ସବୁ ଜିଲାରେ ସକାଳୁଆ ସ୍କୁଲ ପାଇଁ ଦାବି
ଭୁବନେଶ୍ୱର,୨୧।୬(ଅନୁରାଧା ମହାରଣା): ରାଜ୍ୟର କିଛି ଜିଲାକୁ ବାଦ୍ଦେଇ ପ୍ରାୟ ସମସ୍ତ ଜିଲାର ସ୍କୁଲ ବୁଧବାରଠାରୁ ଖୋଲୁଛି। ନିୟମିତ କାର୍ଯ୍ୟସୂଚୀ ଅନୁସାରେ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ହେଲେ ଏହାକୁ…
ଖରାଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ
ଭୁବନେଶ୍ୱର,୨୧।୬: ଖରାଛୁଟି ପରେ ଆଜିଠୁ ଖୋଲିଲା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ। ହେଲେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ,ଝାରସୁଗୁଡା ଓ ବଲାଙ୍ଗିର ଜିଲାରେ ଗୁରୁବାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଇ ୩ ଜିଲାରେ ୨୨ରୁ ୨୪ ତାରିଖ…
୨୨ ପରିବର୍ତ୍ତେ ୨୩ରେ କଳାହାଣ୍ଡି ଆସିବେ ନଡ୍ଡା
ଭୁବନେଶ୍ବର, ୨୧ା୬(ସୁନିତ୍ ମିଶ୍ର): ଭାଜପାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡ଼ିଶା ଆସିବାକୁ ଥିବା କେନ୍ଦ୍ରୀୟ ନେତାମାନଙ୍କ ଗସ୍ତ କାର୍ଯ୍ୟକ୍ରମରେ ବାରମ୍ବାର ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି। ପ୍ରଥମେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଢେଙ୍କାନାଳ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିଲା।…
ସିଗ୍ନାଲ ଜେଇଙ୍କୁ ସାଢ଼େ ୬ ଘଣ୍ଟା ଜେରା
ବାଲେଶ୍ୱର/ଭୁବନେଶ୍ୱର,୨୧।୬(ମାନସ ବିଶ୍ୱାଳ, ଅଭିଜିତ୍ ଦାସ): ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣାରେ ସୋର ସେକ୍ସନ ସିଗ୍ନାଲ ଜେଇ ଅମିର ଖାନ୍ ସିବିଆଇ ନଜରରେ। ସୋମବାର ସନ୍ଧ୍ୟାରେ ସିବିଆଇ ଟିମ୍ ଜେଇ ଖାନ୍ଙ୍କ ସୋର କମରପୁରସ୍ଥିତ ଭଡ଼ା ଘରକୁ ସିଲ୍ କରିଥିଲା। ଏହାର…
ବାଟରେ ଅଟକିଲା ଦେବଦଳନ, ନନ୍ଦିଘୋଷ
ପୁରୀ,୨୦।୬(ଅଜିତ୍ ମହାନ୍ତି): ବଡଠାକୁର ବଳଭଦ୍ରଙ୍କ ରଥ ଶରଧାବାଲିରେ ପହଞ୍ଚିଥିବାବେଳେ ବାଟରେ ଅଟକିଛନ୍ତି ଜଗନ୍ନାଥ ଓ ସୁଭଦ୍ରା। ଦେବଦଳନ ବଡ଼ଶଂଙ୍ଖ ନିକଟରେ ଅଟକିଥିବାବେଳେ ମାଉସୀ ମାଆ ଛକରେ ରହିଛି ନନ୍ଦିଘୋଷ ରଥ। ବୁଧବାର ସକାଳେ ପୁଣି ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହେବ।
ଶରଧାବାଲିରେ ଲାଗିଲା ତାଳଧ୍ୱଜ
ପୁରୀ,୨୦।୬(ଅଜିତ୍ ମହାନ୍ତି): ସାନ ଭାଇ ଭଉଣୀଙ୍କୁ ପଛରେ ପକାଇ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ବଡ ଠାକୁର ବଳଭଦ୍ର। ଶରଧାବାଲିରେ ଲାଗିଛି ତାଳଧ୍ୱଜ ରଥ। ତହିଁ ପଛେ ପଛେ ଆସୁଛନ୍ତି ଦେବ ଦଳନ ଓ ନନ୍ଦୀଘୋଷ ରଥ।
ବଢିଲା ଯୁକ୍ତ ୨ ନାମଲେଖା ଆବେଦନ ଅବଧି
ଭୁବନେଶ୍ୱର,୨୦।୬(ଅସମାପିକା ସାହୁ): ଅଭିଭାବକ, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କର ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁକ୍ତ ୨ ଶ୍ରେଣୀ ପାଇଁ ସାମସ ପୋର୍ଟାଲ www.samsodisha.in ଜରିଆରେ ଆବେଦନ ତାରିଖକୁ ଜୁନ୍ ୨୦ତାରିଖ ପରିବର୍ତ୍ତେ ଜୁନ୍ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତିା…
ପଶ୍ଚିମ ଓଡିଶାରେ ସକାଳୁଆ ସ୍କୁଲ
ଭୁବନେଶ୍ୱର,୨୦।୬: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ପଶ୍ଚିମ ଓଡିଶାରେ ସକାଳୁଆ ସ୍କୁଲ ହେବ। ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗୀର ଜିଲାରେ ୨୨ରେ ସ୍କୁଲ ଖୋଲିବ। ମାତ୍ର ୨୪ତାରିଖ ଯାଏଁ ସକାଳୁଆ ସ୍କୁଲ ହେବ। ସୁବର୍ଣ୍ଣପୁର, ସୁନ୍ଦରଗଡ ଓ ନୂଆପଡାରେ ୨୩ରେ ସ୍କୁଲ…
ବସ୍କୁ ଧକ୍କା ଦେଲା ବାଇକ୍: ବାପା ମୃତ, ପୁଅ ଗୁରୁତର
ବଡ଼ସାହି,୨୦।୬(ସ୍ବପ୍ର, ଦୀପକ ବୁଗୁଡେଇ): ମୟୂରଭଞ୍ଜ ଜିଲା ବଡ଼ାହି ଥାନା ଅଧୀନ ସାନକେରକ ଛକ ନିକଟରେ ଏକ ବସ୍ ବାଇକକୁ ଧକ୍କା ଦେଇଛି। ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ…
କାଳିଆ ସାଆନ୍ତଙ୍କ ରଥ ଟଣା ଆରମ୍ଭ
ପୁରୀ,୨୦।୬(ଅଜିତ୍ ମହାନ୍ତି): ଦୁଇ ଭାଇ ଭଉଣୀଙ୍କ ରଥଟଣା ପରେ ମହାପ୍ରଭୁ ଜଗନ୍ନାଥଙ୍କର ରଥ ଟଣା ଆରମ୍ଭ ହୋଇଛି। ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନୀରେ ବଡଦାଣ୍ଡର ରେଣୁ ସୁଦ୍ଧା ବି ପ୍ରକମ୍ପିତ ହେଉଛି। ଲକ୍ଷ ଲକ୍ଷ ଭକ୍ତ ନନ୍ଦୀଘୋଷ ରଥକୁ ଟାଣୁଛନ୍ତି।
ଭାବର ଠାକୁର
ଭକ୍ତ ଭାବରେ ବନ୍ଧା କାଳିଆ ଠାକୁର। ସେଇଥିପାଇଁ ତ ବର୍ଷରେ ଥରେ ରତ୍ନବେଦି ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଚାଲି ଆସନ୍ତି ଭକ୍ତ ପାଖକୁ ବଡ଼ଦାଣ୍ଡକୁ। ଆଉ ରଥଉପରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନରେ ଭକ୍ତ ବି ହୋଇଉଠନ୍ତି ବିଭୋର। ତେବେ ଏହି ଭାବଭକ୍ତିପୂର୍ଣ୍ଣ…
ମା ସୁଭଦ୍ରାଙ୍କର ରଥ ଟଣା ଆରମ୍ଭ
ପୁରୀ,୨୦।୬(ଅଜିତ୍ ମହାନ୍ତି): ତାଳଧ୍ୱଜ ରଥ ଟଣା ପରେ ମା ସୁଭଦ୍ରାଙ୍କର ରଥ ଟଣା ଆରମ୍ଭ ହୋଇଛି। ଶଙ୍ଖ, ଘଣ୍ଟଘଣ୍ଟା ଓ ହୁଳୁହୁଳିରେ ଶ୍ର ମନ୍ଦିର ସମ୍ମ୍ୁଖରୁ ଦେବଦଳନ ରଥ ଟଣାଯାଇଛି।
Archives


