ବିଧାୟକଙ୍କ ଘର ପାଇଁ କଟିଲା ୭୨୧ ଗଛ: ଚାଞ୍ଚଲ୍ୟକର ବୟାନ ଦେଲେ ପରିବେଶ ମନ୍ତ୍ରୀ
ଭୁବନେଶ୍ୱର,୨୩।୯: ବିଧାନସଭାର ମୌସୁମୀ ଅଧିବେଶନର ମଙ୍ଗଳବାର ଗୃହରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଡିଆ ଏକ ବଡ଼ ସୂଚନା ଦେଇଛନ୍ତି। ବିଧାୟକଙ୍କ ନୂଆ ସରକାରୀ ବାସଭବନ ପାଇଁ ୭୨୧ ଗଛ ବଳି ପଡ଼ିଛି ବୋଲି ବିଧାନସଭାରେ…
ତାମିଲ ବାବୁଙ୍କ ନାଁ ନେଇ ବିଜେଡି ଉପରେ ବର୍ଷିଲେ ଈରାଶିଷ: ବିଜେଡିର ଚାମଚାଙ୍କୁ…
ଭୁବନେଶ୍ୱର,୨୩।୯: ବିଜେଡି ଆନ୍ଦୋଳନକୁ ଈରାଶିଷ ଆଚାର୍ଯ୍ୟଙ୍କ ସମାଲୋଚନା। କ୍ଷମତା ସଙ୍କୁଚିତ ହୋଇନାହିଁ, ୪୦% ପିସି କାରବାରରେ ରୋକ ଲାଗିଛି। ବିଜେଡିର ଚାମଚା ଏବଂ ଠିକାଦାରଙ୍କୁ ବାଧୁଛି ବୋଲି ଈରାଶିଷ କହିଛନ୍ତି। ମାହନ ସରକାର ପଞ୍ଚାୟତକୁ ଶକ୍ତିଶାଳୀ କରିଛନ୍ତି। ବିକାଶିତ ଗାଁ ବିକଶିତ…
୩୦ ଯାଏ କଳିଙ୍ଗା ଘାଟି ରାସ୍ତା ବନ୍ଧ: ଜିଲାପାଳ କହିଲେ…
ଦାରିଙ୍ଗବାଡ/ଭଞ୍ଜନଗର,୨୩।୯(ଅରୁଣ ସାହୁ/ବାବୁଲା ପ୍ରଧାନ): ଆସନ୍ତା ୩୦ ତାରିଖ ଯାଏଁ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା। ସୋମବାର ଦ୍ବିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜଲାପାଳଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଘାଟିରେ ସ୍ଥିତି ଅନୁଧ୍ୟାନ ପରେ ଜିଲାପାଳ ଏହି ନିର୍ଣ୍ଣୟ ନେଇଥିବା ଜଣପଡ଼ିଛି।…
ଛିଡା ହୋଇଥିଲା ପୋଲିସ: ସମବାୟ ସମ୍ପାଦକଙ୍କୁ ଘେରି ସାର ବସ୍ତା ବୋହିନେଲେ ଲୋକେ
ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଉପସ୍ଥିତିରେ ସାର ବସ୍ତା ବୋହିନେଲେ ଚାଷୀ। ମଉଳାଭଣଜା ସେବା ସମବାୟ ସମିତିରୁ ସାର ବସ୍ତା ବୋହିନେଇଥିବା ଦେଖିବାକୁ ମିଳିଛି। ସମବାୟ ସଂପାଦକଙ୍କୁ ଘେରି ସାର ବସ୍ତା ବୋହିନେଇଥିବା କୁହାଯାଉଛି। ପ୍ରଥମେ ସାର…
ତାତିଲା ବିଜେଡି: ବିକ୍ଷୋଭ ବେଳେ ଭାଙ୍ଗିଲା ୨ ବ୍ୟାରିକେଡ
ଭୁବନେଶ୍ୱର,୨୩।୯: ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି ପ୍ରତିବାଦ କରିଛି। ଏ ନେଇ ବିଧାନସଭା ସମ୍ମୁଖରେ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏହି ସମୟରେ ବିଜେଡି କର୍ମୀ ୨ଟି ବ୍ୟାରିକେଡ ଭାଙ୍ଗିଥିବବା ଦେଖିବାକୁ ମିଳିଛି। ଗାନ୍ଧି ମାର୍ଗରେ ପୋଲିସ କର୍ମିଙ୍କ…
ନିଯୁକ୍ତି ପରୀକ୍ଷା ବିଭ୍ରାଟକୁ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, କଡା କଡି ହେଲା ନିୟମ
ଭୁବନେଶ୍ୱର,୨୩।୯: ନିଯୁକ୍ତି ପରୀକ୍ଷା ବିଭ୍ରାଟ ଅନେକ ସମୟରେ ଖବରର ଶିରୋନାମା ମଣ୍ଡନ କରୁଥିବା ବେଳେ ଏବେ ଏହାକୁ ରୋକିବାକୁ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ନୂଆ ନିୟମ ଅନୁଯାୟୀ ଏଣିକି କେବଳ ସରକାରୀ ପ୍ରେସରେ ଛପାଯିବ ପ୍ରଶ୍ନପତ୍ର। ପୋଲିସ ଓ…
ଚାଲିଛି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର: ଶ୍ରୀମନ୍ଦିର ଭିତରକୁ ଗଲେ…
ପୁରୀ,୨୩।୯: ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି। ରତ୍ନ ଅଳଙ୍କାର ସ୍ଥାନନ୍ତର ପରେ…
ଅର୍ଜୁନ ପୁରସ୍କାର ବିଜେତା ବିଜୟ ଶତପଥୀଙ୍କ ପରଲୋକ
ଭୁବନେଶ୍ୱର,୨୩।୯: ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ ତଥା ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାର ଶତପଥୀଙ୍କ ପରଲୋକ ଘଟିଛି। ବାର୍ଦ୍ଧକ୍ୟ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେ ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ।…
ଆଜି ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଅଳଙ୍କାର
ପୁରୀ,୨୩ା୯(ଅଜିତ୍ କୁମାର ମହାନ୍ତି):ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଓ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀବିଗ୍ରହମାନଙ୍କ ଅଳଙ୍କାର ତଥା ମୂଲ୍ୟବାନ୍ ସାମଗ୍ରୀ ୨୩ ତାରିଖ ମଙ୍ଗଳବାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ଏହି ସମୟରେ ଅର୍ଥାତ୍ ମଙ୍ଗଳବାର…
୭ ଦିନ ପ୍ରବଳ ବର୍ଷା ସମ୍ଭାବନା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଭୁବନେଶ୍ୱର, ୨୩ା୯ (ବନ୍ଦନା ସେଠୀ):ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ପଛକୁ ପଛ ୩ ଲଘୁଚାପ ଚିନ୍ତା ବଢ଼ାଇଛି। ଆସନ୍ତା ୭ଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଦଶହରା ଫିକା ପଡ଼ିବ ବୋଲି କୁହାଯାଉଛି।…
ନବୀନଙ୍କ ସ୍ବାସ୍ଥ୍ୟକୁ ନେଇ ଉଠିଲା ଝଡ଼: ଚିହିଁକି ଉଠିଲା ବିଜେଡି
ଭୁବନେଶ୍ୱର,୨୩ା୯(ସୁନିତ୍ ମିଶ୍ର):ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା କିଛିଦିନ ତଳେ ଖରାପ ଥିଲା। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ଦେଖିବା ପାଇଁ ସବୁ ଦଳର ନେତା, ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ସମସ୍ତେ ଯାଇଥିଲେ। ପ୍ରଧାନମନ୍ତ୍ରୀ…
ଜିଲାପାଳଙ୍କ ସାକ୍ଷାତକାର ନେଲେ ଶିଶୁ ଖବରଦାତା, ସିଆରସିସିଙ୍କ ଉଦ୍ୟମକୁ ପ୍ରଶଂସା
ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ସୋମବାର ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ପଦ୍ମପୁର ଉପଜିଲାପାଳ ଅରୁଗୁଳା ସ୍ନେହା, ବରଗଡ଼ ଜିଲା ଶିକ୍ଷା ଅଧିକାରୀ ବିଶ୍ୱନାଥ…
Archives


