କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର,୩ା୯ (ବ୍ୟୁରୋ)- ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ଆଉଜଣେ ଉଚ୍ଚପଦସ୍ଥ ସରକାରୀ ଅଫିସର। ସେ ହେଲେ ଡାଇରେକ୍ଟୋରେଟ୍ ଅଫ୍ ଫ୍ୟାକ୍ଟୋରିଜ୍ ଆଣ୍ଡ୍ ବଏଲର୍ସ ବା କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା। ଆୟ ବହିର୍ଭୂତ ସମ୍ପତ୍ତି…
୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ
ଭୁବନେଶ୍ୱର,୩ା୯(ବ୍ୟୁରୋ)-ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବିଧାନସଭା ଅଧିବେଶନ ବସିବ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜସ୍ଥାନ ବିଧାନସଭା ବସିଛି। ଏନେଇ ସେ ଲୋକସଭା ବାଚସ୍ପତି ଏବଂ ସଚିବଙ୍କ ସହ ଟେଲିଫୋନ ଯୋଗେ କଥା…
ଆର୍ଟିଓ ଦେବେ ଆନ୍ତଃ ରାଜ୍ୟ ବସ୍ ପର୍ମିଟ୍
ଭୁବନେଶ୍ୱର,୩ା୯(ବ୍ୟୁରୋ)-ଆନ୍ତଃ ରାଜ୍ୟ ବସ୍ ପରିବହନ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ) ସ୍ବତନ୍ତ୍ର ଅନୁମତି(ସ୍ପେଶାଲ ପର୍ମିଟ୍) ଦେବେ। ସାଧାରଣ ପରିବହନ ସେବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ)ଙ୍କୁ ଅନୁମତି ଦେବାକୁ ପଡୁଥିଲା। ଅନୁମତି ପାଇବା ପାଇଁ ଏସ୍ଟିଏ କାର୍ଯ୍ୟାଳୟରେ ବସ୍ମାଲିକ ଓ ସେମାନଙ୍କର…
ଭୁବନେଶ୍ୱରରୁ ଆଜି ୫୮୦ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୩।୯(ବ୍ୟୁରୋ)-ଭୁବନେଶ୍ୱର ମହାନଗର ନିଗମ(ବିଏମସି)ରୁ ଆଜି ପୁଣି ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୨୨୧ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୩୫୯ ରହିଛି। ୟୁନିଟ-୮ରୁ ୭, ୟୁନିଟ-୨ରୁ ୨, ଟଙ୍କପାଣି ରୋଡରୁ ୪,…
ରାଜ୍ୟରେ ଆଜି ୩୨୭୮ କରୋନା ଆକ୍ରାନ୍ତ ସୁସ୍ଥ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୩।୯(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୩୨୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୧୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୩୬୮, କଟକରୁ ୨୩୦, ଯାଜପୁରରୁ ୧୯୫, ରାୟଗଡାରୁ ୧୮୭, ବରଗଡରୁ ୧୮୫, ବାଲେଶ୍ୱରରୁ ୧୨୪, ପୁରୀରୁ ୧୨୨,…
ସେପ୍ଟେମ୍ବର ୯ ରୁ ଭୁବନେଶ୍ୱର-ସୁରତକୁ ବିମାନ ସେବା ଆରମ୍ଭ
ଭୁବନେଶ୍ୱର,୩।୯(ବ୍ୟୁରୋ)-ସେପ୍ଟେମ୍ବର ୯ ତାରିଖରୁ ପୁଣି ସୁରତକୁ ଆରମ୍ଭ ହେବ ବିମାନ ସେବା। ସୁରତରୁ ବିମାନ ଅପରାହ୍ନ ସାଢେ ୩ଟାରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ଭୁବନେଶ୍ୱରରୁ ୪ଟା ୨୦ରୁ ବାହାରି ରାତି ୮ଟା ୧୦ରେ ସୁରତରେ ପହଞ୍ଚିବ। ସପ୍ତାହର…
ପ୍ଲାଜମା ଦାନ କଲେ ୨ କରୋନା ଯୋଦ୍ଧା: ସାଲ୍ୟୁଟ କଲେ ଗଞ୍ଜାମ ଜିଲାପାଳ, ଏସ୍ପି
ଛତ୍ରପୁର, ୩।୯(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ ପୁଣି ୨ ଜଣ କରୋନା ଯୋଦ୍ଧା ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ସେମାନେ ହେଲେ ଆସିକା ବ୍ଲକର ଆରଡ଼ବ୍ଲ୍ୟୁଏସ୍ଏସ୍ ଜେଇ ଶ୍ରୀନିବାସ ରାଓ ଓ ଗଞ୍ଜାମ ପୋଲିସ ଅଧୀନ ଧରାକୋଟ ଥାନାର ଏସ୍ଆଇ କୁମୁଦ ଚନ୍ଦ୍ର…
ବଗଲା ଜମି ବିବାଦ: ପ୍ରତିବାଦ ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ କଲା ଭାଜପା, ସ୍ବତନ୍ତ୍ର ଆପ୍ ଉନ୍ମୋଚିତ
ପୁରୀ ଅଫିସ,୩ା୯: ଦିନକୁ ଦିନ ବଗଲା ଧର୍ମଶାଳା ଜମି ବିବାଦ ତୀବ୍ର ହେବାରେ ଲାଗିଛି। ଭାଜପା, କଂଗ୍ରେସ ସମେତ ବିଭିନ୍ନ ବାମଦଳ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଭାଜପା ପକ୍ଷରୁ ୧୪ଦିନ ହେଲା ଧର୍ମଶାଳା ସମ୍ମୁଖରେ ଧାରଣା ଜାରି ରହିଥିବା…
ଶନିବାର ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷାଫଳ
ଭୁବନେଶ୍ୱର,୩।୯(ବ୍ୟୁରୋ): ଆସନ୍ତା ଶନିବାର ଯୁକ୍ତ ୨ କଳା ପରୀକ୍ଷାଫଳ ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ସିଏଚ୍ଏସ୍ଇର କାର୍ଯ୍ୟାଳୟରେ ଫଳ ପ୍ରକାଶ ପାଇବା ନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ବାଣିଜ୍ୟ ଓ…
ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ପଜିଟିଭ୍
ଭୁବନେଶ୍ୱର,୩।୯(ବ୍ୟୁରୋ): ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ହୋମ୍ କ୍ୱାରାଣ୍ଟାଇନ୍ରେ ରହିଥିବା ନେଇ ସେ ଗୁରୁବାର ସୂଚନା ଦେଇଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ…
ପୁଣି ୮ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୩।୯(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ପୁଣି ୮ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଏବଂ କରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ମୃତ ୮ ବ୍ୟକ୍ତିଙ୍କ ମଧ୍ୟରେ କଟକରୁ ୩, ଗଞ୍ଜାମରୁ ୨, ବାଲଶ୍ୱର, କନ୍ଧମାଳ ଏବଂ ଖୋର୍ଦ୍ଧା…
CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୩୬୩୧ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩।୯(ବ୍ୟୁରୋ): ରାଜ୍ୟରେ ପୁଣି ୩୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨୧୪ କ୍ୱରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୪୧୭ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।…
Archives


