ହାଜତରୁ ଖସି ରହୁଥିଲେ ଜଙ୍ଗଲରେ, ଧରାପଡିଲେ ୩ ବର୍ଷ ପରେ
ସମ୍ବଲପୁର,୮ା୧୦(ବ୍ୟୁରୋ): ସମ୍ବଲପୁର ସମେତ ପଡ଼ୋଶୀ ଜିଲାରେ ପୋଲିସର ନିଦ ହଜାଇଥିବା କୁଖ୍ୟାତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମାଙ୍କୁ ପୋଲିସ ଗିରଫ କରିଛି। ୩ ବର୍ଷ ତଳେ ସେ ମୟୁରଭଞ୍ଜ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ। ଏହାସହ ତାଙ୍କର ଦୁଇଜଣ...
ଖାରଜ ହୋଇଗଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କ ପିଟିଶନ
କଟକ ଅଫିସ,୮ା୧୦: ୨୦୨୦ ଡିସେମ୍ବର ୧୮ରେ ପୋଲିସ କମିଶନର ଝାରପଡା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଜାତୀୟ ନିରାପତ୍ତା ଆଇନ(ଏନ୍ଏସ୍ଏ)ରେ ଅଟକ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାକୁ ଡିସେମ୍ବର ୨୮ରେ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଥିଲା।...
ଜେଲ ଗଲେ ଚିଲିକା ବିଧାୟକ
ଭୁବନେଶ୍ୱର,୮ା୧୦: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଶୁକ୍ରବାର ଜେଲ ଯିବାକୁ ପଡିଛି। ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଶୁକ୍ରବାର ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଛି। ଫଳରେ ପୋଲିସ ବିଧାୟକ ଜଗଦେବଙ୍କ ଖୋର୍ଦ୍ଧା ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା। ତାଙ୍କର କୋଭିଡ୍...
ସ୍କୁଲ ଛୁଟି
ଭୁବନେଶ୍ୱର,୮।୧୦: ରାଜ୍ୟରେ ୧୦ରୁ ୨୦ ଯାଏ ସ୍କୁଲ ଛୁଟି ରହିବ। ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ଏହି ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ବିଭାଗ। ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଏନେଇ ସୂଚନା ଦିଆଯାଇଛି। ତେବେ ଛୁଟି ପରେ ୨୧ରୁ...
ଓଏଏସ୍ ପରୀକ୍ଷାରେ ଅଶ୍ୱିନୀ ଟପ୍ପର
ଭୁବନେଶ୍ୱର,୮।୧୦: ୨୦୧୯ ଓଏଏସ୍ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ଅଶ୍ୱିନ ପଣ୍ଡା ଟପ୍ପର ହୋଇଛନ୍ତି। ଟପ୍ ୧୦ରେ ଥିବା କୃତି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅଛନ୍ତି ୩ ଝିଅ । ବିଭିନ୍ନ ବର୍ଗରୁ ପ୍ରାୟ ୧୫୩ ପରୀକ୍ଷାର୍ଥୀ...
ଡିଏଫ୍ଓ, ରୋଷେୟାଙ୍କ ବିରୋଧରେ କିଛି ମିଳିଲା ନାହିଁ
ଭୁବନେଶ୍ୱର,୮ା୧୦: ବହୁ ଚର୍ଚ୍ଚିତ ପାରଳାଖମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଡିଏଫ୍ଓ ଏବଂ ରୋଷେୟାଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ତଦନ୍ତରୁ ଡିଏଫ୍ଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ...
ଖାରଜ ହେଲା ଜାମିନ ଆବେଦନ, ଜେଲ ଯିବେ ଚିଲିକା ବିଧାୟକ
ଭୁବନେଶ୍ୱର,୮।୧୦(ବ୍ୟୁରୋ): ଜେଲ ଯିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଶୁକ୍ରବାର ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଏହାପରେ ପୋଲିସ ତାଙ୍କୁ ହେପାଜତକୁ ନେଇଛି। ଏବେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଖୋର୍ଦ୍ଧା ସବ୍...
ସୌମ୍ୟ ଜଳୁଥିଲେ, ଲିଭାଇ ନ ଥିଲେ ବିଦ୍ୟାଭାରତୀ
ଭୁବନେଶ୍ୱର,୮ା୧୦: ବହୁ ଚର୍ଚ୍ଚିତ ପାରଳାଖମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଏକ ଦୁର୍ଘଟଣା ଜନିତ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ତଦନ୍ତରୁ ଏହା...
ନିୟନ୍ତ୍ରଣ ବାହାରେ ଡେଙ୍ଗୁ
ବ୍ରହ୍ମପୁର ଅଫିସ,୮ା୧୦: ଗଞ୍ଜାମ ଜିଲାରେ ଡେଙ୍ଗୁ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୩୯ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...
ଆଜି ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ଲାଗି ସଂରକ୍ଷଣ ଚିଠା ତାଲିକା
ଭୁବନେଶ୍ୱର,୮।୧୦(ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ସଂରକ୍ଷଣ ଚିଠା ତାଲିକା ଶୁକ୍ରବାର ପ୍ରକାଶ ପାଇବ । କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ, ସେ ନେଇ ଜିଲାସ୍ତରରେ ଚିଠା ତାଲିକା ପ୍ରକାଶ ପାଇବ। ଏ ନେଇ ପଞ୍ଚାୟତିରାଜ...
ପାର୍ବଣରେ ପୁଣି ଫେରିଛି କରୋନା, ୩ ମାସ ଯାଏ ସତର୍କ ରୁହ
ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ଦିନେ ବଢ଼ିଲେ ଦିନେ କମୁଛି କରୋନା ସଂକ୍ରମଣ। ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଏହି ସମୟରେ ଭିଡ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ସହଯୋଗ ଲୋଡିଛନ୍ତି ସରକାର। ସତର୍କତା ଅବଲମ୍ବନ ନ...
ଶନିବାରଠାରୁ ୨୫ ଯାଏ ବନ୍ଦ ରହିବ ହାଇକୋର୍ଟ
କଟକ ଅଫିସ,୮।୧୦: ଓଡ଼ିଶା ହାଇକୋର୍ଟ ଶନିବାରଠାରୁ ୨୫ ଯାଏ ବନ୍ଦ ରହିବ। ଦୁର୍ଗାପୂଜା ଅବକାଶ ସମୟରେ ଅକ୍ଟୋବର ୧୧,୧୬,୧୮,୨୧ ଓ ୨୨ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲା ଗୁଡ଼ିକର ଶୁଣାଣି କରିବେ। କୋଭିଡ୍ କଟକଣା ମାନି ସକାଳ...
Archives


