IMDର ବଡ଼ ଆକଳନ, ଅଶାନ୍ତ ହେଲା ସମୁଦ୍ର, ଆଜି ରାତି ୮ଟାରେ…
ଭୁବନେଶ୍ୱର,୨୮।୧୦: ଭୀଷଣ ବାତ୍ୟାର ରୂପ ଧରି ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା। ଏହାରି ଭିତରେ ପାଣିପାଗ ବିଭାଗ କରିଛି ବଡ଼ ଆକଳନ। ସଂଧ୍ୟା ୬ଟାରୁ ରାତି ୧୧ଟା ମଧ୍ୟରେ ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ କରିବ। କିଛି ଆନ୍ତର୍ଜାତୀୟ ମଡେଲର ଆକଳନ…
ଭୟଙ୍କର ହେଉଛି ବାତ୍ୟା ମୋନ୍ଥା: ରେଡ୍ ଆଲର୍ଟରେ ଏହି ଜିଲା, ପ୍ରବଳ ଛେଚିବ
ଭୁବନେଶ୍ୱର,୨୮।୧୦: ଆଜି ପାଇଁ ୫ ଜିଲାକୁ ରେଡ, ୪ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଜିଲାକୁ ରେଡ୍ ଆଲର୍ଟ ଥିବା ବେଳେ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତିକୁ ଅରେଞ୍ଜ ଆଲର୍ଟ ଏବଂ ଅବଶିଷ୍ଟ…
ଦୁର୍ନୀତିରେ ଅଧିକାରୀଙ୍କ ସଂପୃକ୍ତି ନେଇ ମୁଖ୍ୟମନ୍ତ୍ରୀ କହିଦେଲେ ଏମିତି : ଯେଉଁ ଖବରକାଗଜରେ ପ୍ରଶଂସିତ ସେଥିରେ …
ଭୁବନେଶ୍ୱର,୨୮।୧୦: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କ୍ଷୋଭ ପ୍ରକାଶ କରିଛନ୍ତି। ଦୁର୍ନୀତିରେ ଯୁବ ଅଧିକାରୀଙ୍କ ସଂପୃକ୍ତି ନେଇ ସେ କହିଛନ୍ତି, ସରକାରୀ ଅଧିକାରୀ ହୋଇ ଲୋକଙ୍କ ସେବା କରିବେ ସ୍ବପ୍ନ ଦେଖିଥିଲେ, ସ୍ବଚ୍ଛ ସେବା…
ମୋନ୍ଥାର ପ୍ରକୋପ: ଖସିଲା ପାହାଡ଼ ଅତଡ଼ା
ମୋହନା,୨୮।୧୦ ( ମନ୍ମଥ ମିଶ୍ର ): ବାତ୍ୟା ମୋନ୍ଥାର ପ୍ରକୋପ ଏତେ ଭୟଙ୍କର ଅଛି ଯେ, ତୁହା କୁ ତୁହା ବର୍ଷା ଲାଗି ରହିଛି। ଅପରପକ୍ଷେ ଗଜପତି ପ୍ରଶାସନ ଦିନ ରାତି ଏକ କରି ପ୍ରତିଟି ବ୍ଲକର ଆଶ୍ରୟସ୍ଥଳୀ ବୁଲବୁଲି ସମସ୍ତ…
ବିଚ୍ରେ ଗାଧୋଇବାକୁ ମନାକଲେ ଲାଇଫଗାର୍ଡ: ଚପଲରେ ସେକିଦେଲେ ମହିଳା
ପୁରୀ,୨୮।୧୦: ସମୁଦ୍ର ଭିତରକୁ ଗାଧୋଇବାକୁ ଯିବାକୁ ବାରଣ କଲେ ଲାଇଫଗାର୍ଡ ଚପଲରେ ସେକିଦେଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି, ପୁରୀ ସମୁଦ୍ର କୂଳରେ । ସ୍ତ୍ରୀ ସ୍ବାମୀ ଉଭୟ ସମୁଦ୍ର ଭିତରକୁ ପଶୁଥିବା ବେଳେ ବାତ୍ୟ ମୋନ୍ଥା ପାଇଁ ଆର୍ଲଟ…
ଗୋପାଳପୁରରୁ ମାତ୍ର ଏତିକି କି.ମି. ଦୂରରେ ବାତ୍ୟା ମୋନ୍ଥା, ଗତ ୬ ଘଣ୍ଟା ମଧ୍ୟରେ…
ଗୋପାଳପୁର,୨୮।୧୦(ନବୀନ ରାଜ ଆଚାରୀ): ଦକ୍ଷିଣ -ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ହୋଇ ବଳ ଗୋଟାଇ ମଙ୍ଗଳବାର ଭୟଙ୍କର ବାତ୍ୟାର ରୂପନେଇ ସ୍ଥଳଭାଗ ଅଭିମୁଖେ ମାଡି ଆସୁଛି । ଆଉ କିଛି ଘଣ୍ଟା ମଧ୍ୟ୍ୟରେ ଆନ୍ଦ୍ରପ୍ରଦେଶ କାକିନାଡ଼ା ପାଖପାଖି…
ବାତ୍ୟାକୁ ନେଇ ଆସିଲା ବଡ଼ ଅପ୍ଡେଟ୍: ମୁଖ୍ୟମନ୍ତ୍ରୀ କହିଲେ…
ଭୁବନେଶ୍ୱର,୨୮।୧୦: ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଲେ ବଡ଼ ସୂଚନା। ସେ କହିଛନ୍ତି, ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି। ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ସାରିଛି।…
ଭୟଙ୍କର ବାତ୍ୟାର ରୂପ ନେଲା ‘ମୋନ୍ଥା’, ଏହି ସବୁ ଜିଲାରେ ଘଣ୍ଟାପ୍ରତି ୧୧୦ କି.ମି. ବେଗରେ ବହିବ ପବନ!
ଭୁବନେଶ୍ୱର,୨୮।୧୦: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି। ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଏବଂ ଗୋପାଳପୁର ଠାରୁ ୫୩୦ କିମି ଦୂରରେ…
ମୋନ୍ଥା ପ୍ରଭାବ: କୂଳ ଲଂଘିଲା ସମୁଦ୍ର, ଭୁଶୁଡ଼ିଲା ୩ ଘର
ଖଲ୍ଲିକୋଟ,୨୮।୧୦: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ସ୍ଥଳଭାଗ ନିକଟତର ହେଉଛି। ବାତ୍ୟା ‘ମୋନ୍ଥା’ ମଛଲିପଟନମଠାରୁ ୧୪୦ କିମି ଦୂରରେ ରହିଥିବା ବେଳେ କାକିନାଡ଼ାଠାରୁ ୨୪୦ କିମି, ଗୋପାଳପୁର…
ବଳ ଗୋଟାଉଛି ମୋନ୍ଥା: ମଛଲିପଟନମରେ କରିବ କି ଲ୍ୟାଣ୍ଡଫଲ
ଭୁବନେଶ୍ୱର,୨୮।୧୦: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି। ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଦୂରରେ ରହିଛି। ଗୋପାଳପୁର ଠାରୁ ୫୩୦ କିମି…
ମାଡ଼ି ଆସୁଛି ମୋନ୍ଥା: ୪୨ ଟ୍ରେନ ବାତିଲ କଲା ପୂର୍ବତଟ ରେଲୱେ
ଭୁବନେଶ୍ୱର,୨୮।୧୦: ବାତ୍ୟା ପାଇଁ ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବିଭିନ୍ନ ରେଳ ମଣ୍ଡଳ ଅନ୍ତର୍ଗତ ଅଞ୍ଚଳ ଏବଂ ସଂଯୁକ୍ତ ରୁଟ୍ରେ ଚଳାଚଳ କରୁଥିବା ବହୁ ଯାତ୍ରୀବାହୀ ଟ୍ରେନର ବାତିଲ, ପରିବର୍ତ୍ତନ ଏବଂ ସଂକ୍ଷିପ୍ତ ଅବଧି ଘୋଷଣା କରାଯାଇଛି। ଏହି…
ମୋନ୍ଥା ପ୍ରଭାବ: ପାହାଡ଼ରୁ ଧସିଲା ପଥର
ଗଜପତି,୨୮।୧୦(ଗିରିଧାରୀ ପରିଛା): ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡକୁ ମାଡି ଆସୁଛି ମୋନ୍ଥା। ବଙ୍ଗୋପସାଗରରୁ ବଳ ଗୋଟାଇ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଆଗକୁ ଗତି କରୁଛି ବାତ୍ୟା ମୋନ୍ଥା। ମଛଲିପଟନମ ଠାରୁ ୨୩୦, କାକିନା ୩୧୦ କି.ମି. ଦକ୍ଷିଣ-ଦକ୍ଷିଣପଶ୍ଚିମରେ…
Archives


