‘ବୃହତ୍ ବାଣିଜ୍ୟିକ ସ୍ଥଳରେ ପରିଣତ ହେବ ଓଡ଼ିଶା’
ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟର ସୁଦୀର୍ଘ ଉପକୂଳର ଫାଇଦା ସାଗରମାଳା ପ୍ରକଳ୍ପ ଜରିଆରେ ଓଡିଶାକୁ ଏକ ବୃହତ ବାଣିଜି୍ୟକ ପରିବହନ ସ୍ଥଳରେ ପରିଣତ କରିବ। ବନ୍ଦରଭିତ୍ତିକ ଶିଳ୍ପାୟନ ଓ ଯୋଗାଯୋଗ ସାଗରମାଳା ପ୍ରକଳ୍ପର ମୁଖ୍ୟ ଫୋକସ ହେବ। ଉପକୂଳ ଗୋଷ୍ଠୀ ବିକାଶକୁ ଗୁରୁତ୍ୱ ଦିଆଯିବ।…
ଓଡ଼ିଶାରେ ଅଭାବ କୋଭିଡ୍ ଟିକା ; ବନ୍ଦ ହେଲାଣି କେନ୍ଦ୍ର
ଭୁବନେଶ୍ୱର/ଝାରୁସୁଗୁଡ଼ା, ୭ା୪ : ଓଡ଼ିଶାରେ ଦେଖାଦେଲାଣି ଟିକାର ଅଭାବ। ବୁଧବାର ସୁଦ୍ଧା ରାଜ୍ୟରେ ଗଚ୍ଛିତ ଅଛି ୫.୩୪ ଲକ୍ଷ ଟିକା। ପ୍ରତି ଦିନ ୨.୫ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଫଳରେ ଆସନ୍ତା ଦୁଇ ଦିନ ପରେ ଗଚ୍ଛିତ ଟିକା ପ୍ରାୟ…
ସମ୍ବଲପୁରରେ କଟକଣା ନ ମାନିଲେ ଜରିମାନା
ସମ୍ବଲପୁର,୭।୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲାରେ କଟକଣା କଡାକଡି କରାଯାଇଛି। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବୁଧବାର ମାସ୍କ ଚେକିଂ କରାଯାଇଥିଲା। ଏହାସହ ଦୋକାନବଜାରରେ ପୋଲିସ ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରି କିଣାବିକା କରିବାକୁ ଅନୁରୋଧ କରିଥିଲା।…
ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା: ୨୨ ଛାତ୍ରଙ୍କ ନାମରେ ନୋଟିସ
ସମ୍ବଲପୁର,୭ା୪(ବ୍ୟୁରୋ)- ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍ୟୁ) ସ୍ଥିତିରେ ବୁଧବାର ସୁଧାର ଆସିଛି। ଅଫିସ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଘଟଣାରେ ୧୦୦ରୁ ଊର୍ଦ୍ଧ୍ୱ ସାମିଲ ଥିବା ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜକୁ…
ସୁସ୍ଥ ହେଲେ ୨୪୬ ଆକ୍ରାନ୍ତ
ଭୁବନେଶ୍ୱର, ୭ା୪ : ରାଜ୍ୟରେ ବୁଧବାର ୨୪୬ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ସୁସ୍ଥ ହୋଇଥିବା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୬୬୨ରେ ପହଞ୍ଚିଛି। ନୂଆପଡ଼ାରୁ ସର୍ବାଧିକ ୭୪, ଖୋର୍ଦ୍ଧାରୁ ୩୫, ବରଗଡ଼ରୁ ୨୨, କଟକରୁ ୧୫,…
ପୁଣି ମୁହାଁମୁହିଁ ହେଲେ ପୋଲିସ-ମାଓବାଦୀ
ଫୁଲବାଣୀ ଅଫିସ, ୭ା୪: କନ୍ଧମାଳ ଜିଲାରେ ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଅଞ୍ଚଳର କୋଲାମ୍ପରା ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସର ଗୁଳିମାଡ଼ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଏଥିରେ କାହାରି ମୃତ୍ୟୁ…
କଳାହାଣ୍ଡିରେ କରୋନାର ସ୍ଥିତି ଚିନ୍ତାଜନକ
ଭବାନୀପାଟଣା,୭।୪: କଳାହାଣ୍ଡିରେ ମାଡିଲାଣି କରୋନା। ଚଳିତ ମାସ ପ୍ରଥମ ସପ୍ତାହରେ ଚିହ୍ନଟ ହୋଇଛନ୍ତି ୨୮୧ନୂଆ ଆକ୍ରାନ୍ତ। ଗତ ୧ ତାରିଖରେ ୨୬ଜଣ, ୨ରେ ୨୨, ୩ରେ ୨୬, ୪ରେ ୪୭ ଓ ୫ରେ ୫୮ଜଣ, ୬ରେ ୬୪ ଏବଂ ୭ ତାରିଖ…
ନବମ, ଏକାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ବନ୍ଦ
ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏନେଇ ରାଜ୍ୟ ସରକାର ବୁଧବାର ନବମ ଏବଂ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲରେ ମଧ୍ୟ କ୍ଲାସ ବନ୍ଦ ରହିବ।…
ଲାଞ୍ଚ ନେଇଥିବା ଆର୍ଆଇଙ୍କୁ ଜେଲଦଣ୍ଡ
ବ୍ରହ୍ମପୁର ଅଫିସ,୭ା୪: ଗଞ୍ଜାମ ଜିଲା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସୁବ୍ରତ ମହାନ୍ତି ବୁଧବାର ଏକ ଲାଞ୍ଚ ଗ୍ରହଣ ମାମଲାର ଶୁଣାଣି କରିଥିଲେ। ସମସ୍ତ ପ୍ରମାଣକୁ ଭିତ୍ତି କରି ହିଞ୍ଜିଳିକାଟୁ ତହସିଲ ବୁରୁପଡ଼ାର ପୂର୍ବତନ ରାଜସ୍ବ ନିରୀକ୍ଷକ (ଆର୍ଆଇ) ମନମୋହନ ତ୍ରିପାଠୀଙ୍କୁ ୧…
ରାମ ମନ୍ଦିର କନଫରେନ୍ସ ହଲ୍ ସିଲ୍
ଭୁବନେଶ୍ୱର,୭।୪(ବ୍ୟୁରୋ): ଭୁବନେଶ୍ୱର ଜନପଥ ସ୍ଥିତ ରାମ ମନ୍ଦିର ପରିସରରେ ଥିବା କନଫରେନ୍ସ ହଲକୁ ବୁଧବାର ବିଏମ୍ସି ସିଲ୍ କରିଛି। କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍ ହୋଇଛି। ଜନ୍ମଦିନ ପାର୍ଟି ଚାଲିଥିବା ବେଳେ କୋଭିଡ ନିୟମ ଉଲ୍ଲଙ୍ଘନ ହୋଇଥିବା ଜଣା ପଡ଼ିବା…
ଦିନକରେ ଆଦାୟ ହେଲା ୨୪ ଲକ୍ଷ ୯୧ ହଜାରରୁ ଊର୍ଦ୍ଧ୍ୱ ଟଙ୍କା
ଭୁବନେଶ୍ୱର, ୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ପ୍ରଶାସନ ପକ୍ଷରୁ ନିୟମ କଡ଼ାକଡି କରାଯାଇଥିବା ବେଳେ କଟକଣା ଉଲ୍ଲଙ୍ଘନ ନେଇ ପୋଲିସର ସ୍ପେଶାଲ ଡ୍ରାଇଭ କରୁଛି। ଗତ ୨୪ ଘଣ୍ଟାରେ ପୋଲିସ ୨୭…
ପିପିଲି ଉପନିର୍ବାଚନ: ପ୍ରଚାର କରିବେ ଧର୍ମେନ୍ଦ୍ର
ଭୁବନେଶ୍ୱର,୭।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ସେତିକି ବୃଦ୍ଧି ପାଉଛି। ପିପିଲି ନିର୍ବାଚନ ପାଇଁ ସବୁ ଦଳର ନେତା ଓ କର୍ମୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାଜପା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର…
Archives


