ଓଡ଼ିଶା ପାଇଁ ୧୦ ଉପସଭାପତି ଘୋଷଣା କଲା ଭାଜପା, ଏହି ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର,୧୬ା୧୦: ଓଡ଼ିଶା ଭାଜପା ନିଜର ନୂଆ ପଦାଧିକାରୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୧୦ ଜଣ ଉପସଭାପତି, ୪ ଜଣ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ସମ୍ପାଦକଙ୍କ ନାମ ସାମିଲ ରହିଛି। ଉପସଭାପତି ଭାବେ ଯତୀନ ମହାନ୍ତି, ଅଶୋକ…
ଟ୍ରମ୍ପ କହିଲେ ମୋଦି ଫୋନ୍ କରିଥିଲେ, ଭାରତ କହିଲା ମିଛ କଥା
ନୂଆଦିଲ୍ଲୀ,୧୬ା୧୦: ଭାରତ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନ୍ରେ କଥାବାର୍ତ୍ତା କରି ରୁଷିଆରୁ ତୈଳ କିଣା ବନ୍ଦ କରିବାକୁ ନିଶ୍ଚିତି…
ଦୀପାବଳି ପରେ ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୬ା୧୦: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବାର ସମ୍ଭାବନା…
କଟକ ବାଲିଯାତ୍ରାରେ ଧମାକା କରିବ ବଲିଉଡ୍ ନାଇଟ୍, ମୁଖ୍ୟ ଆକର୍ଷଣ ସିଙ୍ଗର
କଟକ,୧୬।୧୦: ଚଳିତ ବର୍ଷ କଟକ ବାଲିଯାତ୍ରାରେ ବଲିଉଡ୍ ନାଇଟ୍ ଦର୍ଶକଙ୍କ ମନୋରଞ୍ଜନରେ ଚାର୍ ଚନ୍ଦ୍ ଲଗାଇବ। ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ, ହର୍ଷଦୀପ କୌର ଏବଂ ଋଷି ସିଂଙ୍କ ସମେତ ଓଲିଉଡ୍ର ୧୪ ଜଣ ନାମୀ ଗାୟକଙ୍କ ସଙ୍ଗୀତମୟ ପ୍ରଦର୍ଶନୀରେ ଦର୍ଶକମାନେ…
ଖୋଲି କହିଦେଲେ ସ୍ନେହାଙ୍ଗିନୀ, ଜିତିବା ହାରିବା ଅଲଗା କଥା କିନ୍ତୁ ମୁଁ…
ନୂଆପଡ଼ା,୧୬ା୧୦: ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ମନର କଥା ଖୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଓଡ଼ିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ, ବାହାରିଆ ବି ମୁଁ ନୁହେଁ। ମୁଁ ପ୍ରାର୍ଥୀ ବାଛିବା କମିଟିରେ…
ମୁଖ୍ୟମନ୍ତ୍ରୀଙ୍କ ଭବିଷ୍ୟବାଣୀ: କହିଲେ ଏଥର ନୂଆପଡ଼ାରେ ନିଶ୍ଚୟ…
ନୂଆପଡ଼ା,୧୬ା୧୦(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ନୂଆପଡ଼ା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖିବୁ। ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି।…
ଭାଜପାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ: ୨ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି…
ଭୁବନେଶ୍ୱର,୧୬ା୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଭାଜପାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ନାଁ ରହିଛି। ସେହିପରି ଭାଜପା ସଭାପତି ମନମୋହନ ସାମଲ,…
ଆଇନଜୀବୀ ପୀତବାସ ମର୍ଡର ମିଷ୍ଟ୍ରି: ପୋଲିସ କବ୍ଜାରେ କିଙ୍ଗ୍ପିନ୍ ସମେତ ୬ ଜଣ, ବିହାରୀ ବନ୍ଧୁକରେ…
ବ୍ରହ୍ମପୁର,୧୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗତ ୬ ତାରିଖରେ ଅତି ନିକଟରୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ବିହାର ଲିଙ୍କ୍ ଥିବା ଜଣାପଡ଼ିଥିଲା। ଶତାଧିକ ସିସିଟିଭି ଓ ଡମ୍ପ ଡାଟା ଆନାଲିସିସ୍…
ନୂଆପଡ଼ା ରାଜନୀତିରେ ନୂଆମୋଡ଼: ଭାଜପାରେ ସାମିଲ ହେଲେ ବିଜେଡି ନେତା ଲମ୍ବୋଦର ନିଆଲ
ନୂଆପଡ଼ା,୧୬ା୧୦(ମକାରୁ ବେମାଲ): ନୂଆପଡ଼ା ରାଜନୀତିରେ ନୂଆମୋଡ଼ ଆସିଛି। କଳାହାଣ୍ଡି ଲୋକ ସଭା ଆସନରୁ ବିଜେଡି ଟିକେଟ୍ରେ ନିର୍ବାଚନ ଲଢ଼ିଥିବା ଲମ୍ବୋଦର ନିଆଲ ଶେଷରେ ଭାଜପାରେ ସାମିଲ ହୋଇଛନ୍ତି। ଫଳରେ ବିଜେଡିକୁ ପୁଣି ଏକ ଶକ୍ତ ଝଟ୍କା ଲାଗିଛି ବୋଲି ରାଜନୈତିକ ମହଲରେ…
ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢ଼ାଇଲେ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ …
ଭୁବନେଶ୍ୱର,୧୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୀପାବଳି ପୂର୍ବରୁ ଗୁରୁବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୫୮ ପ୍ରତିଶତ ଅର୍ଥାତ୍ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର। ଏହା…
ବିଜେଡିକୁ ବଡ଼ ଝଟ୍କା! ନୂଆପଡା ନିର୍ବାଚନ ପୂର୍ବରୁ ଭାଜପାରେ ମିଶିବେ ବଡ଼ ବିଜେଡି ନେତା
ନୂଆପଡା ରାଜନୀତିରେ ବଡ଼ ହଲଚଲ। ରାଜନୀତିରେ ନୂଆ ମୋଡ ଦେଖିବାକୁ ମିଳିଛି। ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ଘରେ ଲମ୍ବୋଦର ନିଆଲ। ଜୟ ଢୋଲକିଆ ଓ ଲମ୍ବୋଦର ନିଆଲଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଛି। କଳାହାଣ୍ଡି ଲୋକ ସଭା ଆସନର ବିଜେଡି…
ହଠାତ୍ ନବୀନ ପଟ୍ଟନାୟକଙ୍କୁ ଫୋନ୍ କଲେ ମୁଖ୍ୟମନ୍ତ୍ରୀ: କହିଦେଲେ ଏମିତି କଥା…
ଭୁବନେଶ୍ୱର,୧୬।୧୦: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଫୋନ୍ କରି ଜନ୍ମଦିନର ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାସହ ନବୀନଙ୍କ ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ୍ସରେ…
Archives


