୬୬ରୁଟ୍ରୁ ୨୦ରେ ଲୋକ ହେଉନାହାନ୍ତି, ବନ୍ଦ ହେବ ଓଏସ୍ଆର୍ଟିସି ବସ୍ ଚଳାଚଳ: ମନ୍ତ୍ରୀ
ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଓଏସ୍ଆର୍ଟିସି ବସ୍ ଚଳାଚଳ ହେଉଛି। ହେଲେ ୬୬ରୁଟ୍ରୁ ୨୦ ରୁଟ୍ରେ ଲୋକ ହେଉ ନାହାନ୍ତି। ୨ରୁ ୩ ଜଣ ଲୋକ ହେଉଛନ୍ତି, ଅତି ବେଶିରେ ୫ ଜଣ ଯାତ୍ରା କରୁଛନ୍ତି। ଏଥିରେ ଅଧିକ କ୍ଷତିରେ ହେଉଛି। କେତେ କ୍ଷତି…
ଆନ୍ତଃରାଜ୍ୟ ବସ୍ ଚଳାଚଳ ନେଇ ନିଆଯାଇନାହିଁ ନିଷ୍ପତ୍ତି
ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଲକ୍ଡାଉନ୍ ନିୟମ କୋହଳ କରାଯାଇଥିଲେ ସୁଦ୍ଧା ଆନ୍ତଃରାଜ୍ୟ ବସ୍ ଚଳାଚଳ ନେଇ ଅନିଶ୍ଚିତତା ଜାରି ରହିଛି। ଏ ନେଇ ଶନିବାର ପ୍ରତିକ୍ରିୟା ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଏବେ ସୁଦ୍ଧା ବସ୍ ଚଳାଚଳ ନେଇ ନିଷ୍ପତ୍ତି…
ଭୁବନେଶ୍ୱରରେ ଆଉ ୩ ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତମାନେ ଭୀମପୁର, ଭରତପୁର, ଡୁମ୍ଡୁମା ଏଚ୍ବି କଲୋନୀ ଅଞ୍ଚଳର
ଭୁବନେଶ୍ୱର,୧୩।୬(ବ୍ୟୁରୋ): ଶନିବାର ଭୁବନେଶ୍ୱରରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ଜଣେ ଆକ୍ରାନ୍ତ ଲୋକାଲ୍ କଣ୍ଟାକ୍ଟ କେସ୍ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଅପରାହ୍ନରେ ଟୁଇଟ୍ କରି ସୂଚନା…
ସେପ୍ଟେମ୍ବର ପୂର୍ବରୁ ଡିଏଲ୍-ଏଲ୍ଏଲ୍ ଆବେଦନ ମନା: ମନ୍ତ୍ରୀ
ଭୁବନେଶ୍ୱର,୧୩।୬(ବ୍ୟୁରୋ): ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍) ଓ ଲନର୍ସ ଲାଇସେନ୍ସ(ଏଲ୍ଏଲ୍)ପାଇଁ ଆବେଦନ କରି ହେବନାହିଁ। ଏହା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ନୂଆ ସ୍ଲଟ୍ ମିଳିବ। ତେବେ ଡିଏଲ୍-ଏଲ୍ଏଲ୍ ପାଇଁ ଅଢ଼େଇ ଲକ୍ଷ ଲୋକ ଆବେଦନ…
ଛତ୍ରପୁର ଏସ୍ଡିପିଓ-ଆଇଆଇସିଙ୍କୁ କରୋନା: ଟୁଇଟ୍ କରି ସୂଚନା ଦେଲେ ଗଞ୍ଜାମ ଏସ୍ପି
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନ ଛତ୍ରପୁର ଏସ୍ଡିପିଓ ଓ ଥାନା ଆଇଆଇସି କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଶନିବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେମାନଙ୍କ ସେବା…
ବର୍ଷା ଆରମ୍ଭ, ୮୮୬ ରାସ୍ତା କଦର୍ଯ୍ୟ
କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଏପରିସ୍ଥଳେ ବହୁ ରାସ୍ତା ବେହାଲ ହୋଇଥିବାରୁ ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏମ୍ଜିଏନ୍ଆର୍ଇଜିଏସ୍ରେ ୪୩୦ଟି ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀପ୍ରାପ୍ତ ହୋଇଥିଲା। ତେବେ ଏଥିରୁ…
୨ ମହିଳା ଡାକ୍ତର କରୋନା ପଜିଟିଭ: ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶଟ୍ଡାଉନ ଘୋଷଣା
ଭବାନୀପାଟଣା/କେସିଙ୍ଗା, ୧୩।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ ଶନିବାର ଆଉ ୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ଜଣ ମହିଳା ଡାକ୍ତର ରହିଛନ୍ତି। ତେବେ ଏହି ୨ ଡାକ୍ତର ନର୍ଲାରେ ଚିହ୍ନଟ ହୋଇଥିବା ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ…
ବାଘଛାଲ ର଼୍ୟାକେଟର ପର୍ଦ୍ଦାଫାସ: ମାଷ୍ଟରମାଇଣ୍ଡ ଗିରଫ
ଭୁବନେଶ୍ୱର,୧୩।୬(ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଅଞ୍ଚଳରେ ଶନିବାର କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୨ଟି ଚିତା ବାଘଛାଲ ଜବତ କରାଯିବା ସହ ବାଘଛାଲ ରଖିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ଏସ୍ଟିଏଫ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।…
CORONAVIRUS UPDATE: ଦିନକରେ ଚିହ୍ନଟ ହେଲେ ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩,୭୨୩
ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଶନିବାର ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨୫ ଜଣଙ୍କୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
ଯୁବକଙ୍କ ଉନ୍ମତକାଣ୍ଡ: ପେଟ୍ରୋଲ ବୋମା ଫିଙ୍ଗି ଜାଳିଦେଲେ ହାଇୱା
ଆଳି, ୧୩।୬(ଡି.ଏନ୍.ଏ.): ଆଳି ଦେମାଳ ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଛି l ଭୋର ୫ଟାରେ ଯୁବକ ଜଣକ ପେଟ୍ରୋଲ ବୋମା ଫିଙ୍ଗି ଚିପ୍ସ ବୋଝେଇ ହାଇୱାକୁ ଜାଳି ଦେଇଛନ୍ତି। ଏଥିସହ ବାଲେଶ୍ୱରରୁ ମାଛ ପାଇଁ ଆସୁଥିବା ଦୁଇଟି…
ଶଟ୍ଡାଉନ୍ରେ ଚାଲିଛି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ
ଗଞ୍ଜାମ,୧୩।୬(ଡି.ଏନ୍.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରୁ ସାନ ବଜ଼ାର ଯାଏ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାସ୍ତା ନିର୍ମାଣ କାର୍ଯ୍ୟ ଗତ କିଛି ଦିନ ହେବ ଆରମ୍ଭ ହୋଇଛି l ବୁଧ, ଗୁରୁ ଓ ଶୁକ୍ରବାର ୩ଦିନ ଧରି ପ୍ରଶାସନ ପକ୍ଷରୁ…
ଉପକୂଳବର୍ତ୍ତୀ ୮୮ ଗାଁ ସୁନାମିପ୍ରବଣ
ପୁରୀ ଅଫିସ,୧୩ା୬: ଆସନ୍ତା ୧୯ ତାରିଖରେ ପୁରୀ ଜିଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ମକ୍ଡ୍ରିଲ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଓସ୍ୱାନ ସମ୍ମିଳନୀ କକ୍ଷରେ ଭିଡିିଓ କନ୍ଫରେନ୍ସ ମାଧ୍ୟମରେ…
Archives


