ରାଜ୍ୟ

ଟ୍ରେନ୍‌ ଟ୍ରାଜେଡି: ସିବିଆଇ ତଦନ୍ତକୁ ବିଜେଡିର ସ୍ବାଗତ

ଭୁବନେଶ୍ବର ୫।୬: ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତକୁ ବିଜେଡି ସ୍ବାାଗତ କରିଛି। ଏ ନେଇ ଦଳର ଉପ ସଭାନେତ୍ରୀ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,…

ବାହାନଗା ଟ୍ରେନ ଦୁର୍ଘଟଣା: ୧୦୦୯ ଡିସଚାର୍ଜ, ୧୯୮ ଚିକିତ୍ସାଧିନ

ଭୁବନେଶ୍ୱର,୫।୬: ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ମୋଟ ୧୨୦୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ୧୦୦୯ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ମୋଟ ୧୯୮ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହା…

ଆହତଙ୍କୁ ଭେଟିବା ପାଇଁ ମଙ୍ଗଳବାର ପୁଣି ଓଡ଼ିଶା ଆସିବେ ମମତା

ଭୁବନେଶ୍ୱର/କୋଲକାତା,୫।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି ଓଡ଼ିଶା ଆସିବେ। ବାହାନଗା ଟ୍ରେନ ଦୁର୍ଘଟଣାରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ହୋଇ କଟକରେ ଚିକିତ୍ସାଧିନ ଅଛନ୍ତି। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ ପାଇଁ ଆସନ୍ତା କାଲି ଆସିବେ ବୋଲି ସୂଚନା…

ଏମ୍ସରେ ରହିଛି ୯୯ ମୃତଦେହ, ପଠା ସରିଲାଣି ୨୪

ଭୁବନେଶ୍ୱର,୫ା୬(ବ୍ୟୁରୋ): ଭୁବନେଶ୍ୱର ଏମ୍ସରେ ଆଉ ୯୯ଟି ମୃତଦେହ ଚିହ୍ନଟ ପାଇଁ ପ୍ରକିୟା ଜାରି ରହିଛି। ମୋଟ୍‌ ୧୨୩ଟି ମୃତଦେହ ମଧ୍ୟରୁ ୨୪ଟି ଚିହ୍ନଟ କରାଯାଇ ପଠାଯାଇଛି। ବାକି ୯୯ ମୃତଦେହ ଏମ୍ସରେ ଚିହ୍ନଟ ପାଇଁ ରହିଛି। ଏହି ମୃତଦେହ ମଧ୍ୟରୁ ପଶ୍ଚିମବଙ୍ଗର…

ବାହାନଗାରେ ରେଲଓ୍ବେ ସେଫ୍ଟି କମିଶନର

ବାହାନଗା,୫ା୬(ଡି.ଏନ୍‌.ଏ.): ବାହାନଗାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପାଇଁ ସୋମବାର ବାହାନଗାରେ ପହଞ୍ଚିଛନ୍ତି ରେଲଓ୍ବେ ସେଫ୍ଟି କମିଶନର ଶୈଳେଶ ପାଠକ। ଏଠାରେ ପହଞ୍ଚି ତଦନ୍ତ ପାଇଁ ସମୟ ଲାଗିବ ଏବଂ ପରେ କାରଣ ସ୍ପଷ୍ଟ ହେବ ବୋଲି ସେ…

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ବରଗଡ଼ ଅଫିସ,୫ା୬: ବରଗଡ଼ ରୋଡ୍‌ ରେଳ ଷ୍ଟେଶନରୁ ଜିଲାର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରୀ ଚୂନପଥର ଖଣିକୁ ଯାଇଥିବା ରେଳପଥର ମେଢାପାଲି ନିକଟରେ ସୋମବାର ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ହ୍ବିଲ ଛିଣ୍ଡି ଯିବାରୁ ଏଭଳି ହୋଇଥିବା ସୂଚନା ମିଳିଛି।…

ଅଲାରନାଥରେ ଭକ୍ତଙ୍କ ଭିଡ଼

ପୁରୀ ଅଫିସ,୫ା୬: ଶ୍ରୀଜିଉ ମହାସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଥିବାରୁ ଅଣସର ଘରେ ରହିଛନ୍ତି। ଏହି ସମୟରେ ଭକ୍ତମାନେ ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ସୋମବାର ସକାଳୁ ଅଲାରନାଥ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ଅନ୍ୟପଟେ ଶ୍ରୀମନ୍ଦିରରେ…

ମୃତଦେହ ଭିତରୁ ମିଳିଲା ପ୍ରେମ କବିତା ନୋଟ୍‌ ବୁକ୍‌…

ବାହାନଗା,୫।୬ : ବାହାନଗା ରେଲଳ ଦୁର୍ଘଟଣାରେ ଯାତ୍ରୀମାନଙ୍କ ଜୋତା ଚପଲ, ଖାଇବା ସାମଗ୍ରୀ, ପାଣି ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ଟ୍ରାକ ଏବଂ ଏହାର ଚାରିପାଖରେ ପଡ଼ି ରହିଛି। ଏହି ସମୟରେ, ଟ୍ରାକରୁ ଏକ ନୋଟବୁକ ମଧ୍ୟ ମିଳିଛି। ଏଥିରେ କିଛି…

ମିଳିଥିଲା ଗ୍ରୀନ ସିଗନାଲ: କହିଲେ କରୋମଣ୍ଡଳ ଲୋକୋ ପାଇଲଟ…

ବାହାନଗା,୫।୬ : ଓଡିଶାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଏବଂ ଏଥିରେ ୨୭୫ ଜଣଙ୍କର ମୃତ୍ୟୁ ସମଗ୍ର ଦେଶକୁ ଚକିତ କରିଛି। ଦୁର୍ଘଟଣା ପରେ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି। ରେଳ ଅପରେସନ୍ସ ଏବଂ ବାଣିଜ୍ୟ ବିକାଶ ବୋର୍ଡ ସଦସ୍ୟ ଜୟା…

ଆଜି ଦୁଇ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୫ା୬(ବ୍ୟୁରୋ): ବାହାନଗାଠାରେ ଟ୍ରେନ୍‌ ଦୁର୍ଘଟଣା ପରେ ମରାମତି କାର୍ଯ୍ୟ ଚାଲିଥିବାରୁ ସୋମବାର ପୁଣି ଦୁଇଟି ଟ୍ରେନ୍‌ ବାତିଲ କରାଯାଇଛି। ପୁରୀ-ପାଟନା ବୈଦ୍ୟନାଥ ଏକ୍ସପ୍ରେସ ଓ ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସକୁ ରେଳବାଇ ପକ୍ଷରୁ ବାତିଲ କରାଯାଇଛି। ବାହାନଗା ଟ୍ରେନ୍‌ ଦୁର୍ଘଟଣା ପାଇଁ ଦୀର୍ଘଘଣ୍ଟା ଅକ୍ଳାନ୍ତ…

କଳାପଥର ପାଇଁ ବିପଦରେ ଜଙ୍ଗଲ ଜମି

ଯାଜପୁର ଅଫିସ,୫ା୬: ସବୁଜିମା ସୃଷ୍ଟି ଓ ସୁରକ୍ଷା ନିମନ୍ତେ ସରକାରୀସ୍ତରରୁ ଆରମ୍ଭ କରି ବେସରକାରୀସ୍ତର ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାତ୍ର ବାସ୍ତବପକ୍ଷେ ଦେଖିବାକୁ ଗଲେ ଯେତିକି ଜଙ୍ଗଲ ଅଛି ତା’ର ସୁରକ୍ଷା ଦିଗରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ…

୭ ସ୍ଥାନରେ ଅନୁକମ୍ପାମୂଳକ ସହାୟତା ରାଶି ଦେଉଛି ରେଲଓ୍ବେ

ଭୁବନେଶ୍ବର,୫ା୬(ବ୍ୟୁରୋ): ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତାହତମାନଙ୍କ ପରିବାରବର୍ଗ, ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ସହଯୋଗ କରିବା ଲାଗି ଭାରତୀୟ ରେଲଓ୍ବେ ପକ୍ଷରୁ ୧୩୯ ହେଲ୍‌ପଲାଇନ ବ୍ୟବସ୍ଥା କରାଯାଇଛି। ରେଲଓ୍ବେର ବରିଷ୍ଠ ଅଧିକାରୀମାନଙ୍କ ଏକ ଦଳ ଏହି ୨୪ ଘଣ୍ଟିଆ ହେଲ୍‌ପଲାଇନରେ କଲ୍‌ କରୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri