ସାଧାରଣତନ୍ତ୍ର ଦିବସରେ ପତାକାକୁ ଅସମ୍ମାନ, ଓଲଟା ଉଡ଼ିଲା ତ୍ରିରଙ୍ଗା
ଦିଗପହଣ୍ଡି,୨୬।୧: ଦିଗପହଣ୍ଡି ଏନ୍ଏସି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକଠାରେ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ପତାକା ଉତ୍ତୋଳନ କରିଥିଲେ। ହେଲେ ପତାକା ଓଲଟା ଉଡିଥିଲା। ଏନେଇ ଉପସ୍ଥିତ ବୁଦ୍ଧିଜୀବୀ ଅସନ୍ତୋଷ…
ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ-ଜନତା ମୁହାଁମୁହିଁ
ଭୁବନେଶ୍ବର, ୨୬।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅର୍ଥାତ୍ ମଙ୍ଗଳବାର ପୋଲିସ ଓ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। କଂଗ୍ରେସ ଭବନ ନିକଟରେ ଛିଡା ହୋଇ ଜୋର ଜବରଦସ୍ତ ପରେଡ ଦେଖିବା ସମୟରେ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । ରାଜ୍ୟସ୍ତରୀୟ ପରେଡ୍ ସମାରୋହରୁ…
ସ୍ବାଧୀନତା ସଂଗ୍ରାମୀଙ୍କୁ ଭେଟିଲେ ପ୍ରଶାସନିକ ଅଧିକାରୀ
ବରଗଡ଼ ଅଫିସ୍,୨୬।୧: ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ପାଳନ କରାଯାଉଛି। ଏହି ଅବସରରେ ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମରୁ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା। ବରଗଡ଼ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କ…
୭ ମାସ ପରେ ରାଜ୍ୟରେ ୧୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର, ୨୬।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସିଛି। ୭ ମାସ (୬ ଜୁନ୍ ୨୦୨୦) ପରେ ପ୍ରଥମ ଥର ରାଜ୍ୟରେ ୧୦୦ ତଳକୁ ଖସିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ମଙ୍ଗଳବାର ୯୯ ଜଣ ନୂଆ…
ବରଗଡ଼ରେ ପତାକା ଉତ୍ତୋଳନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ବରଗଡ଼ ଅଫିସ୍,୨୬।୧: ବରଗଡ଼ରେ ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଜିଲାପାଳ…
ଢେଙ୍କାନାଳରେ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବର୍ଦ୍ଧିତ ହେଲେ କରୋନା ଯୋଦ୍ଧା
ଢେଙ୍କାନାଳ ଅଫିସ, ୨୬।୧: ଢେଙ୍କାନାଳ ଜିଲା ଷ୍ଟାଡିୟମ୍ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। କୋଭିଡ୍ କଟକଣା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜିଲାର…
ହାଇକୋର୍ଟଙ୍କ ସ୍ଥିତାବସ୍ଥା ବଳବତ୍ତର
କଟକ ଅଫିସ,୨୬।୧: ବଲାରପୁର ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ବିକ୍ରି ହେବାକୁ ଥତ୍ବା ଚୌଦ୍ୱାର କାଗଜକଳର ୬୦୦ ଏକର ଜାଗା ଉପରେ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ସ୍ଥିତାବସ୍ଥାକୁ ସୋମବାର ବଳବତ୍ତର ରଖିଛନ୍ତି ସ୍ଥାନୀୟ ଅଞ୍ଚଳର ଅଧିବାସୀ ଶ୍ରୀକାନ୍ତ ବେହେରା ଏବଂ ଅନ୍ୟମାନଙ୍କ ପକ୍ଷରୁ…
ରାସ୍ତାଘାଟରେ ଜାତୀୟ ପତାକା ନ ପଡୁ
ସାଧାରଣତନ୍ତ୍ର ଦିବସର ସକାଳୁ ସକାଳୁ କୁନି ପିଲାଙ୍କ ହାତରେ ଜାତୀୟ ପତାକା ଓ ମୁହଁରେ ସମ୍ବିଧାନ ରଚୟିତାଙ୍କର ଜୟଗାନ ଶୁଣିଲେ ହୃଦୟରେ ଦେଶପ୍ରେମ ଜାଗିଉଠେ କିନ୍ତୁ ଅପରାହ୍ନରେ ରାସ୍ତାକଡରେ ସେହି ପତାକା ଏଣେ ତେଣେ ପଡିଥିବାର ଦୃଶ୍ୟ ହୃଦୟକୁ କଷ୍ଟ ଦିଏ…
ଏଭଳି ସମୟ ଆସିବ ବୋଲି ଭାବି ନ ଥିଲି
ଏଭଳି ଯେ ସମୟ ଆସିବ ଅାଉ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ ସେ ନେଇ ଅାଦୋ ଚିନ୍ତା କରିନଥତ୍ଲି ା ସରକାରଙ୍କ ଏକତରଫା ନିଷ୍ପତି ଯୋଗୁଁ ବଢୁଥିବା ଜନ ଅସନ୍ତୋଷ ଏବଂ ସ୍ବାଧୀନତା ଅଧିକାର ଅାଳରେ ସରକାରୀ ନିଷ୍ପତି ବା…
ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର, ୨୬।୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଛି। ଏଠାରେ ଉପନିର୍ବାଚନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଯଦିଓ ଏହି ଉପନିର୍ବାଚନ ପାଇଁ…
୨୯ରୁ ଆବେଦନ, ୩ରେ ମେରିଟ୍ ଲିଷ୍ଟ
ଭୁବନେଶ୍ୱର, ୨୬।୧(ବ୍ୟୁରୋ): ରାଜ୍ୟର ସବୁ ଡିଗ୍ରୀ କଲେଜରେ ଯୁକ୍ତ୩ ପ୍ରଥମ ବର୍ଷ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୯ ତାରିଖରୁ ଛାତ୍ରୀଛାତ୍ରମାନେ ଆବେଦନ କରିବେ। ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ ସାମ୍ସ ଓ୍ବେବ୍ସାଇଟ୍ www.samsodisha.gov.inରେ…
ବଢ଼ିଲା ସ୍କୁଲ ପୋଷ୍ୟ ଗ୍ରହଣ ତାଲିକା
ଭୁବନେଶ୍ୱର, ୨୬।୧(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଚିଠି ଲେଖିଛନ୍ତି। ଏହାପରଠୁ ପୋଷ୍ୟ ଗ୍ରହଣ ତାଲିକା ଲମ୍ବିବାରେ ଲାଗିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ…
Archives


