ସୁଧୁରିଲେ ନାହିଁ ପ୍ରାଣୀଧନ ନିରୀକ୍ଷକ; ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିବା ପରେ ଗଲେ ଜେଲ୍…
ଦିଗପହଣ୍ଡି, ୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ପ୍ରାଣୀଧନ ନିରୀକ୍ଷକ ଶୁଭକାନ୍ତ ରାଉତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଶୁଭକାନ୍ତଙ୍କ ଘର କେନ୍ଦ୍ରାପଡା ଜିଲା ମହାକାଳପଡା ଥାନା ଅର୍ନ୍ତଗତ ବଡପଲ୍ଲି ଗ୍ରାମ ହୋଇଥିବା ବେଳେ…
ସମ୍ଭାବ୍ୟ ବାତ୍ୟା ପାଇଁ ଛୁଟି ବାତିଲ: ୩୧ ଯାଏ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ…
ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ ): ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ପାଇଁ ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ ନେଇ ଶନିବାର ସାରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଏକ ନିର୍ଦ୍ଦେଶନାମା…
ଖବର ପ୍ରକାଶ ପରେ ଚେତିଲେ ବ୍ୟବସାୟୀ, ବର୍ଜ୍ୟବସ୍ତୁରେ ନିଆଁ ଲଗାଇ ପଡ଼ିଆ କଲେ ସଫା
ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): ହେଲିପ୍ୟାଡ୍ ପଡ଼ିଆଠାରେ ଚଳିତ ବର୍ଷ ଦୀପାବଳି ପାଇଁ ବାଣ ଦୋକାନ ଖୋଲାଯାଇଥିଲା। ଏଥିରେ ଲାଇସେନ୍ସପ୍ରାପ୍ତ ୫ ଜଣ ବ୍ୟବସାୟୀ ସ୍ବତନ୍ତ୍ର ଭାବେ ଦୋକାନ ଖୋକିଥିଲେ। ତେବେ ଦୀପାବଳି ସରିବା ପରେ ବାଣ ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିଲା। ସେଠାରେ ଅସ୍ଥାୟୀ…
ଜମିବାଡ଼ି ବିବାଦରୁ ଗାଁରେ ବୁଲିଲା ଖଣ୍ଡା, ଭୟଭୀତ ହୋଇ ଲୋକେ…
ମହାକାଳପଡ଼ା,୨୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ତନ୍ତିଆ ପାଳ ଥାନା ଅଧୀନ ସ୍ଥାନୀୟ ଜମ୍ବୁ-ବାବର ମୁଖ୍ୟ ରାସ୍ତା କଣ୍ଟିଲୋ ଛକଠାରେ ଶନିବାର ଅପରାହ୍ନରେ ଜମିଜମା ସମସ୍ୟାକୁ ନେଇ ଖଣ୍ଡା ବୁଲିଛି। ଏଥିରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ମୁଖ୍ୟରାସ୍ତାରେ ଟାୟାର…
ବସ୍ ଚକାତଳେ ପଶିଗଲା ବାଇକ୍, ଆଉ ତା’ ପରେ…
ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ନରେନ୍ଦ୍ରପୁର ନିକଟରେ ଥିବା ନୟାରା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏକ ମିନି ବସ୍ ବାଇକ୍କୁ ସମ୍ମୁଖ ପଟୁ ଧକ୍କା ଦେବା ଫଳରେ ବାଇକ୍ଆରୋହୀ…
ଟ୍ରେନ୍ ଧକ୍କାରେ ଚାଲିଗଲା ମହିଳା ମତ୍ସ୍ୟଜୀବୀଙ୍କ ଜୀବନ
ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଟ୍ରେନ୍ ଧକ୍କାରେ ଜଣେ ମହିଳା ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ମତ୍ସ୍ୟଜୀବୀ ଜଣକ ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ବି. ଦାନାମ୍ମା ବୋଲି (୫୬) ବୋଲି ସୂଚନା ମିଳିଛି।…
୧୦୦ ରୁ ୧୨୦ ଛୁଇଁବ ପବନ! ଭୀଷଣ ହେବ ବାତ୍ୟା, IMD କଲା ସତର୍କ…
ଭୁବନେଶ୍ୱର, ୨୫।୧୦: ଆସୁଛି ବାତ୍ୟା ମୋନ୍ଥା । ବଙ୍ଗୋପସାଗରରେ ଆାସୁଥିବା ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ବଡ଼ ଅପଡେଟ୍ ଦେଇଛି ଭାରତୀୟ ପାଣିପାଗ ବିଭାଗ । ସମୁଦ୍ର ଭିତରେ ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା । ବଢିବ ପବନର ବେଗ…
ଆସୁଛି ଭୀଷଣ ବାତ୍ୟା, ସ୍କୁଲ ଛୁଟିକୁ ନେଇ ଆସିଲା ବଡ଼ ଖବର!
ଭୁବନେଶ୍ୱର, ୨୫।୧୦: ବାତ୍ୟା ନେବ ଭୀଷଣ ବାତ୍ୟା ରୂପ । ୨୮ରେ ଭୀଷଣ ବାତ୍ୟା ନେଇ IMDର ଆକଳନ । ଆଇଏମଡି ଜାରି କଲା ବାତ୍ୟାର ନୂଆ ଟ୍ରାକ । ଘଣ୍ଟା ପ୍ରତି ଶହେ କିମି ବେଗରେ ବହିବ ପବନ ।…
ଦୀର୍ଘବର୍ଷ ପରେ ଗାଁ ଲୋକ ଦେଖିବାକୁ ପାଇଲେ କଂକ୍ରିଟ୍ ରାସ୍ତା, ଖେଳିଗଲା ଆନନ୍ଦ
ଧର୍ମଶାଳା,୨୫ା୧୦(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଉତ୍ତରପ୍ରତାପ ପଞ୍ଚାୟତର ଜଳେଶ୍ୱରପୁର ଗାଁରେ ସ୍ବାଧୀନତାର ଦୀର୍ଘବର୍ଷ ପରେ ନୂଆ କରି କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଲୋକେ ବେଶ୍ ଆନନ୍ଦିତ ହୋଇଛନ୍ତି। କହିଛନ୍ତି, ରାସ୍ତାର…
ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ ମୁଜୁମଦାର
ଭୁବନେଶ୍ୱର,୨୫।୧୦: ଧିରେ ଧିରେ ସୁସ୍ଥ ହେଉଛନ୍ତି ଅଭିଜିତ ମୁଜୁମଦାର୍। ସେ ଭେଣ୍ଟିଲେଟରରୁ ବାହାରିଛନ୍ତି। ହେଲେଏବେବି କୋମାରେ ସଙ୍ଗୀତ ଅଛନ୍ତି । । ଗୁରୁତର ହୋଇ ଭୁବନେଶ୍ବର ଏମ୍ସ ଭେଣ୍ଟିଲେଟରରେ ଥିଲେ । ଅଭିଜିତଙ୍କ ମସ୍ତିସ୍କ ଏବେ ବି କାମ କରୁନି ।…
ଭୀଷଣ ବାତ୍ୟାର ରୂପ ନେବ ‘ମୋନ୍ଥା’: ସ୍ପଷ୍ଟ ହେଲା ଏଇଠି କରିବ ଲ୍ୟାଣ୍ଡ୍ଫଲ
ଭୁବନେଶ୍ୱର,୨୫ା୧୦: ଆସନ୍ତା ୨୮ ତାରିଖ ସନ୍ଧ୍ୟା ଅର୍ଥାତ୍ ମଙ୍ଗଳବାର ପରେ ଆନ୍ଧ୍ର କାକିନଡ଼ା ପାଖରେ ବାତ୍ୟା ଲ୍ୟାଣ୍ଡ୍ଫଲ କରିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ତେବେ ବାତ୍ୟା ‘ମୋନ୍ଥା’ ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ଭିତରେ…
ସଜେଇ ହେଉଛି ଦାରିଙ୍ଗବାଡ଼ି: ଖୋଲିବ ଇକୋ ରିଟ୍ରିଟ୍, ଭିଡ଼ ଜମାଇବେ ପର୍ଯ୍ୟଟକ
ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): ଆସୁଛି ପର୍ଯ୍ୟଟନ ଋତୁ। ଧିରେ ଧିରେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବା ଆରମ୍ଭ କଲେଣି। ତେବେ ଲଘୁଚାପ ଜନିତ ବର୍ଷା ଯୋଗୁ ଚଳିତଥର ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ଶୀତ ନ ଥିବା…
Archives


