ରାଜ୍ୟ

ପଙ୍କପାଳ ବାଲି ଖାଦାନରୁ ରାଜସ୍ବ ଲୁଟ୍‌: କାମ ଦେଉନି ଏନ୍‌ଜିଟି ନିର୍ଦ୍ଦେଶ

ଯାଜପୁର ଅଫିସ,୨୭ା୨: ଯାଜପୁର ଜିଲା ଦାନଗଦୀ ତହସିଲ ଅନ୍ତର୍ଗତ ପଙ୍କପାଳ ମୌଜାର ଖାତା ନମ୍ବର ୨୨୪, ପ୍ଲଟ ନମ୍ବର ୧୦୭୫ ଓ ୧୦୮୯ ବ୍ରାହ୍ମଣୀ ନଦୀ ବାଲି, ପଙ୍କପାଳ ସୈରାତ ଉତ୍ସରୁ ପ୍ରତିଦିନ ବେଆଇନ ବାଲି ଉତ୍ତୋଳନ ହେଉଛି। ବାଲି...

ଜାତୀୟ ରାଜପଥ ଅବରୋଧ କଲେ ଚାଷୀ: ମଣ୍ଡିରେ ଧାନ କିଣାରେ ବିଳମ୍ବ ନେଇ ଅସନ୍ତୋଷ

ବିରିଡି (ଡି.ଏନ୍‌.ଏ.)/ବାଲିଆ, ୨୭।୨: ବିରିଡ଼ି ବ୍ଲକ ଅଧୀନ ଉତ୍ତରଶାସନ ସମବାୟ ସମିତିରେ ଧାନକିଣାରେ ବିଳମ୍ବ ନେଇ ବୁଧବାର ଚାଷୀମାନେ କନ୍ଦରପୁର-ନୂଆଗଁ। ୫୫ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ପଞ୍ଜୀକୃତ ଚାଷୀମାନେ ୨ ମାସ ଧରି ମଣ୍ଡି ବାହାରେ ଧାନ...

ଇ-ଅଫିସ ପରିସରଭୁକ୍ତ ହେଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ

ଜଗତ୍‌ସିଂହପୁର ଅଫିସ,୨୭ା୨: ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରେ ଏବେ ଇ-ଅଫିସ୍‌ ପରିସରଭୁକ୍ତ ହୋଇଛି ଜିଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ। ଏଣିକି ଏହି କାର୍ଯ୍ୟାଳୟର ସମସ୍ତ ଫାଇଲପତ୍ର କାମ ଇ-ଅଫିସ ମାଧ୍ୟମରେ ପରିଚାଳିତ ହେବ। ଏହାଦ୍ୱାରା କାର୍ଯ୍ୟକ୍ଷେତ୍ରରେ ସ୍ବଚ୍ଛତା ଅଣାଯିବା ସହ...

ଏସ୍‌ଭିଏମ୍‌ ମହାବିଦ୍ୟାଳୟରେ ବେଆଇନ ନାମଲେଖା ପ୍ରସଙ୍ଗ: ୨ ଡିଇଓ ବହିଷ୍କୃତ, ଜଣେ ଅଧ୍ୟାପକଙ୍କ ଦରମା ବନ୍ଦ

ଜଗତ୍‌ସିଂହପୁର ଅଫିସ, ୨୭ା୨: ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟରେ ୨୦୧୫ରୁ ୨୦୧୮ ମସିହା ମଧ୍ୟରେ ଯୁକ୍ତ ତିନି ଶିକ୍ଷାଲାଭ ସହ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୨୪ ଜଣଙ୍କୁ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ମିଳିପାରି ନ ଥିଲା। ଯେଉଁ...

ଚଣା, ମୁଗ ଅମଳରେ ବର୍ଷା ବାଧକ

ବୋଲଗଡ଼,୨୭ା୨(ଡି.ଏନ.ଏ.): ଜମିରୁ ଅମଳ ହେବାକୁ ଥିବା ପାଚିଲା ଚଣା ମୁଗ ଫସଲ ପାଇଁ ଅଦିନିଆ ବର୍ଷା ବାଧକ ସାଜିଛି। ଯେଉଁ ଜମିରେ ଆଗୁଆ ମୁଗ ଚଣା ଫସଲ ହୋଇଥିଲା ତାହା ଅମଳ ହେବାକୁ ସମୟ ଆସିଯାଇଛି। ଏହି ସମୟରେ ବର୍ଷା...

୨ ନକଲି ପରୀକ୍ଷାର୍ଥୀ ଗିରଫ: ୧୪ ଜଣ ଏକ୍ସପେଲ୍‌

ନୟାଗଡ଼ ଅଫିସ/ରଣପୁର,୨୭ା୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକର ଏକ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବୁଧବାର ୨ ନକଲି ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ଏହାସହ ୧୪ ଜଣ ଏକ୍ସପେଲ୍‌ ହୋଇଛନ୍ତି। ଜିଲା ଶିକ୍ଷାଧିକାରୀ (ଡିଇଓ) ଲକ୍ଷ୍ମୀଧର ବେହେରାଙ୍କ ସୂଚନା ଅନୁସାରେ ସ୍ଥାନୀୟ...

ଋଣ ଦେବା ନାମରେ ୨୩ଲକ୍ଷ ଠକେଇ: ଧାରଣା ଦେଲେ ସଂଯୋଜକ

ଖଇରା, ୨୬।୨(ଡି.ଏନ.ଏ.): ଋଣ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ଅଞ୍ଚଳର ଲୋକଙ୍କଠାରୁ ୨୩ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଲୋକଙ୍କ ପାଖରୁ ସିଧାସଳଖ...

ଗଣିତରେ କପି କରି ଧରାପଡ଼ିଲେ ୨୮ ପରୀକ୍ଷାର୍ଥୀ

ଢେଙ୍କାନାଳ ଅଫିସ, ୨୬ା୨: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷାରେ ବୁଧବାର ଗଣିତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲାରେ ୨୮ ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ ସ୍ବତନ୍ତ୍ର ସ୍କ୍ବାଡ୍‌...

ବେପରୁଆ ଗାଡି ଚାଳକଙ୍କୁ ଧରି ଥାନା ଜିମାଦେଲେ ଲୋକେ

ଲାଠୋର, ୨୬ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ସଦର ଗ୍ରାମ ଲାଠୋରରେ ବୁଧବାର ବେପରୁଆ ଗାଡି ଚାଳନା କରୁଥିବା ଜଣେ ଚାଳକଙ୍କୁ ଆମ୍ବେଦକର କଲୋନୀର ଯୁବକମାନେ ଧରି ଥାନା ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ ମଧ୍ୟାହ୍ନରେ ଏକ ମାଲ ବୋଝେଇ...

ଆସନ୍ତା ବର୍ଷ ୭ ଜିଲାରେ କଦଳୀଚାଷୀଙ୍କୁ ୧ ଲକ୍ଷ ଟଙ୍କା ସହାୟତା ମିଳିବ: ମନ୍ତ୍ରୀ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଫଳ, ଅଣ୍ଡା, ମାଂସ, କଦଳୀ ସବୁ ଆନ୍ଧ୍ରରୁ ଆସୁଛି। ୨୦ ଲକ୍ଷ ମେଟ୍ରିକ ଟନ୍‌ କଦଳୀର ଚାହିଦା ଥିବା ବେଳେ ୧୫ ଲକ୍ଷ ଆନ୍ଧ୍ରରୁ ଆସୁଛି। ଫଳମୂଳ ତଥା ପନିପରିବା ଚାଷକୁ ସରକାର ପୋତ୍ସାହନ ଦେଉନାହାନ୍ତି। ଖାଲି ଲେଖି...

ନୂଆ ଆବେଦନକାରୀଙ୍କୁ ମିଳୁନାହିଁ ରାଶନ କାର୍ଡ, ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବହୁ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। କମ୍ପ୍ୟୁଟର ଖୋଲୁ ନ ଥିବାରୁ ଜଣେ ବି ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଯୋଗାଇ ଦିଆଯାଇପାରୁନାହିଁ। ଗାଁ ଗଣ୍ଡାକୁ ଗଲେ ଲୋକମାନେ ଆମ ନିକଟକୁ...

ପ୍ରଭାବିତ ହେଉଛି ଓଡ଼ିଶାର ଅଣ୍ଡା ଶିଳ୍ପ: ଆନ୍ଦୋଳନକୁ ଓହ୍ଲାଇବ ଏଓଏଲ୍‌ଏଫ୍‌ଏ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚି ସାରିଥିବା ସୂଚନା ଦେଇଛି ଅଲ୍‌ ଓଡ଼ିଶା ଲେୟାର ଫାର୍ମରସ୍‌ ଆସୋସିଏଶନ। ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରି ନ ପାରି ପ୍ରାୟ ୧୨ରୁ ଅଧିକ ଅଣ୍ଡା ଉତ୍ପାଦନକାରୀ ଫାର୍ମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri