ରାଜ୍ୟ

ଆଇଏଏସ ସ୍ତରରେ ଅଦଳ ବଦଳ; ପ୍ରଦୀପ୍ତ ହେଲେ ଓଏଫ୍‌ଡିସି ଅଧ୍ୟକ୍ଷ

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇଏଏସ ଅଫିସର ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ୧୯୮୮ ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ...

ଜଙ୍ଗଲରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର

ବେତନଟୀ, ୧୬।୧୦(ସ୍ବ.ପ୍ର.): ବାଲେଶ୍ୱର-ବାରିପଦା ରାସ୍ତାର ୧୮ନଂ. ଜାତୀୟ ରାଜପଥର କଳମା ଛକ ନିକଟ ଜଙ୍ଗଲରେ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଛାତ୍ରୀଙ୍କ ସହ ଥିବା ଜଣେ ଯୁବକଙ୍କୁ ମଧ୍ୟ ପ୍ରବଳ ମାଡ ମାରିବା ପରେ ଗଛରେ ବାନ୍ଧି...

ଗାଡ଼ିରେ ଡାକି ନେଇ ମହିଳାଙ୍କୁ ଗଣବଳାତ୍କାର

ବାରିପଦା ଅଫିସ, ୧୬ା୧୦: ମୟୂରଭଞ୍ଜ ଜିଲା ରରୁଆଁ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ୨ଜଣ ଯୁବକ ନଦୀକୂଳକୁ ନେଇ ଗଣବଳାତ୍କାର କରିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି। ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦମକଳବାହିନୀ...

ବଡ଼ବାପା ମୋ ମା’ଙ୍କୁ ହାଣିଦେଲେ

ଆନନ୍ଦପୁର/ଘସିପୁରା,୧୬।୧୦(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଅମାରଙ୍ଗ ଗ୍ରାମ ନିକଟ ବୈତରଣୀ ନଦୀରେ ଏକ ମୁଣ୍ଡ ବିହୀନ ମୃତଦେହ ମିଳିଛି। ଗ୍ରାମର କିଛି ଲୋକ ନଦୀ ପାର ହୋଇ ଅପରପାର୍ଶ୍ୱକୁ ଯିବା ସମୟରେ ପାଣିରେ ଏକ ମୁଣ୍ଡ ବିହୀନ...

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର

ନୂଆଗାଁ,୧୬।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅଞ୍ଚଳରେ ଜଣେ ଯୁବତୀ (୧୯)ଙ୍କୁ ବର୍ଷେ ଧରି ଗଣବଳାତ୍କାର କରାଯାଇଥିବା ନେଇ ବୁଧବାର ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ କରି ପୋଲିସ ଗୁରୁବାର ୮ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ...

ସକାଳ ୯ରୁ ଅଷ୍ଟମ, ପୂର୍ବାହ୍ନ ୧୦ରୁ ଏକାଦଶ ପିଲାଙ୍କ ହେବ ପାଠପଢ଼ା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): କରୋନା କଟକଣା ମଧ୍ୟରେ ଅଷ୍ଟମ ଓ ଏକାଦଶ ଣ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ରେ ଏକାଦଶ ଓ ୨୫ ତାରିଖରେ ଅଷ୍ଟମ ଶ୍ରେଣୀ ଖୋଲିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ...

ସ୍ବାମୀ- ସ୍ତ୍ରୀ ମଧ୍ୟରେ ବଚସା: ବ୍ରିଜ ଉପରୁ ଡେଇଁପଡ଼ିଲେ ସ୍ତ୍ରୀ

କୋରାପୁଟ, ୧୬।୧୦(ସ୍ବ.ପ୍ର.): କୋରାପୁଟ ଜିଲା ପାଡୁଆ ଥାନା ଅଧୀନ ପାତାଳି ନଦୀ ବ୍ରିଜ ଉପରୁ ଡେଇଁ ଜଣେ ମହିଳାଙ୍କ ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ପାଡୁଆ ଥାନା ଅଧୀନ କୁକୁଡ଼ାପକ୍ଷୀ ଗ୍ରାମର ଜଗବନ୍ଧୁ ଖରାଙ୍କ ସ୍ତ୍ରୀ ପଦ୍ମା ଖରା(୪୦)।...

ବଚସାରୁ ଯୁବକଙ୍କୁ କରିଥିଲେ ହତ୍ୟା, ଗିରଫ ହେଲେ ୨ ଅଭିଯୁକ୍ତ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସହରର ୱାର୍ଡ଼ ନଂ-୫ ବିଚ୍‌ ରାସ୍ତାରେ ଗୁରୁବାର ବିଳମ୍ବିତ ରାତ୍ରିରେ ପଥରରେ ଛେଚି ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ, ବରଗଡ଼...

ଭୁବନେଶ୍ୱରରୁ ରାଜସ୍ଥାନ, ଗୋଆକୁ ଉଡିବ ବିମାନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ବିମାନ ସେବା ଆରମ୍ଭ ହେବ। ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନସେବା ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କରେ ବେସାମରିକ...

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟ ସରକାର ବସ୍‌ ଭଡ଼ା ବଢ଼ାଇଛନ୍ତି । ସାଧାରଣ ବସଭଡ଼ା କିମି ପିଛା ୮୯ ପଇସାରୁ ୯୨...

ସାଙ୍ଗ ସାଜିଥିଲେ ସଇତାନ: ମନୀଷଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଇଥିଲେ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଉପରୁ ପରଦା ହଟିଛି। ମୃତ୍ୟୁ ପଛର ରହସ୍ୟ ଖୋଲିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ତେବେ ମନୀଷଙ୍କ ସାଙ୍ଗମାନେ ହିଁ ସଇତାନ ସାଜିଥିଲେ। ସାଙ୍ଗମାନେ ମନୀଷଙ୍କୁ...

୭୬ ବର୍ଷରେ ମୁଖ୍ୟମନ୍ତ୍ରୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ଜନ୍ମଦିନ। ସେ ୭୬ ବର୍ଷରେ ପଦାର୍ପଣ କରିଛନ୍ତି। ଏ ନେଇ ତାଙ୍କୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନବୀନଙ୍କ ଦୀର୍ଘ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri