ଦାଦନ ଶ୍ରମିକଙ୍କୁ ବନ୍ଦକ ପକାଇ ଗିରଫ ହେଲେ ସର୍ଦ୍ଦାର
କୋକସରା,୨୦।୩: କଳାହାଣ୍ଡି ଜିଲା କୋକସରା ଏବଂ ଆମପାଣି ଥାନା ଅଞ୍ଚଳର ୭ ଜଣ ଶ୍ରମିକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ଅକ୍ଟୋବର ମାସରେ ମଧ୍ୟପ୍ରଦେଶ ନେଇଯାଇଥିଲେ ଜଣେ ଦାଦନ ସର୍ଦ୍ଦାର। ସେଠାରେ ସର୍ଦ୍ଦାର ଜଣକ ଶ୍ରମିକମାନଙ୍କୁ ଏକ ଠିକାସଂସ୍ଥାରେ ବନ୍ଦକ...
ସ୍ତ୍ରୀଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ
କୋକସରା, ୨୦।୩: କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମରୁ ଆମପାଣି ପୋଲିସ ଟଙ୍କଧର ପୁଝାରୀଙ୍କ ସ୍ତ୍ରୀ ଚନ୍ଦ୍ରିକାଙ୍କ ମୃତଦେହ ଜବତ କରିଥିଲା। ହେଲେ ଚନ୍ଦ୍ରିକାଙ୍କ ବାପା ଶଶୀଭୂଷଣ ମାଝୀ ଝିଅଙ୍କୁ ହତ୍ୟା କରି ଆତ୍ମହତ୍ୟାର...
୬ କଲେଜ ଛାତ୍ରୀଛାତ୍ର ପଜିଟିଭ୍
ବିନିକା,୨୦ା୩: ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳର ଏକ ଜୁନିୟର କଲେଜର ୬ଜଣ ବିଦ୍ୟାର୍ଥୀଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଟିମ୍ର ସୂଚନା ମୁତାବକ କଲେଜ ଖୋଲିବା ପରେ ଉକ୍ତ ଶିକ୍ଷାନୁଷ୍ଠାନର ୫୦ ବିଦ୍ୟାର୍ଥୀଙ୍କ ଆର୍ଟିପିସିଆର୍...
୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି
ଭୁବନେଶ୍ୱର,୨୦।୩(ବ୍ୟୁରୋ): ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦିଲ୍ଲୀରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,...
ଘରୋଇ ଶିକ୍ଷାନୁଷ୍ଠାନରେ ୧୭ କର୍ମଚାରୀ ପଜିଟିଭ ଘଟଣା: ଷ୍ଟ୍ରେନ ଜାଣିବାକୁ ସାମ୍ପୁଲ ସଂଗ୍ରହ କରାଯାଉ
କଟକ ଅଫିସ, ୨୦।୩: କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନର ୧୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ବାହାର ରାଜ୍ୟରୁ ଲୋକ ଆସୁଥିବାରୁ ନୂଆ ଷ୍ଟ୍ରେନ ଆଶଙ୍କା କରାଯାଉଛି । ଷ୍ଟ୍ରେନ ସମ୍ପର୍କରେ ଜାଣିବାକୁ ୧୭ ଜଣଙ୍କ...
ଓଡ଼ିଶା ବାହାରୁ ଆସିଲେ ଜଣାଅ: ଗଞ୍ଜାମ ଜିଲାପାଳ
ଛତ୍ରପୁର,୨୦।୩(ଡି.ଏନ୍.ଏ.)- କୋରୋନା ସଂକ୍ରମଣ ବଢୁଥିବାରୁ ଗଞ୍ଜାମ ଜିଲାପାଳ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ସେ ଶନିବାର ଟୁଇଟ କରି କହିଛନ୍ତି, ଯଦି କେହି ଓଡ଼ିଶା ବାହାରୁ ଗଞ୍ଜାମକୁ ଆସନ୍ତି , ତାହା ହେଲେ ସେ...
ଶେଷ ହେଲା ‘ବିଜ୍ନେସ୍ ଏମିନେନ୍ସ ଆୱାର୍ଡ୍ସ’: ପୁରସ୍କୃତ ହେଲେ ଓଡ଼ିଶାର ପ୍ରତିଷ୍ଠିତ ବ୍ୟବସାୟୀ
ଭୁବନେଶ୍ୱର,୨୦।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି ‘ବିଜ୍ନେସ୍ ଏମିନେନ୍ସ ଆୱାର୍ଡ୍ସ’। ଏଥିରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଆୟୋଜିତ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ କରୋନା...
ଆଜି ବିଶ୍ୱ ପଖାଳ ଦିବସ: ପୁରୁଣା ଦିନକୁ ମନେ ପକାଇ ଫଟୋ ଶେୟାର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆଜି ଅର୍ଥାତ୍ ମାର୍ଚ୍ଚ ୨୦ ହେଉଛି ବିଶ୍ୱ ପଖାଳ ଦିବସ। ଏହି ସ୍ବତନ୍ତ୍ର ଦିବସରେ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଅନ୍ୟ ନେତାମାନଙ୍କ ସହ ଏକାଠି ବସି ପଖାଳ ଖାଉଥିବାର ଏକ ପୁରୁଣା...
ଆଇନମନ୍ତ୍ରୀଙ୍କ ଗିରଫ ଦାବିରେ ଭାଜପାର ରାଲି
ଭୁବନେଶ୍ୱର, ୨୦।୩(ବ୍ୟୁରୋ): ମହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗରେ ଭାଜପା ପକ୍ଷରୁ ତାଙ୍କୁ ଗିରଫ କରାଯିବାକୁ ଦାବି କରାଯାଉଛି । ଏ ନେଇ ଶନିବାର ଭାଜପା ପକ୍ଷରୁ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଛି ।...
ପଟ୍ଟାମୁଣ୍ଡାଇ ସହରରେ ଗୋଷ୍ଠୀ ସଂଘର୍ଷ: ୧୪୪ ଧାରା ଜାରି
ପଟ୍ଟାମୁଣ୍ଡାଇ,୨୦।୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ ନଂ. ୱାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ସହରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶନିବାର ୧୪୪ ଧାରା ଜାରି କରାଯାଇଛି।...
ପୁଣି ଉପରମୁହାଁ କରୋନା: ଆଜି ବି କଟକ ଆଗରେ
ଭୁବନେଶ୍ୱର,୨୦।୩(ବ୍ୟୁରୋ): ଶନିବାର ରାଜ୍ୟରୁ ୧୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୭୧୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୭୧...
ଆରମ୍ଭ ହେଲା ‘ବିଜ୍ନେସ୍ ଏମିନେନ୍ସ ଆୱାର୍ଡ୍ସ’
ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆରମ୍ଭ ହେଲା ‘ବିଜ୍ନେସ୍ ଏମିନେନ୍ସ ଆୱାର୍ଡ୍ସ’। ଧରିତ୍ରୀ ଏବଂ ଓଡିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉପସ୍ଥିତ ରହି ଉଦ୍ଘାଟନ କରିଛନ୍ତି। ଏଥିରେ ମୁଖ୍ୟ...
Archives


