ବିଷାକ୍ତ ହେଲାଣି ଓଡିଶା ବାୟୁ: ବାଲେଶ୍ୱର ଦେଶର ତୃତୀୟ ପ୍ରଦୂଷିତ ସହର
ଭୁବନେଶ୍ୱର,୯।୧: ଓଡିଶା ଆକାଶରେ ପ୍ରଦୂଷିତ ବୟୁ। ରାଜ୍ୟରେ ପ୍ରଦୂଷଣ ସ୍ଥିତି ସାଂଘାତିକବସ୍ଥାରେ ରହିଛି। ବିଶେଷକରି ରାଜ୍ୟର କଟକ ଭୁବନେଶ୍ୱର ସମେତ ୬ଟି ସହରରେ ସ୍ଥିତି ସଙ୍ଗୀନ ରହିଛି। ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩ଶହ ପାର କରିଛି। ରାଜଧାନୀ ଭୁବନେଶ୍ୱରରେ ଏକ୍ୱୁଆଇ…
MVIଙ୍କ ୨୭ପ୍ଲଟ, ୨କୋଠା
ନୟାଗଡ,୯।୧: ଭିଜିଲାନ୍ସ ଜାଲରେ ନୟାଗଡର ଆରଟିଓ ଅଧିକାରୀ। ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। ଚଢାଉବେଳେ ଭୁବନେଶ୍ୱରରେ ୧୦ବେନାମୀ ପ୍ଲଟ ସମେତ ମୋଟ୍ ୨୭ଟି ପ୍ଲଟ ଠାବ ହୋଇଛି। ଗୋଟିଏ କାର୍ ସହ ମୋଟ ୪ଟି ବେନାମୀ…
କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାଉଣ୍ଟର ଖୋଲୁ ଖୋଲୁ ରୋଗୀ ଦେଖା ପାଇଁ ଟିକେଟ ଶେଷ
ନ୍ଦୁଝର,୯।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଟିକେଟ କାଉଣ୍ଟର ଖୋଲୁ ଖୋଲୁ ସରି ଯାଉଛି। ଫଳରେ ଦୂର ଦୂରାନ୍ତରୁ ଆସୁଥିବା ଏବଂ ଲାଇନରେ ଦୀର୍ଘ ସମୟ ଧରି ଠିଆ ହେଉଥିବା ରୋଗୀଙ୍କୁ ଟିକେଟ ମିଳୁ ନ ଥିବାରୁ ନିରାଶ…
ହାଇଟେକ୍ ଟ୍ରାଜେଡି: ଆସିଲା ଡିଏନ୍ଏ ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ଦିଲ୍ଲୀପ
ଭୁବନେଶ୍ୱର,୯।୧: ହାଇଟେକ୍ ଟ୍ରାଜେଡିରେ ନୂଆ ତଥ୍ୟର ଖୁଲାସା ହୋଇଛି। ଡିସେମ୍ବର ୩୦ରେ ଘଟିଥିବା ବିସ୍ଫୋରଣରେ ମୃତ ତୃତୀୟ ବ୍ୟକ୍ତିଙ୍କର ଡିଏନଏ ରିପୋର୍ଟ ମଙ୍ଗଳବାର ଆସିଛି। ରିପୋର୍ଟ ଆସିଲା ପରେ ମୃତଦେହ ଦିଲ୍ଲୀପ ନା ଜ୍ୟୋତିଙ୍କର ତାହା ସ୍ପଷ୍ଟ ହୋଇଛି। ଡିଏନଏ ରିପୋର୍ଟ…
ବିଶ୍ୱରଞ୍ଜନ ମହାନ୍ତି ପିସିସି ମିଡିଆ କମିଟି ଅଧ୍ୟକ୍ଷ
ବନେଶ୍ୱର,୯।୧: କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ମିଳିଲା ନୂଆ ଦାୟିତ୍ୱ। ପିସିସି ମିଡିଆ କମିଟି ଅଧ୍ୟକ୍ଷ ହେଲେ ବିଶ୍ୱରଞ୍ଜନ। ବିଶ୍ୱରଞ୍ଜନଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ଚିଠି। ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଦାୟିତ୍ୱ ନେବା ପରେ ମିଡିଆ ସେଲ୍ରେ…
ବଢିବ ଅଙ୍ଗନବାଡି, ଆଶାକର୍ମୀଙ୍କ ଦରମା, ଘୋଷଣା କଲେ ୫ଟି ଅଧ୍ୟକ୍ଷ
ଭୁବନେଶ୍ୱର,୯।୧: ବଢିବ ଅଙ୍ଗନବାଡି, ଆଶକର୍ମୀଙ୍କ ଦରମା । ଖୁବ୍ଶୀଘ୍ର ଦରମା ବୃଦ୍ଧି ନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବରଙ୍ଗପୁର ରାଇଘରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏନେଇ ବଡ ଘୋଷଣା କରିଛନ୍ତି । ସେହିପରି ମଧୁବାବୁ ପେନସନ ମଧ୍ୟ…
ଯେଉଁ ରୁମ୍ରେ ଶୋଇଥିଲେ ସ୍ତ୍ରୀ-ସ୍ବାମୀ ସେଇ ରୁମ୍ରୁ ଲୁଟିନେଲେ ଦୁବୃର୍ତ୍ତ
ଭୁବନେଶ୍ୱର,୯।୧: ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଞ୍ଚଳରେ ଲୁଟ ହୋଇଛି । ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଏହି ଲୁଟ୍ ହୋଇଛି । ଘରେ ଶୋଇଥିବା ବେଳେ ଭୋର ସମୟରେ ଏଭଳି ଘଟଣା ଘଟିଛି। ପ୍ରାୟ ଦେଢ଼ ଲକ୍ଷ ନଗଦ…
ଆକାଶ ପଥ ସହ ଯୋଡ଼ି ହେଲା ମାଲକାନଗିରି, ଲୋକାର୍ପିତ ହେଲା ମାଲକାନଗିରି ବିମାନବନ୍ଦର
ମାଲକାନଗିରି, ୯।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କରିଛନ୍ତି । ଏହାଦ୍ୱାରା ମାଲକାନଗିରି ସ୍ୱାଭିମାନ ଅଞ୍ଚଳକୁ ଆକାଶପଥରେ ସଂଯୋଗ କରିବ। ୭୦ କୋଟି ଟଙ୍କା ବ୍ୟୟରେ ୨୩୩ ଏକର ଅଞ୍ଚଳରେ ପରିବ୍ୟାପ୍ତ ଏହି ବିମାନ ବନ୍ଦରର…
ଆନ୍ଧ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଗଲେ ସମ୍ପର୍କୀୟ
ଝରିଗାଁ,୯।୧(କିଶୋର ଚନ୍ଦ୍ର ମଣ୍ଡଳ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ଭଦ୍ରାଚଳମ୍ର ମିଳିଆଲଗୁଡାରେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅଧୀନ ଚିକିଲି ଗ୍ରାମର ବଳି ଜାନୀ(୫୫)।…
ଟାର୍ଗେଟରେ ଥିଲେ ଯବାନ: ସୀମାନ୍ତରୁ ମିଳିଲା ୪ ଆଇଇଡି ବୋମା
ମାଲକାନଗିରି,୯ା୧(ଦୁର୍ଯ୍ୟୋଧନ ପତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ୪ ଆଇଇଡି ବୋମା ଜବତ କରି ଯବାନମାନେ ନିଷ୍କ୍ରିୟ କରିଛନ୍ତି। ଛତିଶଗଡ ବିଜାପୁର ଜିଲାର ଧର୍ମରାମ ଏବଂ ଚିନ୍ତଗୁଫା ମଧ୍ୟରେ ସିଆରପିଏଫ ଓ ବିଡିଏସ୍ର…
ଆଜିଠୁ କାଳିଆ ଛାତ୍ରବୃତ୍ତି ଆବେଦନ, ଜାଣନ୍ତୁ କେବେ ଯାଏ ଚାଲିବ ଆବେଦନ
ଭୁବନେଶ୍ୱର, ୯।୧(ଅସମାପିକା ସାହୁ)- କାଳିଆ ଛାତ୍ରବୃତ୍ତି ପାଇଁ ମଙ୍ଗଳବାର ଠାରୁ ଆବେଦନ ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ କମନ ସ୍କଲାରସିପ ପୋର୍ଟାଲରେ (http://scholarship.odisha.gov.in) ଅନ୍ଲାଇନ୍ରେ ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅନ୍ଲାଇନ୍ରେ କାଳିଆ ଛାତ୍ରବୃତ୍ତି ପାଇଁ ଆବେଦନ ଓ ନବୀକରଣ ନିମନ୍ତେ…
ସପ୍ତାହକ ମଧ୍ୟରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ, ହାଇକୋର୍ଟରୁ ବିଏମ୍ସିକୁ ମିଳିଲା ଅନୁମତି
ଭୁବନେଶ୍ୱର, ୮।୧ (ବନ୍ଦନା ସେଠୀ): ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ଆନିମଲ୍ ବାର୍ଥ କଣ୍ଟ୍ରୋଲ (ଏବିସି) ବା କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଖୁବ୍ଶୀଘ୍ର ଆରମ୍ଭ ହେବ। ଏନେଇ ସୋମବାର ହାଇକୋର୍ଟ ବିଏମ୍ସିକୁ ସବୁଜ ସଙ୍କେତ ଦେଇଛନ୍ତି। ରାଜ୍ୟରେ…
Archives


