ରାଜ୍ୟ

ତେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଖୋର୍ଦ୍ଧା,୨୮ା୧୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ତେଲ ଫ୍ୟାକ୍ଟ୍ରିରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ୟୁନିଭର୍ସାଲ ଇନ୍‌ଫ୍ରା ଆଣ୍ଡ୍‌ ଏଗ୍ରି ଅଏଲ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଅଏଲ ଫ୍ୟାକ୍ଟ୍ରିର ଗୋଦାମ ଘରେ ନିଆଁ…

ଟ୍ରକ୍‌ରେ ପିଟିହେଲା ପିକ୍‌ନିକ୍‌ ବସ୍‌, ୭ ଗୁରୁତର

ବଲାଙ୍ଗୀର,୨୮ା୧୨:ବଲାଙ୍ଗୀର-ସୋନପୁର ରାସ୍ତାର ଖମ୍ବଶିରିପାଲି ଛକରେ ଗୁରୁବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ପଛରେ ପିକ୍‌ନିକ୍‌ ବସ୍‌ଟି ପିଟି ହେବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନାଯୋଗ୍ୟ, ସୋନପୁର ସହରର ଏକ…

ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ୧୦ ଛାତ୍ର ଆହତ

କେନ୍ଦୁଝର,୨୮ା୧୨: କଲେଜ ଛାତ୍ରଙ୍କୁ ନେଇ ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଏକ ବସ୍‌ ଗୁରୁବାର ଭୋର୍‌ରୁ କେନ୍ଦୁଝର ଜିଲା ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥର ଧକୋଠା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୧୦ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ,…

ରାଜଧାନୀରେ ଦୁର୍ଦ୍ଦାନ୍ତ ଅପରାଧୀ ରଘୁଙ୍କୁ ଏନକାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି

ଭୁବନେଶ୍ୱର,୨୮।୧୨: ରାଜଧାନୀରେ ଫୁଟିଲା ଗୁଳି। ନୂଆବର୍ଷ ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ବିଶ୍ୱାଳଙ୍କୁ ଏନକାଉଣ୍ଟର କରିଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ରଘୁଙ୍କ ନାମରେ ୧୫ ଥାନାରେ ଅନେକ ଡକାୟତି ସହ ରାହାଜାନୀ ମାମଲା ରହିଛି।…

ଧିମେଇଛି ସାଇବର ମିତ୍ର ଯୋଜନା

କଟକ,୨୮ା୧୨ (କାର୍ତ୍ତିକ ସାହୁ)ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଅପରାଧିମାନେ ନାନା କାଇଦାରେ ଲୋକଙ୍କୁ ଫସାଇ ଲକ୍ଷାଧିକ ଟଙ୍କା ଠକି ନେବାରେ ସକ୍ଷମ ହେଇଛନ୍ତି। ସ୍ବଳ୍ପ ପରିମାଣର ଠକେଇକୁ ପଚାରୁଛି କିଏ। ତେବେ ସାଇବର ଠକେଇ ନିୟନ୍ତ୍ରଣ…

ସ୍ନିଗ୍ଧା ମାଲବ୍ୟ ପିନ୍ଧିଲେ କିଟ୍‌ ନହ୍ନିପରୀ ମୁକୁଟ

ଭୁବନେଶ୍ୱର,୨୮।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ଉତ୍ତରପ୍ରଦେଶର ସ୍ନିଗ୍ଧା ମାଲବ୍ୟ କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ-୨୦୨୩ ଟାଇଟଲ ହାସଲ କରିଛନ୍ତି। କିଟ୍‌ ଫିଲ୍ମ ଆଣ୍ଡ୍‌ ଫେଶନ ପକ୍ଷରୁ ଆୟୋଜିତ ‘କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ-୨୦୨୩’ର ଫାଇନାଲ ତଥା ମେଗା ରାଉଣ୍ଡ ବୁଧବାର ଶେଷ ହୋଇଛି।…

ପରିଚୟ ହଜାଇଛି ବୃନ୍ଦାବନ ପ୍ୟାଲେସ

ପାରଳାଖେମୁଣ୍ଡି, ୨୮ା୧୨ (ଗିରିଧାରୀ ପରିଛା)ଗଜପତି ଜିଲାରେ ରାଜବଂଶର କୀର୍ତ୍ତି ବହନ କରୁଥିବା ବୃନ୍ଦାବନ ପ୍ୟାଲେସ ବା ବସନ୍ତ ନିବାସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ରହିଛି ମହାରାଜା ଗୌରଚନ୍ଦ୍ର ଗଜପତି ଓ ତାଙ୍କ ପୁତ୍ର କୃଷ୍ଣଚନ୍ଦ୍ର ଗଜପତିଙ୍କ…

ଆଜି ଭାଜପାର ୬ ଘଣ୍ଟିଆ ରାୟଗଡ଼ା ବନ୍ଦ ଡାକରା

ରାୟଗଡ଼ା,୨୮।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚନ୍ଦ୍ରପୁରରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିବା ଯୁବତୀଙ୍କ ମୃତଦେହ ଘଟଣାକୁ ନେଇ ପୋଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଭାଜପା ଜିଲା ମହିଳା ମୋର୍ଚ୍ଚା । ଏ ନେଇ ଏକ ଖବରଦାତା ସମ୍ମିଳନୀରେ…

ଟ୍ୟୁଶନ ମାଷ୍ଟରଙ୍କୁ ୨୦ବର୍ଷ ଜେଲ

ଯାଜପୁର ଟାଉନ,୨୮ା୧୨(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ନାବାଳିକା ଛାତ୍ରୀଙ୍କୁ ଟ୍ୟୁଶନ୍‌ ମାଷ୍ଟର ବଳାତ୍କାର କରିବା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି ଅତିରିକ୍ତ ଜିଲା ଦୌରା ଓ ପୋକ୍‌ସୋ କୋର୍ଟର…

ସର୍ବେଶ୍ୱରଙ୍କୁ ୨୨୮ କୋଟିର ଝଟକା

ଯାଜପୁର,୨୮ା୧୨(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ୍‌ ମାମଲାର କ୍ଷତିପୂରଣ ବାବଦକୁ ୨୨୮ କୋଟି ୨୫ ଲକ୍ଷ ୬୧ ହଜାର ୭୮ ଟଙ୍କା ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ…

ଅସ୍ତିତ୍ୱ ହରାଉଛି ପୁରାଣ ପ୍ରସିଦ୍ଧ ଗୋବରୀ ନଦୀ

କେନ୍ଦ୍ରାପଡ଼ା, ୨୮ା୧୨ (ଜଗନ୍ନାଥ ଧଳ)ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଏହାର ଜଳ ମଧ୍ୟ ଜହର ପାଲଟିଛି। ନଦୀମାର୍ଗ ଏବେ ଜବରଦଖଲକୁ ଚାଲି ଯାଉଥିବାରୁ କୃଷି କ୍ଷେତ୍ରକୁ ଆଉ ପର୍ଯ୍ୟାପ୍ତ…

ନିର୍ବାଚନମଣ୍ଡଳୀ ବିଲୋପ ପରେ ପଟ୍ଟାମୁଣ୍ଡାଇ ଅବହେଳିତ

ପଟ୍ଟାମୁଣ୍ଡାଇ,୨୮ା୧୨(କଳ୍ପତରୁ ନାୟକ)ସ୍ବାଧୀନ ଭାରତରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ସ୍ବତନ୍ତ୍ର ପରିଚିତି ଲାଭ କରିଥିଲା। ୨୦୦୯ ସୀମା ପୁନଃ ନିର୍ଦ୍ଧାରଣ ପରେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ନିର୍ବାଚନଆସନର ବିଲୋପ ଘଟି ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଂଚାୟତ, ପୌରାଂଚଳ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri