‘ଗନ୍ଧମାର୍ଦ୍ଧନ ପାହାଡ଼ରେ ହେବ ରୋପ୍ ୱେ ନିର୍ମାଣ’
ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ)- ଲୋକସେବା ଭବନରେ ବରଗଡ଼ର ଲୋକ ସଭା ଏମ୍ପି ପ୍ରଦୀପ ପୁରୋହିତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍ କରି ଗନ୍ଧମାର୍ଦ୍ଧନ ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଆଲୋଚନା କରିଥିଲେ। ଆଲୋଚନାରେ ଗନ୍ଧମାର୍ଦ୍ଧନ ପାହାଡ଼ରେ ରୋପ୍ ୱେ ନିର୍ମାଣ ପ୍ରମୁଖ…
ନାତି ମୃତ୍ୟୁ ଖବର ଶୁଣୁଶୁଣୁ ଟଳିପଡିଲେ ଜେଜେମା: ଗୋଟିଏ ଜୁଇରେ ଜଳିଲା…
ବଲାଙ୍ଗୀର,୨୫।୧୧(ସୁନିଲ କୁମାର ମହାନ୍ତି): ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଗୋଟିଏ ଜୁଇରେ ଜଳିଲା ଦୁଇ ଜଣଙ୍କ ଚିତା। ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସଦର ଥାନା ଆର. ଆର. କଲୋନୀରେ ତିନିବର୍ଷ ହେଲା ଲୋୟର ସୁକତେଲ ଡ୍ୟାମ…
ଗାର୍ଲଫ୍ରେଣ୍ଡ ପାଇଁ ବାଇକ୍ ଚୋରି, ଆଇଜି ପାର୍କରେ ସମୟ ବିତାଉଥିବା ବେଳେ ମାଡ଼ିବସିଲା ପୋଲିସ
ଭୁବନେଶ୍ୱର,୨୫।୧୧: ପ୍ରେମିକାକୁ ଖୁସି କରିବା ନିଶାରେ ଜଣେ ଯୁବକ ରାଜଧାନୀରେ ବାଇକ୍ ଚୋରି କରି ପୋଲିସ ଜାଲରେ ଧରାପଡ଼ିଛନ୍ତି। ଏହି ପ୍ରେମ ହିଁ ତାଙ୍କୁ ବାଇକ୍ ଚୋର ସଜାଇ ଶେଷରେ ଜେଲ୍କୁ ଟାଣିଛି। ଅଭିଯୁକ୍ତ ଯୁବକ ଜଣକ ତାଙ୍କ ଗାର୍ଲଫ୍ରେଣ୍ଡ ପାଇଁ…
ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର: ସିବିଆଇ ତଦନ୍ତ ପାଇଁ ଦାବି କଲା ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍ ଫୋରମ୍
ବଲାଙ୍ଗୀର,୨୫ା୧୧(ସୁନିଲ କୁମାର ମହାନ୍ତି): କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ବଲାଙ୍ଗୀର ଏସ୍ପି ଅଫିସକୁ ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍ ଫୋରମ ଯାଇ ଗୁରୁତର ଅଭିଯୋଗ ଆଣିଛନ୍ତି। ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି…
ପୂଜାଙ୍କ ନିର୍ଯାତନା କାହାଣୀରେ ନୂଆ ଟ୍ବିଷ୍ଟ୍: ପ୍ରେମ ପାଇଁ ଆମେରିକାରେ ମିଛ କହି…
ଭୁବନେଶ୍ୱର,୨୫ା୧୧: ପୂଜା ଓରଫ ସେଜଲଙ୍କ ଆମେରିକା ନିର୍ଯାତନା କାହାଣୀରେ ନୂଆ ଟ୍ବିଷ୍ଟ୍ ଆସିଛି। ପ୍ରେମିକ ଅମରଙ୍କ ପାଇଁ ଆମେରିକାରୁ ଫେରିବା ପରେ ସତ କହିଛନ୍ତି ପୂଜା। ସେ କହିଛନ୍ତି, ପ୍ରେମ ପାଇଁ ଆମେରିକାରେ ମିଛ ନିର୍ଯାତନାର କାହାଣୀ କହିଥିଲି। ଭୁବନେଶ୍ୱର ବିମାନବନ୍ଦରରେ…
ବାତ୍ୟାର ଗତିପଥକୁ ନେଇ ବଡ଼ ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା, ଓଡ଼ିଶାକୁ…
ଭୁବନେଶ୍ୱର,୨୫ା୧୧: ଇତିମଧ୍ୟରେ ଅବପାତର ରୂପ ନେଇସାରିଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ତେବେ ଆଣ୍ଡାମାନ ଉପରେ ଥିବା ଅବପାତ ୨୪ ଘଣ୍ଟାରେ ବାତ୍ୟାରେ ପରିଣତ…
ଦେବାଶିଷଙ୍କ ବୟାନ ଉପରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା, କହିଲେ ବୁଝି ବିଚାରି…
ଭୁବନେଶ୍ୱର,୨୫ା୧୧: ବିଜେଡି ଏମ୍ପି ଦେବାଶିଷ ସାମନ୍ତରାୟଙ୍କ ଦଳ ବିରୋଧୀ ମନ୍ତବ୍ୟ ପରେ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁ ପରିବାରରେ ଅସନ୍ତୋଷ ଥାଏ, ବୁଝି ବିଚାରି କାମ କଲେ ଭଲ। ଦଳରେ ଅନେକ ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ…
କାହିଁକି ବିଜେଡିର ପରାଜୟ ହେଉଛି ଖୋଲି କହିଦେଲେ ଭୂପିନ୍ଦର,ଦେବାଶିଷଙ୍କୁ….
ଭୁବନେଶ୍ୱର,୨୫।୧୧: ସାଂସଦ ଦେବାଶିଷ ସାମନ୍ତରାୟଙ୍କ କଥାକୁ ସମର୍ଥନ କଲେ ଭୂପିନ୍ଦର ସିଂ । ସେ କହିଛନ୍ତି, ଗତ ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ପୋଷ୍ଟର ଦେଖିବାକୁ ମିଳିଲାନି। ନୂଆପଡ଼ା ଉପନିର୍ବାଚନରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଲା। ବିଜୁ ପଟ୍ଟନାୟକଙ୍କୁ ହଟାଯିବା ପରଠୁ…
ପଦାରେ ପଡ଼ିଲା ବିଜେଡିର ବଡ଼ ଅନ୍ତଃକନ୍ଦଳ: ପଦ ଗ୍ରହଣ ପାଇଁ ମନା କଲେ ଦେବାଶିଷ, କହିଲେ…
ଭୁବନେଶ୍ୱର,୨୫।୧୧: ପୁଣି ପଦାରେ ପଡ଼ିଲା ବିଜେଡିର ବଡ଼ ଅନ୍ତଃକନ୍ଦଳ। ବରିଷ୍ଠ ଉପସଭାପତି ପଦ ଗ୍ରହଣ ପାଇଁ ମନା କଲେ ଦେବାଶିଷ ସାମନ୍ତରାୟ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ପଠାଇ ଲେଖିଲେ, ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିଲା।…
ରାଜ୍ୟରେ ବଢ଼ିଲା ବାଘ ସଂଖ୍ୟା, ଶିମିଳିପାଳରେ ଏତିକିରେ ପହଞ୍ଚିଲା…
ବାରିପଦା,୨୫ା୧୧: ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇ ୩୨ରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ୫ ବାଘ ଅଧିକ ବଢ଼ିଛନ୍ତି।…
ବିଧାନସଭା ପରିସରରେ କମିଶନର: କଡ଼ାକଡ଼ି ସିକ୍ୟୁରଟି ଯାଞ୍ଚ
ଭୁବନେଶ୍ୱର,୨୫।୧୧: ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ସିକ୍ୟୁରଟି ଯାଞ୍ଚ କଡ଼ାକଡ଼ି କରାଯାଇଛି। ପୋଲିସ କମିଶନର ଏସ. ଦେବଦତ୍ତ ସିଂ ବିଧାନସଭା ପରିସରରେ ସୁରକ୍ଷା ଯାଞ୍ଚ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ବିଧାନସଭା…
ପର୍ଯ୍ୟଟକଙ୍କ ନୂଆ ଠିକଣା ସାଞ୍ଜାପାଟା ଭିୟୁ, ହାତପାହାନ୍ତାରେ ସ୍ବର୍ଗ, ମନୋରମ ଦୃଶ୍ୟ ଦେଖି…
ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ହିଲଭିୟୁ ପାର୍କରୁ ଆରମ୍ଭ କରି ମିଡିୟୁବାନ୍ଦା ଜଳପ୍ରପାତ ସମେତ କିସୁବାଡ଼ି ଜଳପ୍ରପାତ, ଲଭର୍ସ ପଏଣ୍ଟ ଆଦି ଅଞ୍ଚଳର ଲୋକଙ୍କ ଦ୍ୱାରା ଏକାଧିକ ଜଳପ୍ରପାତ ସମେତ ନୂଆ ନୂଆ ପର୍ଯ୍ୟଟନ କ୍ଷେତ୍ରଗୁଡିକର ଆବିଷ୍କାର ହେଉଛି।…
Archives


