ଗାଡ଼ି ଛାଡିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ : ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଟିପର ମାଲିକ
କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ବାଂଶପାଳ ଫାଣ୍ଡିର ପୂର୍ବତନ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଭଳି ଗୁରୁତର ଅଭିଯୋଗ ଆସିଛି। ଦୁର୍ଘଟଣା ଘଟାଇଥିବା ଏକ ଟିପ୍ପରକୁ ଛାଡିଦେବା ପାଇଁ ସେ ଗାଡ଼ି ମାଲିକ ତଥା ବାମେବାରୀ ଥାନା…
ଅସହାୟଙ୍କୁ ମିଳୁନି ଘର
ଚମ୍ପୁଆ/ଘାଗରବେଡା,୨୮ା୭(ଡି.ଏନ.ଏ)-ରରୁଆଁ ବ୍ଲକ ଅନ୍ତର୍ଗତ ପାନପତ୍ରିଆ ପଞ୍ଚାୟତର ଛେଳିଆନାଳ ଗ୍ରାମରେ ଜଣେ ଗରିବ ଅସହାୟ ହେଲେ ଚନ୍ଦ୍ରମୋହନ ଲାଗୁରୀ। ଗରିବ ହୋଇଥିବାରୁ ବାସ କରିବାକୁ ତାଙ୍କ ପାଖରେ ଘର ଖଣ୍ଡିଏ ନାହିଁ। ସରକାର ଅସହାୟଙ୍କୁ ଘର ଦେବାପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସତ…
ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ଆଉ ଏକ କୋଭିଡ୍ ହସ୍ପିଟାଲ
ଭୁବନେଶ୍ୱର,୨୭।୭(ବ୍ୟୁରୋ)-ଭୁବନେଶ୍ୱରରେ ଆଉ ଏକ କୋଭିଡ୍ ହସ୍ପିଟାଲ ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଚନ୍ଦ୍ରଶେଖରପୁର ସ୍ଥିତ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ଏହି ବ୍ୟବସ୍ଥା ହୋଇଛି। ଏହି ହସ୍ପିଟାଲରେ ୧୫୦ ଶଯ୍ୟାର ବ୍ୟବସ୍ଥା ରହିଥିବା ବେଳେ ୩୦ଟି ଆଇସିୟୁର ବେଡ୍ ରହିଛି। ବିଏମ୍ସି ଓ ହସ୍ପିଟାଲ…
କରୋନା ସନ୍ଦିଗ୍ଧକୁ ନେବ ଆମ୍ବୁଲାନ୍ସ
ଗଞ୍ଜାମ, ୨୭।୭(ଡି.ଏନ.ଏ.)-ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ୧୦୮ ଓ ୧୦୪ ଆମ୍ବୁଲାନ୍ସ କର୍ମଚାରୀ ନେଉନାହାନ୍ତି । ଏନେଇ କେତେକଙ୍କ ଜୀବନ ଦୀପ ଲିଭିଯାଇଛି। ଆମ୍ବୁଲାନ୍ସ ଗୁରୁତର ରୋଗୀଙ୍କୁ ନେଉ ନ ଥିବାରୁ ଚିକିତ୍ସା ସେବା ପାଇବାରେ…
ରାଜ୍ୟରେ ଆଉ ୫୮୧ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୨୭।୭(ବ୍ୟୁରୋ)-ରାଜ୍ୟରେ ସୋମବାର ପୁଣି ୫୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୧୬୦ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୭୭, ଗଜପତିରୁ ୪୩, କଟକରୁ ୩୪, ମାଲକାନଗିରିରୁ ୩୨, ବରଗଡରୁ ୨୫, ଭଦ୍ରକରୁ ୨୩, କେନ୍ଦୁଝରରୁ ୧୯, ଅନୁଗୋଳ, କନ୍ଧମାଳରୁ…
ଗାଡ଼ି ପାଇଁ ମା’ଙ୍କୁ ଛୁରୀ ଭୁଶି ହତ୍ୟା କଲା ପୁଅ
ଶଙ୍କରାଖୋଲ(ଡି.ଏନ୍.ଏ.)/ଫୁଲବାଣୀ ଅଫିସ୍,୨୭ା୭-ଲୁନା ଗାଡ଼ି ପାଇଁ ପୁଅ ଛୁରୀ ଭୁଶି ମା’ଙ୍କୁ ହତ୍ୟା କରିଛି। କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ମାଝିପଦର ଗ୍ରାମରେ ରବିବାର ରାତିରେ ଏପରି ଅଭାବନୀୟ ଘଟଣା ଘଟିଛି। ଛୁରାମାଡ଼ରେ ଭଉଣୀ, ଭଣଜା ଓ ପୁତୁରା ମଧ୍ୟ ଆହତ…
ରାଜ୍ୟରେ ଆରମ୍ଭ ହେଲା କୋଭାକ୍ସିନ ମାନବ ପରୀକ୍ଷଣ
ଭୁବନେଶ୍ୱର,୨୭।୭(ବ୍ୟୁରୋ)-ଭୁବନେଶ୍ୱର ସମ ହସ୍ପିଟାଲରେ ସୋମବାର କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନର ହେଲା ପରୀକ୍ଷା। ପରୀକ୍ଷଣ ପାଇଁ ରାଜି ହୋଇଥିବା ସାମାଜିକ କର୍ମୀଙ୍କଠାରେ ଟ୍ରାଏଲ କରାଯାଇଛି। ଏ ନେଇ ପରୀକ୍ଷଣର ପ୍ରମୁଖ ଥିବା ପର୍ଯ୍ୟବେକ୍ଷକ ଡାକ୍ତର…
ମୋବାଇଲ ଭ୍ୟାନ୍ରେ ହେବ କରୋନା ଟେଷ୍ଟ
ଭୁବନେଶ୍ୱର,୨୭।୭(ବ୍ୟୁରୋ)-ଏଣିକି ମୋବାଇଲ ଭ୍ୟାନରେ ହେବ କରୋନା ଟେଷ୍ଟ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଭ୍ୟାନ ବୁଲି ଟେଷ୍ଟିଂ କରିବ। ଗଞ୍ଜାମରେ ମୋବାଇଲ ଭ୍ୟାନ୍ ମାଧ୍ୟମରେ କରୋନା ଟେଷ୍ଟ କରାଯାଉଛି। ରାଜ୍ୟର ଆହୁରି ଅନେକ ସ୍ଥାନରେ ଏହିଭଳି ଟେଷ୍ଟ କରିବା ପାଇଁ ପ୍ରସ୍ତାବ…
କଟକରେ କାୟା ବିସ୍ତାର କରୁଛି କରୋନା: ଆଜି ୬୫ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ,୨୭।୭-କଟକରେ କାୟା ବିସ୍ତାର କରୁଛି କରୋନା। ସୋମବାର ସହରରୁ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୯ ଜଣ କ୍ୱାରାଣ୍ଟାଇନରେ ଥିବାବେଳେ ୬ ଲୋକାଲ କଣ୍ଟାକ୍ଟ କେସ। ଖଟବିନ ସାହିରୁ ୨୮ କରୋନା ଆକ୍ରାନ୍ତ ଚିହ୍ନଟ…
ରାଜଧାନୀରେ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୭।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସୋମବାର ରାଜଧାନୀ ଭୁବନେଶ୍ୱରରୁ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୧୮ ଜଣ ଥିବାବେଳେ ୪୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଆଇଗିଣିଆ ଆଳୁଗଦିରୁ ୨୦…
ଆଉନାହାନ୍ତି ଆଲ୍ବମ୍ କୁଇନ୍ ଦୀପା ସାହୁ
ଭୁବନେଶ୍ୱର,୨୭।୭(ବ୍ୟୁରୋ): ଲୋକପ୍ରିୟ ଆଲ୍ବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ସୋମବାର ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଦୀପାଙ୍କ ମୃତ୍ୟୁ ଘଟିଛି। ଦୀର୍ଘ ଦିନ କ୍ୟାନ୍ସରରେ ପୀଡ଼ିତ ହୋଇ ସେ ଚିକିତ୍ସାଧୀନ ଥିଲେ । ଦୀପାଙ୍କ ଦେହାନ୍ତ ନେଇ ସ୍ବାମୀ…
ଅଗଷ୍ଟ ୨ ଯାଏ ଅତାବିରା ଶଟଡାଉନ୍
ସରଣ୍ଡା,୨୭।୭( ଡି.ଏନ୍.ଏ.): ବରଗଡ ଜିଲାରେ କରୋନା ହୁ ହୁ ହୋଇ ବଢ଼ିଚାଲିଛି। ଅତାବିରାରେ ଗୋଷ୍ଟି ସଂକ୍ରମଣ ଦିଗକୁ ଆଗଉ ଥିବାବେଳେ ସୋମବାର ୨୧ ଜଣଙ୍କ ରିପୋର୍ଟ ପଜିଟିଭ ହୋଇଥିବା ବରଗଡ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଏହାପରେ ଅତାବିରାରେ କରୋନା…
Archives


