକ୍ଷ ଯୁବତୀ ଯୁବକଙ୍କୁ ନିଯୁକ୍ତି...
ସ୍ବର୍ଗଦ୍ୱାରରେ ଶୋଷଣ ଅଭିଯୋଗ: ଥାନାରେ ଏତଲା, କାର୍ଯ୍ୟାନୁଷ୍ଠାନ ଦାବି
ପୁରୀ ଅଫିସ, ୩୦ା୧: ସ୍ବର୍ଗଦ୍ୱାର ହେଉଛି ପ୍ରତ୍ୟେକ ହିନ୍ଦୁଙ୍କ ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ର। ମୃତ୍ୟୁ ପରେ ଏଠାରେ ମୃତଦେହ ଦାହ କଲେ ସ୍ବର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଣୁ ଦୈନିକ ଶହ ଶହ ମୃତଦେହ ସତ୍କାର ଲାଗି...
ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ଜଣେ ଗିରଫ
ପୁରୀ ଅଫିସ, ୩୦ା୧: ଗତ କିଛି ମାସ ଧରି ପୁରୀ ସହରରେ ଏକ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ ସକ୍ରୀୟ ଥିଲା। ନିଜକୁ ପୋଲିସ ପରିଚୟ ଦେଇ ଏହି ଗ୍ୟାଙ୍ଗର ଲୁଟେରାମାନେ ବିଭିନ୍ନ ସ୍ଥାନରେ କୌଶଳ କ୍ରମେ ମହିଳାଙ୍କଠାରୁ ସୁନାଗହଣା...
ବାଇକ୍କୁ ଧକ୍କା ଦେଲା ପିକ୍ଅପ୍, ୨ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
କେନ୍ଦୁଝର, ୨୯ା୧(ଡି.ଏନ୍.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ସୁନାଟାଙ୍ଗିରୀ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିବା ଜଣାପଡିଛି। ମିଳିଥିବା ଖବର ଅନୁସାରେ, ନରଣପୁର-ଡୁବୁରୀ ରାସ୍ତାର ସୁନାଟାଙ୍ଗିରୀ...
ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ
କେନ୍ଦୁଝର, ୨୯ା୧(ସ୍ବ.ପ୍ର.): ସ୍ଥାନୀୟ ଅତିରିକ୍ତ ଜିଲା ଜଜ କମ ସ୍ପେଶାଲ ଜଜ ଲୋକନାଥ ସାହୁ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ବୁଧବାର ଦୋଷୀ ଜଗନା ମୁଣ୍ଡାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା...
ମହିଳାଙ୍କୁ ଗଣବଳାତ୍କାର ଘଟଣା: ୩ ଅଭିଯୁକ୍ତ ଗିରଫ
ଜଳେଶ୍ୱର,୨୯।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ରାଇବଣିଆ ଥାନା ଅଞ୍ଚଳରେ ଗତ ୧୭ ତାରିଖରେ ଜଣେ ମହିଳାଙ୍କୁ ରାସ୍ତାରୁ ଟେକି ନେଇ ଗଣବଳାତ୍କାର ଘଟଣାରେ ପୋଲିସ ଉଦାସୀନ ରହିଥିବା ଅଭିଯୋଗ ହୋଇଥିଲା। ପରେ ଗ୍ରାମବାସୀଙ୍କ ଚାପରେ ପୋଲିସ ଏକ ମାମଲା ରୁଜୁ କରି...
ଓଡ଼ିଶାକୁ ଏକ ଲକ୍ଷ ଟଙ୍କା ଜରିମାନା
ଭୁବନେଶ୍ୱର,୨୯।୧(ବ୍ୟୁରୋ): ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠାରେ ବିଳମ୍ବ ନେଇ ଓଡ଼ିଶାକୁ ଜରିମାନା କରାଯାଇଛି। ବୁଧବାର ସୁପ୍ରିମକୋର୍ଟ ଓଡ଼ିଶା ସହ ୮ଟି ରାଜ୍ୟକୁ ଏକ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଥିବା ସୂଚନା ମିଳିଛି। ପ୍ରକାଶ ଯେ, କୋର୍ଟ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା...
ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ଚଳଚଞ୍ଚଳ ଆନନ୍ଦପୁର
ଆନନ୍ଦପୁର,୨୯।୧(ସ୍ବ.ପ୍ର.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଲାଗି କେନ୍ଦୁଝର ଜିଲା ଆନନ୍ଦପୁର ସହର ବେଶ ତତ୍ପର ହୋଇଉଠିଛି। ଚଳିତ ମାସ ୩୧ ତାରିଖରେ ଆନନ୍ଦପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର...
କୁମାରଖୁଣ୍ଟିକୁ ଆସିଲା ନରହନ୍ତା ଦନ୍ତା
ବାରଙ୍ଗ,୨୯ା୧(ଡି.ଏନ୍.ଏ.): ଯାଜପୁରରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିକୁ ଅଣାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହାତୀକୁ ଗୋଡ଼ିବାଲି ଦେଇ କୁମାରଖୁଣ୍ଟିକୁ ଅଣାଯାଇଥିଲା। ତେବେ ଚନ୍ଦକାରେ ପୂର୍ବରୁ ଅନ୍ୟ ଏକ ନରହନ୍ତା ଦନ୍ତା ଶଙ୍କର ରହିଛି। ସେଠାରେ...
ଏସ୍ସିବି ପୁନର୍ବିନ୍ୟାସ ଲାଗି ଉଚ୍ଛେଦ କାର୍ଯ୍ୟ ଆରମ୍ଭ
କଟକ ଅଫିସ,୨୯।୧: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍ସିବି)ର ନବକଳେବର ହେବ। ଏହାକୁ ଅନ୍ତର୍ଜାତୀୟସ୍ତରର ମେଡିକାଲ କରିବା ପାଇଁ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଆବଶ୍ୟକ ପଡ଼ୁଥିବା ଜମି ଲାଗି ବୁଧବାରଠାରୁ ଉଚ୍ଛେଦ ପ୍ରକ୍ରିୟା...
Archives


