ରାଜ୍ୟ

ପୁରୀରୁ ହାଓଡା ମଧ୍ୟରେ ଚାଲିବ ୩ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୫।୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ଉଭୟ ଦକ୍ଷିଣ ପୂର୍ବ ରେଳପଥ ଓ ପୂର୍ବତଟ ରେଳପଥ ପକ୍ଷରୁ ୨୮ ଟ୍ରେନ୍‌ ବାତିଲ କରାଯାଇଥିବାବେଳେ ବହୁ ଟ୍ରେନ୍‌ର ଗତପଥ ପରିବର୍ତ୍ତନ କରାଯାଇଛି। ତେଣୁ ଉଭୟ ରେଳପଥର ସମନ୍ବୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ…

ସରିଲା ମରାମତି, ଗଡ଼ିଲା ଟ୍ରେନ୍‌

ସରିଲା ମରାମତି, ଗଡ଼ିଲା ଟ୍ରେନ୍‌ବାଲେଶ୍ୱର ଅଫିସ,୫ା୬: ଦୀର୍ଘ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବାହାନଗା ଷ୍ଟେଶନରେ ଗଡ଼ିଚି ଟ୍ରେନ୍‌। ଉଭୟ ଅପ୍‌ ଏବଂ ଡାଉନ ଲାଇନ୍‌ରେ ପରୀକ୍ଷାମୂଳକ ଭାବେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଉଭୟ ଟ୍ରାକ୍‌ରେ ରବିବାର ରାତିରେ…

ଭଗବାନଙ୍କ ଦୟାରୁ ଦ୍ୱିତୀୟ ଜନ୍ମ ମିଳିଲା

ଭୁବନେଶ୍ୱର,୫ା୬(ବ୍ୟୁରୋ): କଥାରେ ଅଛି ରଖେ ହରି ତ ମାରେ କିଏ। କାଳର କରାଳ ରୂପ ଯେତେ ହେଉ ନା କାହିଁକି ନିଜେ ବଞ୍ଚତ୍ବା ସହ ନିଜ ପରିବାରବର୍ଗ ଓ ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ବଞ୍ଚାଇଛନ୍ତି ବିହାର ପାଟଣା ଅଞ୍ଚଳର ଯୁବକ ଅଟଳ। ଶୁକ୍ରବାର…

ସାନପୁଅ ମିିଳିଲା, ବଡ଼ପୁଅ ନିଖୋଜ

ଭଦ୍ରକ ଅଫିସ,୫।୬: ସାନପୁଅ ସୋର ଡାକ୍ତରଖାନାରୁ ମିଳିଲା। ବଡ଼ପୁଅକୁ ସୋର, ବାଲେଶ୍ୱର, କଟକ, ଭଦ୍ରକର ବିଭିନ୍ନ ମେଡିକାଲରେ ଖୋଜିବା ପରେ ମଧ୍ୟ ତା’ର କୌଣସି ଠିକଣା ମିଳୁନି ବୋଲି କୋହଭରା କଣ୍ଠରେ କହିଛନ୍ତି ବିହାର ମୋତିହାରିର ଅଲ୍ଲୀ ହୁସେନ। ତାଙ୍କ ପୁଅକୁ…

ଆଉ ୫ଦିନ ତାତି

ଭୁବନେଶ୍ୱର,୫ା୬(ବ୍ୟୁରୋ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ରବିବାର ୪୪ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏଥିସହ ୧୫ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲାବେଳେ ସନ୍ଧ୍ୟାରେ ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ସମ୍ବଲପୁର ଆଦି…

କରମଣ୍ଡଳରେ ଯାତ୍ରା କରୁଥିଲେ, ୪୮ ଘଣ୍ଟା ପରେ ବି ଜୀବିତ

ବାହାନଗା,୫ା୬(ଡି.ଏନ.ଏ.): କଥାରେ ଅଛି ରଖେ ହରି ମାରେ କିଏ। ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣାର ୪୮ ଘଣ୍ଟା ପରେ ଜଣେ ଯାତ୍ରୀଙ୍କୁ ଜୀବିତ ଅବସ୍ଥାରେ ବୁଦାମୂଳରୁ ଉଦ୍ଧାର କରାଯିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଭାଗ୍ୟବାନ ଯୁବକ ଜଣକ ହେଲେ…

ଟ୍ରେନ୍‌ ଦୁର୍ଘଟଣାକୁ ସାମ୍ପ୍ରଦାୟିକ ରୂପ ଦେଲେ କାର୍ଯ୍ୟାନୁଷ୍ଠାନ: ଚେତାବନୀ ଦେଲା ଓଡ଼ିଶା ପୋଲିସ

ଭୁବନେଶ୍ୱର,୫ା୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗାଠାରେ ଶୁକ୍ରବାର ସାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏହି ରେଳ ବିଭୀଷିକା ପାଇଁ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଉଥିବାବେଳେ କିଛି ମନ୍ଦ ପ୍ରକୃତିର ଲୋକ ଏହାକୁ ସାମ୍ପ୍ରଦାୟିକ ରୂପ…

ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି: ମମତା

ଭୁବନେଶ୍ୱର,୫ା୬(ବ୍ୟୁରୋ): ବାଲେଶ୍ୱର ଜିଲାର ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ଜଣଙ୍କ ମୃତ୍ୟୁ ଘଟିଥିବା ରେଲଓ୍ବେ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଏହି ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି ବୋଲି ସେ…

ହାଇୱାକୁ ପଛପଟୁ ଧକ୍କା ଦେଲା ଅଟୋ: ଚାଲିଗଲା ୩ ଭଉଣୀଭାଇଙ୍କ ଜୀବନ

ସମ୍ବଲପୁର,୪।୬(ବ୍ୟୁରୋ): ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଲି ଏଲ୍‌ଆଣ୍ଡଟି ଟୋଲ୍‌ ପ୍ଲାଜା ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ପରିବାରର ୩ ଭଉଣୀଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ…

ଶୋଇଥିବା ବେଳେ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା

କୁଆଁରମୁଣ୍ଡା,୪।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରାଠାର ରବିବାର ଏକ ଅଘଟଣ ଘଟିଛି। ଅପରାହ୍ନରେ ଶୋଇଥିବା ବେଳେ ଜଣେ କ୍ଷୀର ବ୍ୟବସାୟୀଙ୍କୁ ବିବତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଯମୁନାନାକି ଗ୍ରାମର ଅମର ଯାଦବ(୫୪)। ମିଳିଥିବା ସୂଚନା ମୁତାବକ,…

ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ

ଭୁବନେଶ୍ୱର,୪ା୬: ବାଲେଶ୍ୱର ଜିଲା ବାହାନଗା ରେଳ ଷ୍ଟେଶନରେ ହୋଇଥିବା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ପାଇଁ ରେଲଓ୍ବେ ବୋର୍ଡ ପକ୍ଷରୁ ସୁପାରିଶ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଯେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହାର…

ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା

କୋରାପୁଟ,୪।୬(ସ୍ବ.ପ୍ର.): ଶାବର ଶ୍ରୀକ୍ଷେତ୍ରରେ ରବିବାର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ସମ୍ପାଦକ ଜଗବନ୍ଧୁ ସାମଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ସାମିଲ ହୋଇ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। ରବିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri