କ୍ରିକେଟ ଖେଳ ବେଳେ ଗୁଳିକାଣ୍ଡ
ବିଶ୍ରା,୧୩।୬(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରା ମିନି ଷ୍ଟାଡିୟମରେ କ୍ରିକେଟ ଖେଳକୁ ନେଇ ସୋମବାର ଗୁଳିକାଣ୍ଡ ହୋଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ବିଶ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା ଚଳାଇଛି। ସୂଚନା ଅନୁସାରେ, ସୋମବାର ସକାଳେ ବିଶ୍ରା ମିନି ଷ୍ଟାଡିୟମରେ…
ଜନମତ ଜାଗ୍ରତ କରାଇବାରେ ଗଣମାଧ୍ୟମର ଭୂମିକା ଅନନ୍ୟ
ଯାଜପୁର ଅଫିସ/ଯାଜପୁର ରୋଡ୍(ଡି.ଏନ୍.ଏ.),୧୩ା୬: ଗଣମାଧ୍ୟମ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଯୁବପିଢ଼ିକୁ ଉଚିତ ମାର୍ଗଦର୍ଶନ କରିପାରିବ। କେବଳ ଗଣତନ୍ତ୍ର ନୁହେଁ, ଦୁନିଆକୁ ଆଗକୁ ନେବାରେ ଜନସାଧାରଣଙ୍କ ମଧ୍ୟରେ ମତ ଜାଗ୍ରତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ଓଡ଼ିଶା ସରକାରଙ୍କ ମୋ…
ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ
ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ସରକାରୀ କ୍ଷମତାର ଦୁରୁପଯୋଗ କରି ସରକାରୀ କର୍ମଚାରୀ ବେଆଇନ ଭାବେ ଠୁଳ କରୁଛନ୍ତି ପୁଳା ପୁଳା ସମ୍ପତ୍ତି। ଏପରି ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ଜିଲା ସଦର ବ୍ଲକର ସହକାରୀ ଯନ୍ତ୍ରୀ…
ଅତିଷ୍ଠ କରୁଛି ପାଉଁଶ ଡମ୍ପିଂ
ସମ୍ବଲପୁର,୧୩ା୬(ବ୍ୟୁରୋ): ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାରେ ଶିଳ୍ପ କାରଖାନା ଗଢ଼ିଉଠିବା ପରେ ପାଉଁଶ ଡମ୍ପିଂ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି। ଝାରସୁଗୁଡ଼ା ପରେ ସମ୍ବଲପୁର ଜିଲାରେ ଏହି ଡମ୍ପିଂ ବଢିବାରେ ଲାଗିଛି। ଯୁଯୁମୁରା ତହସିଲ ଅଞ୍ଚଳରେ ଏଭଳି…
ବିକିଦେଲେ କିନ୍ତୁ ଟାଟା ପାରୁନି
ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତମାନର ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଇଦେବା ପାଇଁ ଘରୋଇ କମ୍ପାନୀକୁ ଭରସା କରାଯାଉଛି। ଘରୋଇ ସଂସ୍ଥା ରିଲାଏନ୍ସ ଏନର୍ଜି ଲୁଟ୍ କରି ଛାଡ଼ି ଚାଲିଯିବା ପରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆର୍ସି) ଏବେ ରାଜ୍ୟର ବିଦ୍ୟୁତ୍ ବଣ୍ଟନ ଭାର…
ଦାଦନ ଖଟିବାକୁ ଯାଇ ଚାଲିଗଲା ଜୀବନ
ତରଭା,୧୨ା୬(ଡି.ଏନ.ଏ.): ବିଭିନ୍ନ ସମୟରେ ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଓ ମରଶରୀର ଫେରିବା ନେଇ ପରିବାର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସେଭଳି ଏକ ଦୁଃଖଦ ଘଟଣା ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ…
ନବମ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ
କୁଆଁରମୁଣ୍ଡା,୧୨।୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ୬ ମାସର ଗର୍ଭବତୀ ଥିବା ଘଟଣା ସୋମବାର ଲୋକଲୋଚନକୁ ଆସିଛି। ଏଭଳି ଲଜ୍ଜାଜନକ ଘଟଣାର ଅଭିଯୁକ୍ତ ଜଣକ ବିବାହିତ ଯୁବକ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଜଣକ…
ବାପଘରେ ଜୀବନ ହାରିଲେ ନବ ବିବାହିତା ଝିଅ
ଝାରବନ୍ଧ,୧୨।୬(ଡି.ଏନ୍.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା କୁର୍ଲୁପାଲ ପଞ୍ଚାୟତ ଅଧୀନ ବେହେରାଡୁବୁରୀ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଜଣେ ନବ ବିବାହିତା ମହିଳା ଆତ୍ମହତ୍ୟା କରିଛନ୍ତି। ମୃତା ମହିଳା ହେଲେ ଅଞ୍ଜଳି ପ୍ରଧାନ(୨୫)। ଖବର ପାଇ ପୋଲିସ ମୃତଦେହ ଜବତ…
ଯୁକ୍ତ ୩ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଯୁକ୍ତ ୩ରେ ନାମ ଲେଖାଇବାକୁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। www.samsodisha.gov.in ରେ ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ଜୁଲାଇ ୧୪ରେ ପ୍ରଥମ ପର୍ଯ୍ୟାୟ ମେଧା…
ଆହୁରି ୫ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ : ୧୫ ଜିଲାକୁ ଅରେଞ୍ଜ ୱାର୍ନିିଂ
ବନେଶ୍ବର ୧୨।୬: ଆହୁରି ୫ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଗାମୀ ୫ ଦିନ ଯାଏ ତାପମାତ୍ରା ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଏହାର ପ୍ରଭାବରେ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି…
‘ମୁକ୍ତା’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୮୩.୮୧ କୋଟି ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୧୮୩.୮୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅନୁଦାନ ପ୍ରାପ୍ତ ‘ମୁକ୍ତା’ ଯୋଜନାରେ ଦକ୍ଷିଣ ଆରଡିସି ଡିଭିଜନର ୧୦ଟି ଜିଲାକୁ ଅନ୍ତର୍ଭୁକ୍ତ କରି ୪୨ ମ୍ୟୁନିସିପାଲିଟି ଏବଂ ଏନ୍ଏସି…
ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହାୟକ
ଭବାନୀପାଟଣା,୧୨ା୬(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କ ସହାୟକ ପ୍ରଦୀପ ଚନ୍ଦ୍ରକାର। ସୋମବାର ଚାରୋଟି ଟିମ୍ ସହ ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଏହି ଚଢ଼ାଉରେ ୩ଜଣ ଡିଏସ୍ପି ଏବଂ ୩ଜଣ ଇନ୍ସପେକ୍ଟର…
Archives


