ରାଜ୍ୟ

ପରମାଣୁ କ୍ଷମତା ବୃଦ୍ଧି କରିବ ଭାରତ: ଓଡ଼ିଶା ସମେତ ୩୦ଟି ସ୍ଥାନରେ ହେବ ନୂତନ ପ୍ରକଳ୍ପ

ନୂଆଦିଲ୍ଲୀ,୮ା୧: ଓଡ଼ିଶାରେ ସ୍ଥାପନା ହେବ ପରମାଣୁ ଶକ୍ତି କେନ୍ଦ୍ର। ଭାରତର ସବୁଠାରୁ ବଡ଼ ସରକାରୀ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଏନଟିପିସି ଦେଶରେ ପରମାଣୁ ଶକ୍ତି କ୍ଷମତା ବୃଦ୍ଧି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଦେଶରେ ସ୍ୱଚ୍ଛ ଶକ୍ତିର ବ୍ୟବହାର ବଢ଼ାଇବା…

ଚଳିତ ବର୍ଷ ଓଡ଼ିଶାରେ ୫୫ ଦିନ ବନ୍ଦ ରହିବ ବ୍ୟାଙ୍କ; ଜାଣନ୍ତୁ ସମ୍ପୂର୍ଣ୍ଣ ଛୁଟି ତାଲିକା

ଭୁବନେଶ୍ୱର,୮ା୧: ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ଜାତୀୟ ଛୁଟିଦିନ, ଆଞ୍ଚଳିକ ପର୍ବପର୍ବାଣୀ ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଚଳିତ ବର୍ଷ ମୋଟ ୫୫ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।…

ଓଡ଼ିଶାର ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀଙ୍କୁ ମିଳିଲା ବାଡ଼ ଦାୟିତ୍ୱ

ଭୁବନେଶ୍ୱର,୮ା୧: ଓଡ଼ିଶାର ଅବସରପ୍ରାପ୍ତ ଆଇଏଫଏସ (IFS) ଅଧିକାରୀ ସୁଶାନ୍ତ ନନ୍ଦଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ପୁନର୍ଗଠିତ ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ’ର ଷ୍ଟିଅରିଂ କମିଟିରେ ସୁଶାନ୍ତ ନନ୍ଦ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ବୁଧବାର କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ…

୨ ସପ୍ତାହ ଯାଏ ଶୀତରୁ ନାହିଁ ନିସ୍ତାର

ଭୁବନେଶ୍ୱର,୮ା୧: ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ଯାଏ ଶୀତ ଜାରି ରହିବ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଗୁରୁବାର ସୂଚନା ଦେଇଛନ୍ତି। ରାଜ୍ୟର ୨୪ଟି ସହରରେ ରାତିର ତାପମାତ୍ରା ୧୦ କିମ୍ୱା ତାଠୁ କମ୍‌ ରହିଥିବା ଜଣାପଡିଛି। ଜି.…

ଶୀତ ମହୋତ୍ସବ ମଶାଲ ଶୋଭାଯାତ୍ରାରେ କଳାହାଣ୍ଡି କଟପ୍ପା, ଦେଖିବାକୁ ଶହଶହ ଦର୍ଶକଙ୍କ ଭିଡ଼

ଦାରିଙ୍ଗବାଡି, ୮/୧ (ଅରୁଣ ସାହୁ ): ବହୁ ପ୍ରତିକ୍ଷିତ ଶୀତ ମହୋତ୍ସବ -୨୦୨୬ ଗୁରୁବାର ସଂନ୍ଧ୍ୟାରେ ଉଦଘାଟନ ହେବାକୁ ଯାଉଛି । ଏହି ଅବସରରେ ଦାରିଙ୍ଗବାଡି ଶିବ ମନ୍ଦିର ପ୍ରାଙ୍ଗଣରୁ ମଶାଲ ବାହାରି ଶୀତ ମହୋତ୍ସବ ପଡିଆରେ ପହଞ୍ଚିଥିଲା । ଏହି…

ସ୍କୁଲରେ କବାଡ଼ି ଖେଳରେ ଆହତ ଛାତ୍ରଙ୍କ ଚାଲିଗଲା ଜୀବନ

କେନ୍ଦୁଝର,୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍କୁଲରେ କବାଡ଼ି ଖେଳୁଥିବା ବେଳେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାମ ଅମିତ୍‌ ମୁଣ୍ଡା (୧୪) ବୋଲି ଜଣାପଡ଼ିଛି। ଏଭଳି ଘଟଣା କେନ୍ଦୁଝର ଜିଲା ବାରିଆ…

ବେକରେ ସାପ ଝୁଲାଇ ବଜାରରେ ବୁଲୁଥିଲେ ଯୁବକ, ଏପରି ଅବସ୍ଥା ହେଲାଯେ…

ଭଦ୍ରକ,୮ା୧: ଭଦ୍ରକ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ଦିନ, ବନ୍ତ ଅଞ୍ଚଳର ଜଣେ ଯୁବକ ବେକରେ ସାପ ଧରି ବଜାରରେ ବୁଲୁଥିବା ଦେଖାଯାଇଥିଲା । ଫୁଲ ମାଳ ଭଳି ଯୁବକ ଜଣକ ବେକରେ…

ଶୁଭାରମ୍ଭ ହେଲା ଗୋଦାବରୀଶ ମିଶ୍ର ଆଦର୍ଶ ଯୋଜନା, ଛତ୍ରପୁର….

ଛତ୍ରପୁର,୮ା୧(ଦିଲ୍ଲୀପ ସାମଲ): ଖୋର୍ଦ୍ଧା ଜିଲ୍ଲାର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମମାଟି ବାଣପୁରରୁ ୩୦ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୧୮ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଥିମଧ୍ୟରୁ ଛତ୍ରପୁର…

ଆନ୍ଦୋଳନରୁ ଓହରିଲା ଡାକ୍ତର ସଂଘ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ…

ଭୁବନେଶ୍ୱର,୮ା୧: ଆନ୍ଦୋଳନରୁ ଓହରିଛି ଡାକ୍ତର ସଂଘ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ଡାକ୍ତର। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାରଠାରୁ ସ୍ବାସ୍ଥ୍ୟସେବା ସ୍ବାଭାବିକ ହେବ। ଏନେଇ ସୂଚନା ଦେଇଛନ୍ତି OMSA ସଭାପତି। ସରକାରଙ୍କଠାରୁ ପ୍ରତିଶ୍ରୁତି ମିଳିଲା ପରେ ଆନ୍ଦୋଳନରୁ…

ମାସକରେ ୩ ଥର ତୁଷାରପାତ: ଘରୁ ବାହାରି ପାରୁନାହାନ୍ତି ଲୋକେ

ପଟାଙ୍ଗି,୮ା୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାରେ ଶୀତ ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଅପରାହ୍ନ ପରେ ଘରୁ ବାହାରିବା ପାଇଁ ଲୋକେ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହିପରି ଦୃଶ୍ୟ ବ୍ଲକରେ ଦିନେ ନୁହେଁ କି ଦୁଇଦିନ ନୁହେଁ।…

ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଚଳିତ ସପ୍ତାହରେ…

ଭୁବନେଶ୍ବର,୮ା୧: ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଚଳିତ ଥର ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ସୁଭଦ୍ରା ଟଙ୍କା ପାଇବେ । ପୂର୍ବରୁ ବାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri