ରାଜ୍ୟ

ମହାନାୟକ ବିଜୁବାବୁ

ବିଜୁଦା, ବିଜୁ ପଟ୍ଟନାୟକ ଓ ବିଜୁବାବୁ ଏହିପରି କିଛି ନାମରେ ପରିଚିତ ଥିଲେ ଅନେକ କିମ୍ବଦନ୍ତୀ କାହାଣୀର ସ୍ରଷ୍ଟା, ମହାନାୟକ, ପ୍ରଖ୍ୟାତ ସ୍ବାଭିମାନୀ ରାଜନେତା ବିଜୁବାବୁ। ସେ ଥିଲେ ଏପରି ଜଣେ ଚରିତ୍ର, ଯିଏ କି ଭୂମିରୁ ଭୂମା ପର୍ଯ୍ୟନ୍ତ ଥିଲା…

ସୁଯୋଗରୁ ସଫଳତା

ଭୁବନେଶ୍ୱରରୁ ଏମ୍‌ବିଏ ଶିକ୍ଷା ଶେଷକରି ପ୍ରାରମିକ ପର୍ଯ୍ୟାୟରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ସହ ଯୋଡ଼ି ହୋଇଥିଲି। ପରବର୍ତ୍ତୀ ସମୟରେ ପାରିବାରିକ ବ୍ୟବସାୟ (ଟ୍ରୁ ଭ୍ୟାଲୁ ଡିପାର୍ଟମେଣ୍ଟ)ରେ ଯୋଗଦେଇଥିଲି। ଏପରିକି ଆରେନାର ବରଗଡ଼ ଓ ସମ୍ବଲପୁରଠାରେ କାର୍ଯ୍ୟକରି ଅନେକ ଅଭିଜ୍ଞତା ଓ ଲୋକ ସମ୍ପର୍କ…

ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେବେ ନେତା, କର୍ମୀ

ଭୁବନେଶ୍ୱର,୫।୩(ବ୍ୟୁରୋ): ରବିବାର ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳନ ହେବ। ଏ ନେଇ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ନବୀନ ଓଡ଼ିଶା ଗଢ଼ିବା ପାଇଁ ବିଜୁ ଜୟନ୍ତୀରେ ବିଜେଡି କର୍ମୀ ଶପଥ ନେବେ । ଦଳ ପକ୍ଷରୁ ମାର୍ଚ୍ଚ୫ରୁ ୨୫ ତାରିଖ…

ଦ୍ୱନ୍ଦ୍ୱ ବଢ଼ାଇଲେ ରିଜିଜୁ

ଭୁବନେଶ୍ୱର,୫।୩(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ଧରି ହେଉଥିବା ଦାବି ଉପରେ ଗତ ଡିସେମ୍ବର ୧୪ତାରିଖରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲାରେ କୋର୍ଟର ଡିଜିଟାଇଜେଶନ କରାଗଲାଣି। ଟେକ୍ନୋଲୋଜିର ବହୁଳ…

ଅବସରପ୍ରାପ୍ତ ଆର୍‌ଆଇଙ୍କୁ ଅଢ଼େଇ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୫।୩(ବ୍ୟୁରୋ): ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ୨୪ ବର୍ଷ ପରେ ଶନିବାର ରାୟ ପ୍ରକାଶ ପାଇଛି। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଥିବା ପୁରୁଣା ଭୁବନେଶ୍ୱରର ପୂର୍ବତନ ତଥା ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଦାଶରଥି ମାଝିଙ୍କୁ ୨ ବର୍ଷ…

୫ ସ୍ଥାନରେ ୩୮ ଡିଗ୍ରୀ ଉପରେ ପାରଦ

ଭୁବନେଶ୍ୱର, ୫।୩(ବ୍ୟୁରୋ): ରାଜ୍ୟରେ ଅସମ୍ଭାଳ ହେଲାଣି ଖରା ତାତି। ତାପମାତ୍ରା ୪୦ ଡିଗ୍ରୀ ମୁହଁା ହୋଇଥିବାବେଳେ ଶନିବାର ରାଜ୍ୟର ୫ଟି ସ୍ଥାନରେ ୩୮ଡିଗ୍ରୀ ଉପରେ ରହିଥିଲା। ସେହିପରି ୧୪ଟି ସ୍ଥାନରେ ପାରଦ ୩୭ ଡିଗ୍ରୀ ଡେଇଁଥିଲା। ସମ୍ବଲପୁର ଓ ତାଳଚେରରେ ସର୍ବାଧିକ…

୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ସରକାର

ଭୁବନେଶ୍ୱର,୪ା୩(ବ୍ୟୁରୋ): ରାଜ୍ୟ ସରକାର ୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକରେ ୫ ହଜାର ୮୨୭.୨୭ କୋଟି ଟଙ୍କାର ୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ୨୫ ହଜାର ୨୯୨ଜଣଙ୍କୁ ନିଯୁକ୍ତି…

‘ଗଣମାଧ୍ୟମ କ୍ଷେତ୍ରରେ ଜଡ଼ିତ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବା ଜରୁରୀ’

ଭୁବନେଶ୍ୱର,୪ା୩(ବ୍ୟୁରୋ): ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ କ୍ଷେତ୍ର ସହ ଜଡ଼ିତ ତଥା କାର୍ଯ୍ୟରତ ମହିଳାମାନଙ୍କୁ ନେଇ ‘ଓଡ଼ିଶା ଓ୍ବିମେନ ଇନ୍‌ ମିଡିଆ’(ଓଡବ୍ଲ୍ୟୁଏମ୍‌) ଶନିବାର ଶୁଭାରମ୍ଭ ହେବା ସହ ଏହାର ଲୋଗୋ ଉନ୍ମୋଚିତ ହୋଇଛି। ଏହା ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା…

କାଲି ହୋଇଥିଲା ଭିଜିଲାନ୍ସ ଚଢ଼ାଉ, ଆଜି ବନ୍ଧାହେଲେ ୨ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ବରିଷ୍ଠ ଅଧିକାରୀ ଗିରଫ ହୋଇଛନ୍ତି। ସେମାନେ ହେଲେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଓ ଭବାନୀପାଟଣାରେ ଅବସ୍ଥାପିତ କେବିକେ କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ…

ଆସନ୍ତାକାଲିଠାରୁ ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର ବିମାନ ସେବା

ଭୁବନେଶ୍ୱର,୪ା୩(ବ୍ୟୁରୋ): ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୫ରୁ ଗଞ୍ଜାମର ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ସ୍ବତନ୍ତ୍ର ଚାର୍ଟର ବିମାନସେବା ଆରମ୍ଭ ହେବ। ପ୍ରଥମ ଦିନ ୯ ଜଣ ଯାତ୍ରୀଙ୍କୁ ନେଇ ଏହି ବିମାନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ…

ଜଳିଗଲା କାର୍‌, ୪ ଗୁରୁତର

ପୁରୀ ଅଫିସ,୪ା୩: ପରିବାର ସହ ଜଗନ୍ନାଥ ଦର୍ଶନ ପାଇଁ ଯିବା ବେଳେ ବାଟରେ ଘଟିଛି ଅଘଟଣ। ଏକ କାର୍‌ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯିବାରୁ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଶନିବାର ପୁରୀ-…

ପିଆଜ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା

ଭୁବନେଶ୍ବର,୪।୩(ବ୍ୟୁରୋ): ପିଆଜ ଉତ୍ପାଦନରେ ଓଡ଼ିଶା ଖୁବଶୀଘ୍ର ଆତ୍ମନିର୍ଭରଶୀଳ ହେବାକୁ ଯାଉଛି। ବର୍ତ୍ତମାନ ବଳକା ପିଆଜ ଛତିଶଗଡ଼କୁ ରପ୍ତାନୀ ହେଉଛି। ଏଥର ମଧ୍ୟ ବଜେଟ୍‌ରେ କୃଷିପ୍ରତି ପ୍ରବଳ ପ୍ରୋତ୍ସାହନ ରଖାଯାଇଛି । ଏହି ପ୍ରୋତ୍ସାହନ ଯୋଗୁ ଚାଷୀ ଚାଷରେ ଅଧିକ ନିୟୋଜିତ ହେଉଥିବାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri