ରାଜ୍ୟ

ସପ୍ତାହ ପାଇଁ ସଟ୍‌ଡାଉନ ହେଲା କଲେଜ

ଦେବଗଡ଼,୧୨।୪: ଦେବଗଡ଼ ଜିଲାରେ ସମ୍ପ୍ରତ୍ତି କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି। ଏହି କ୍ରମରେ ଇତିମଧ୍ୟରେ ଦେବଗଡ଼ କଲେଜର ୪ଜଣ ଅଧ୍ୟାପକ ଓ କର୍ମଚାରୀ ଆକା୍ରନ୍ତ ହୋଇଥିବା ଜଣାପଡିବା ପରେ କଲେଜ କର୍ତ୍ତୃପକ୍ଷ ଆଗାମୀ ଏକ ସପ୍ତାହ...

ଓଡ଼ିଶା-ଆନ୍ଧ୍ର ସୀମା ସିଲ୍‌

ରାୟଗଡ଼ା ଅଫିସ/ଗୁଣପୁର,୧୨ା୪: ରାୟଗଡ଼ା ଜିଲାରେ ଲଗାତର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରୁ ୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ରୋକିବା ନିମନ୍ତେ ଜିଲାରୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ସମସ୍ତ...

ଓଡ଼ିଶାକୁ ଲାଗିଥିବା ଛତିଶଗଡ଼, ଝାଡ଼ଖଣ୍ଡ ସୀମା ସିଲ୍‌

ସୁନ୍ଦରଗଡ଼, ୧୨।୪ : ରାଜ୍ୟର ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ସରକାରଙ୍କ ଚିନ୍ତା ବଢିଛି। ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଏହି ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୋମବାର ସୀମା...

ହୋଟେଲରେ ବସି ଖାଇ ପାରିବେନି ଗ୍ରାହକ

ଟିଟିଲାଗଡ଼, ୧୨।୪: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌରାଞ୍ଚଳରେ ମଙ୍ଗଳବାରଠାରୁ ଉପଖଣ୍ଡରେ ଥିବା ଜଳଖିଆ ଦୋକାନ, ରେଷ୍ଟୁରାଣ୍ଟ ଓ ହୋଟେଲରେ ବସିକି ଖାଇପାରିବେ ନାହିଁ ଗ୍ରାହକ। ଏହାବଦଳରେ ଦୋକାନୀଙ୍କୁ ଖାଦ୍ୟ ପାର୍ସଲ ଦେବାକୁ ନିର୍ଦ୍ଦେଶ...

ଆଶାରେ ରହିଗଲା ଇଞ୍ଜିନିୟର ହେବା

କେନ୍ଦୁଝର,୧୨ା୪: କେନ୍ଦୁଝର ଟାଉନ ଥାନା ଅଧୀନ ଜାମୁନାଳିଆଠାରେ ଥିବା ସରକାରୀ ଇଞ୍ଜିନିୟରିଂ କଲେଜ ପଛପଟ ଥିବା ପୋଖରୀରେ ବୁଡ଼ି ସୋମବାର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଇଞ୍ଜିନିୟରିଂ କଲେଜର ମେକାନିକାଲ ବିଭାଗର ଦ୍ୱିତୀୟ ବର୍ଷର...

ମାଡିଆସୁଛି ଘୂର୍ଣ୍ଣିଝଡ଼: ୧୧ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୨।୪: କାଳବୈଶାଖୀ ଜନିତ ବର୍ଷାରେ ରାଜ୍ୟବାସୀ ଅସହ୍ୟ ତାତିରୁ ଆଶ୍ୱସ୍ତି ପାଇଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପଶ୍ଚିମ ଆଭ୍ୟନ୍ତର, ଦକ୍ଷିଣ ଓ ଉପକୂଳର ୨୧ଟି ଜିଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ ସମ୍ଭାବନା ରହିଛି ବୋଲି...

ରାଜଧାନୀରୁ ୧୯୦ ପଜିଟିଭ ଚିହ୍ନଟ: ଚିନ୍ତା ବଢାଉଛି ଖଣ୍ଡଗିରି

ଭୁବନେଶ୍ବର,୧୨।୪: ରାଜଧାନୀ ଭୁବନେଶ୍ବରବାସୀଙ୍କ ପାଇଁ ପୁଣି ଥରେ ଆସିଯାଇଛି ସତର୍କ ହେବାର ସମୟ। ସୋମବାର ରାଜଧାନୀରେ ୧୯୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮ଜଣ ଓ ସ୍ଥାନୀୟ ସଂକ୍ରମିତ ୧୫୨ ବୋଲି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ପକ୍ଷରୁ ସୂଚନା ଦିଆଯାଇଛି।...

ଦୁଇ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ: ଜାଣନ୍ତୁ କେଉଁଠି କିଏ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ ଦୁଇ ବିଶ୍ୱବିଦ୍ୟାଳୟର କୁଳପତି ସୋମବାର ନିଯୁକ୍ତ ହୋଇଛନ୍ତି। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଛି । ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ପ୍ର. ଉମାବଲ୍ଲଭ ମହାପାତ୍ରଙ୍କୁ କୁଳପତି ଭାବେ ନିଯୁକ୍ତ...

ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟାବସ୍ଥା ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଅଜିତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା...

ଡାକ୍ତରଖାନା ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍‌: ଜରୁରୀ ନ ଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟର ସମସ୍ତ ଡାକ୍ତରଖାନା ପାଇଁ କୋଭିଡ୍‌ ଗାଇଡ୍‌ଲାଇନ ଜାରି କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଇଡ୍‌ଲାଇନ ଜାରି ହୋଇଛି । ଗାଇଡ୍‌ ଲାଇନ ଅନୁସାରେ ସେଣ୍ଟ୍ରାଲ ରେଜିଷ୍ଟ୍ରେଶନ ବଦଳରେ ମାନୁଆଲ ରେଜିଷ୍ଟ୍ରେଶନ ହେବ। ଆବଶ୍ୟକତା...

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଭୁବନେଶ୍ୱରରେ ହେବ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ସେଗୁଡିକ ହେଉଛି- ଭୁବନେଶ୍ୱରରେ ହେବ ବାଗ୍‌ଚୀ...

ପିପିଲିରେ ପୋଲିସ ଡିଜି ଅଭୟ: କରୁଛନ୍ତି ସ୍ଥିତି ସମୀକ୍ଷା

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ପିପିଲି ନିର୍ବାଚନ ପ୍ରଚାର ଯେତିକି ଉଷ୍ମ ହେଉଛି, ନିର୍ବାଚନୀ ହିଂସା ନେଇ ସେତିକି ଖବର ଆସିବାରେ ଲାଗିଛି । ଏହାରି ଭିତରେ ସୋମବାର ପିପିଲିରେ ପହଞ୍ଚିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଓ ଏଡିଜି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri