ରାଜ୍ୟ

ଧନ୍‌ତେରସ୍‌ରେ ୨୫୦କୋଟିର ବ୍ୟବସାୟ

ଭୁବନେଶ୍ୱର,୧୯।୧୦(ଅନୁରାଧା ମହାରଣା): ଚଳିତ ବର୍ଷ ଅତ୍ୟାବଶ୍ୟକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କମ୍‌ ଟିକସ ସାଧାରଣ ପରିବାରକୁ ଆଶ୍ୱସ୍ତି, ବଜାରକୁ ଶକ୍ତି ଦେଇଛି। ମୁଦ୍ରାସ୍ଫୀତି ଗତ ୮ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସିପିଆଇ ମୁଦ୍ରାସ୍ଫୀତି ମାତ୍ର ୧.୫୪%ରେ…

ବନ୍ୟପ୍ରାଣୀ, ପରିବେଶ ଚିନ୍ତାରେ ଜୁଆଙ୍ଗ

କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ବିଭିନ୍ନ ବ୍ଲକ୍‌ରେ ହାତୀ ଉପଦ୍ରବ ସବୁଦିନିଆ ଘଟଣାରେ ପରିଣତ ହୋଇଛି। ହାତୀପଲ ଜନବସତିରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗ ପକ୍ଷରୁ କ୍ଷତିପୂରଣ ମିଳୁଥିଲେ ହେଁ ପ୍ରକୃତ…

ଫୁଲବାଣୀ ପ୍ରକଳ୍ପ ପ୍ରଶାସକଙ୍କୁ ଅତିରିକ୍ତ ଦାୟିତ୍ୱ

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ଆଉ ମାତ୍ର ୩ ମାସ ପରେ ପାଳିତ ହେବ ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ। ବିଗତ ଦିନଠାରୁ ଚଳିତ ବର୍ଷ ଆହୁରି ଏହି ମହୋତ୍ସବ ଆଦୃତ ହେବ ବୋଲି ସମସ୍ତଙ୍କ ଆଶା ରହିଛି। ସେହିପରି ଇକୋ ରିଟ୍ରିଟ୍‌ ମଧ୍ୟ ୩…

ଅଧିକ ସୁଧ ଦେବା ଆଳରେ ୧୦୦୦ କୋଟିର ଠକେଇ

ଭୁବନେଶ୍ୱର,୧୯।୧୦(ସତ୍ୟଜିତ ରାଉତ): ନିବେଶରୁ ଅଧିକ ଲାଭ ଦେବା ଆଳରେ ୧୦୦୦ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜଣେ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି। ସେ ହେଲେ କଟକ ୪୨ ମୌଜା ଝିଙ୍କିରିଆ ଅଞ୍ଚଳର ପ୍ରତାପ କୁମାର…

ମାଲବାହୀ ଲାଇନ୍‌ଚ୍ୟୁତ, ଏକାଧିକ ଟ୍ରେନ୍‌ ବାତିଲ

ନନ୍ଦପୁର,୧୯ା୧୦(ତୁଷାରକାନ୍ତ ମହାନ୍ତି): ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼ ସଂଯୋଗ କରୁଥିବା (ବିଶାଖାପାଟଣା-କିରାଣ୍ଡୁଳ) କେକେ ରେଳପଥରେ ଅଘଟଣ ହୋଇଛି। ଶନିବାର ବିଳମ୍ବିତ ରାତିରେ ରେଳପଥର (ଆନ୍ଧ୍ର) ଚିମିଡିପାଲି ଓ ଟାୟାଡା ଷ୍ଟେଶନ ମଧ୍ୟ ରେଳପଥ ଉପରେ ଖସି ପଡ଼ିଥିବା ଏକ ବିରାଟ ପଥର ସହ ଧକ୍କା ହୋଇ…

ଦୀପାବଳି ପାଇଁ ବଦଳିଲା ଡିଇଏଲ୍‌ଇଡି ପରୀକ୍ଷା ସୂଚୀ, ୨୦ ପରିବର୍ତ୍ତେ …

କଟକ,୧୮।୧୦(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିଇଏଲ୍‌ଇଡି ପେପର-୧ ପରୀକ୍ଷା ଅକ୍ଟୋବର ୨୦ ପରିବର୍ତ୍ତେ ୨୯ ତାରିଖରେ ହେବ। ଦୀପାବଳି ପାଳନ ପାଇଁ ରାଜ୍ୟ ସରକାର ୨୦ ତାରିଖକୁ ଛୁଟି ଘୋଷଣା କରିଥିବାରୁ ବୋର୍ଡ ପକ୍ଷରୁ ଉକ୍ତ…

୨୦ ଓ ୨୧ ସ୍କୁଲ, କଲେଜ ଛୁଟି; ଏହି ଜିଲାକୁ ଛାଡ଼ି ଅନ୍ୟସବୁରେ…

ଭୁବନେଶ୍ୱର,୧୮ା୧୦(ସୁଚିସ୍ମିତା ସାହୁ): ଦୀପାବଳି ପାଇଁ ଆସନ୍ତା ସୋମବାର ଓ ମଙ୍ଗଳବାର (୨୦ ଏବଂ ୨୧ ତାରିଖ) ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି ରହିବ। ନୂଆପଡାରେ କେବଳ ୨୧ ତାରିଖ ଛୁଟି ଥିବା ବେଳେ ଅନ୍ୟସବୁ ଜିଲାରେ ଦୁଇଦିନ ଛୁଟି…

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଚପଲ କିଣିଦେବାକୁ କହି ଜଙ୍ଗଲକୁ ନେଇ ବଳାତ୍କାର, ବିବାହିତ ଯୁବକଙ୍କ ନାମରେ ଅଭିଯୋଗ…

ଦାରିଙ୍ଗବାଡି, ୧୮।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗ୍ରାମର ଜଣେ ବିବାହିତ ଯୁବକ ବଳାତ୍କାର କରିଛନ୍ତି। ଏନେଇ ସେହି ଗ୍ରାମର ମହିଳା ମଣ୍ଡଳ ଏକତ୍ରିତ ହୋଇ ଶନିବାର…

ବେଆଇନ ଚାଲୁଥିଲା ଫିଜିଓଥେରାପି ସେଣ୍ଟର, ବନ୍ଦ କଲେ ଜିଲା ମଙ୍ଗଳ ଅଧିକାରୀ

ଭୋଗରାଇ,୧୮ା୧୦(ପ୍ରଦୀପ ଦାସ): ଦିବ୍ୟାଙ୍ଗ ପାଇଁ ସକ୍ଷମ ଫିଜିଓଥେରାପି ସେଣ୍ଟର ଖୋଲିବା ନିମନ୍ତେ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିଲା ଏକ ପଞ୍ଚାୟତରେ। ହେଲେ ସେଠାରେ ଉକ୍ତ ସେଣ୍ଟର ନ ହୋଇ ଅନ୍ୟ ପଞ୍ଚାୟତରେ ସେଣ୍ଟର ଖୋଲାଯାଇ ସରକାରଙ୍କଠାରୁ ଆସୁଥିବା ଲକ୍ଷାଧିକ ଟଙ୍କାର ଅନୁଦାନ…

କାମ ସରୁନି କି ଲୋକଙ୍କୁ ସେବା ମିଳୁନି:  କାମ ସରିବାର ନାଁ ଧରୁନି

ଦାରିଙ୍ଗବାଡି, ୧୮।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ଦୀର୍ଘ ଦିନ ହେଲା ଏକ ବଦ୍ୟୁତ୍‌ ସବଷ୍ଟେଶନ କାର୍ଯ୍ୟ ଚାଲିଛି। ପ୍ରାୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିିସାରିଥିବା ବେଳେ ବିଭାଗ ତାକୁ ଚାର୍ଜ କରିବାରେ ଅହେତୁକ…

ଧନ୍‌ତେରସ୍‌ରେ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୮।୧୦: ଦୀପାବଳି ପୂର୍ବରୁ ଶନିବାର ଧନ୍‌ତେରସ୍‌ ଅବସରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ରାଜଧାନୀ ଭୁବନେଶ୍ୱର ରାସ୍ତା ପ୍ରଶସ୍ତିକରଣ ହେବା ସହ ରାଜ୍ୟରେ ୭ ଶହ କି.ମି. ରାସ୍ତା ମରାମତି ଏବଂ ନୀବିକରଣ ହେବ ବୋଲି…

ନୂଆପଡ଼ାରେ ବାଜିମାରିବେ କି ଘାସିରାମ, ଭରିଲେ ନାମାଙ୍କ

ନୂଆପଡ଼ା,୧୮।୧୦(ମକାରୁ ବେମାଲ): ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ଜୟ ଢୋଲକିଆ। ନୂଆପଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀପତ୍ର ଦାଖଲ କରିଛନ୍ତି। ପାର୍ଥୀପତ୍ର ଦାଖଲ ବେଳେ ଦଳର ହେଭିଓ୍ବେଟ୍‌ ଉପସ୍ଥିତ ଥିଲେ। ଜୟଙ୍କ ସହ ଘାସିରାମ ମଧ୍ୟ ପାର୍ଥୀପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷେ, ନୂଆପଡ଼ା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri